Home

ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୫।୧୦(୦୭): ଭାରତ ସହ କୂଟନୈତିକ ବିବାଦ ମଧ୍ୟରେ ରବିବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନବରାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ କାନାଡାର ପ୍ରଧାନମନ୍ତ୍ରୀ କହିଛନ୍ତି, ଶୁଭ ନବରାତ୍ରୀ। ମୁଁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ତଥା ଏହି ଉତ୍ସବ ପାଳନ କରୁଥିବା ସମସ୍ତଙ୍କୁ…

ଇସ୍ରାଏଲ ଜାରି କଲା ମୃତକଙ୍କ ନୂଆ ସଂଖ୍ୟା

ଜେରୁଜେଲମ,୧୫।୧୦: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଚାଲିଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଏଥିରେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ବିବିସିର ଏକ ରିପୋର୍ଟ ଅନୁଯାୟୀ,ଇସ୍ରାଏଲ ସରକାର ହମାସ ଆକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କର ସଂଖ୍ୟା…

ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ: ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୫।୧୦(୦୭): ବିଶ୍ୱକପ୍‌ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍‌ ଇଂଲଣ୍ଡକୁ ୬୯ରେ ରନ୍‌ରେ ପରାସ୍ତ କରିଛି ଆଫଗାନିସ୍ତାନ। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ…

ଦୀପାବଳି ପୂର୍ବରୁ ଚିନ୍ତାରେ ପକାଇଲାଣି ରାଜଧାନୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୧୫।୧୦: ରାଜଧାନୀରେ ପାଣିପାଗର ପରିବର୍ତ୍ତନ ସହିତ କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବର୍ଗରେ ପହଞ୍ଚିିଛି। ନଡ଼ା ଜଳିବା ଏବଂ ଅନ୍ୟାନ୍ୟ କାରଣରୁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ରବିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ…

ଅଧିକାଂଶ ପାଲେଷ୍ଟାଇନଙ୍କ ହମାସ ଆକ୍ରମଣରେ କୌଣସି ଲେଣଦେଣ ନାହିଁ: ବାଇଡେନ

ଓ୍ବାଶିଂଟନ,୧୫।୧୦(୭): ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ପାଲେଷ୍ଟାଇନ ନାଗରିକ ଏବଂ ହମାସ ନେତାଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇ ସେ କହିଛନ୍ତି ଯେ, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ…

କଂଗ୍ରେସ ନେତା ମନୋହର ସିଂ ଗିଲଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୧୦(୭): ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା କଂଗ୍ରେସ ନେତା ମନୋହର ସିଂ ଗିଲଙ୍କ ଦେହାନ୍ତ ହୋଇଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ମନୋହର ସିଂ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିଥିଲେ। ଗିଲ ପୂର୍ବରୁ…

ଜରୁରୀକାଳିନ ଅବତରଣ କଲା ଦୁବାଇ-ଅମୃତସର ବିମାନ

ଅମୃତସର/କରାଚି,୧୫।୧୦(୦୭): ଦିଲ୍ଲୀ-ଅମୃତସର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ କରାଚିରେ ଜରୁରୀକାଳିନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ବିମାନଟି କରାଚିରୁ ଅମୃତସର ଅଭିମୁଖେ ଯାଇଥିଲା। ସୂଚନାଯୋଗ୍ୟ,ଦୁବାଇରୁ…

ହମାସ-ଇସ୍ରାଏଲ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ମୃତ

ଜେରୁଜେଲମ,୧୫।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ପ୍ରାଣ ହରାଇଛନ୍ତି। ଏହି ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଅଂଶ ଏବଂ ଜଣେ ପୋଲିସ ଫୋର୍ସରେ ଥିଲେ। କୁହାଯାଉଛି ଯେ, ସେ…

ଦେଶ ସମସ୍ତ ପ୍ରକାର ଆତଙ୍କବାଦ ସହ ଏହାର କାର୍ଯ୍ୟକଳାପକୁ ନିନ୍ଦା କରୁଛି: ଓମ ବିର୍ଲା

ନୂଆଦିଲ୍ଲୀ,୧୫।୧୦: ଲୋକ ସଭା ବାଚସ୍ପତି ଓମ ବିର୍ଲା ପାର୍ଲାମେଣ୍ଟ ପରିସରରେ ରବିବାର ଖବରଦାତାଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଦେଶ ଆତଙ୍କବାଦାର ସମସ୍ତ ସ୍ବରୁପ ଓ ଅଭିବ୍ୟକ୍ତିକୁ ନିନ୍ଦା କରୁଛି। ବିଶ୍ୱ ଶାନ୍ତି ଓ ସମୃଦ୍ଧିର ଆହ୍ବାନ…

ହାତରେ ବଲ୍‌ ଧରି କ’ଣ କହୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ନିଜେ କଲେ ଖୁଲାସା

ଅହମ୍ମଦାବାଦ,୧୫।୧୦(୦୭): ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚକୁ ଟିମ ଇଣ୍ଡିଆ ୭ ଉକେଟରେ ଜିତିଥିଲା। ମ୍ୟାଚ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ହାତରେ ବଲ…

ସୋସିଆଲ ମିଡିଆରେ ଭାଇରାଲ ହେଲା ମହୁଆଙ୍କ ବ୍ୟକ୍ତିଗତ ଫଟୋ

ନୂଆଦିଲ୍ଲୀ,୧୫।୧୦: ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପଶ୍ଚିମବଙ୍ଗର କୃଷ୍ଣା ନଗର ଲୋକ ସଭା ଏମପି ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫଟୋଗ୍ରାଫକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମପି ମହୁଆ ଭାଇରାଲ…

ରାଜସ୍ଥାନ ନିର୍ବାଚନ: ଆସନ୍ତାକାଲି ଏଏପି ଜାରି କରିବ ୩୦ ପ୍ରାର୍ଥୀଙ୍କ ପ୍ରଥମ ପ୍ରାର୍ଥୀ ତାଲିକା

ଜୟପୁର,୧୫।୧୦: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଭାଜପା ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିବାବେଳେ ସୋମବାର ଆମ ଆଦମୀ ପାର୍ଟି(ଏଏପି) ୩୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri