ଭାରତରେ ପେଟ୍ରୋଲ ଶସ୍ତା ହେବ କି ମହଙ୍ଗା ନିଷ୍ପତ୍ତି ନେବ ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୧୬।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର ମୂଲ୍ୟ…
ସିଡବ୍ଲୁସି ବୈଠକ ପୂର୍ବରୁ କଂଗ୍ରେସ ବିଆରଏସ ମଧ୍ୟରେ ପୋଷ୍ଟର ଓ୍ବାର
ହାଇଦ୍ରାବାଦ,୧୬।୯: ତେଲେଙ୍ଗାନାରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଠାରେ କଂଗ୍ରେସ ଓ ଶାସକ ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) କଡା ମୁକାବିଲା ହୋଇପାରେ। ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ଏବେଠାରୁ ପ୍ରସ୍ତୁତ ହୋଇଗଲେଣି। ଏହାର ପ୍ରମାଣ ଶନିବାର…
ମମତାଙ୍କ ସ୍ପେନ ଗସ୍ତକୁ ଭାଜପା କହିଲା ‘ସ୍ପେନିସ ଭ୍ୟାକେଶନ’
କୋଲକାତା,୧୬।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଏକ ବିଜନେସ ଟ୍ରିପରେ ସ୍ପେନ ଯାଇଛନ୍ତି। ହେଲେ ଭାଜପା ତାଙ୍କ ଯାତ୍ରାକୁ ‘ସ୍ପେନିସ ଭ୍ୟାକେଶନ’ ବୋଲି କହି ଟାର୍ଗେଟ କରିଛି। ପଶ୍ଚିମବଙ୍ଗ ଭାଜପାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ…
ତେଲେଙ୍ଗାନାରୁ ହେବ ନୂଆ ଅଧ୍ୟାୟର ଆରମ୍ଭ, ସିଡବ୍ଲୁସି ବୈଠକ ପୂର୍ବରୁ ସୋନିଆଙ୍କ ବାର୍ତ୍ତା
ନୂଆଦିଲ୍ଲୀ,୧୬।୯: ଶନିବାର ହାଇଦ୍ରାବାଦରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନୂଆ ଟିମ୍ର କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ବୈଠକ ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।…
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ
ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ…
ତମନ୍ନାଙ୍କ ପସନ୍ଦର ନାୟକ
ମୁମ୍ବାଇ: ବଲିଉଡରେ ଭାରତୀୟ କ୍ରିକେଟ ଦଳର କେତେଜଣ କିମ୍ବଦନ୍ତୀ ଖେଳାଳିଙ୍କ ବାୟୋପିକ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି), ସଚିନ ତେନ୍ଦୁଲକର ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ। ଆଉ ଏହି ସବୁ…
ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ଚାଇନା
ବେଜିଂ,୧୬।୯: ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି। ତେବେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ପ୍ରସଙ୍ଗରେ ନୀରବ ଅଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର…
ପଶ୍ଚିମବଙ୍ଗର ୫୦ ହଜାର ମନରେଗା କର୍ମଚାରୀ ରାଜଧାନୀରେ କରିବେ ଆନ୍ଦୋଳନ, ଦିଲ୍ଲୀ ପୋଲିସକୁ ଅନୁମତି ମାଗିଲେ ଟିଏମସି ଏମପି
କୋଲକାତା,୧୬।୯: ପଶ୍ଚିମବଙ୍ଗର ଶାସକ ତ୍ରୁଣମୂଳ କଂଗ୍ରେସର ଏମପି ଡେରେକ ଓ’ବ୍ରାଇନ ରାମଲିଳା ମଇଦାନରେ ଆନ୍ଦୋଳନ କରିବାକୁ ଅନୁମତି ମାଗି ଦିଲ୍ଲୀ ପୋଲିସକୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କହିଛନ୍ତି ଯେ ପଶ୍ଚିମବଙ୍ଗର୫୦ ହଜାର ମନରେଗା କର୍ମଚାରୀ ୩୦ ସେପ୍ଟେମ୍ବର ୨୦୨୩ରୁ…
‘ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷରେ ପ୍ରେସ କନଫରେନ୍ସ ନ କରି ଖବରଦାତାଙ୍କୁ କଲେ ବହିଷ୍କାର’, ଭାଜପାକୁ ସିଦ୍ଦାରାମାୟାଙ୍କ ଟାର୍ଗେଟ
ନୂଆଦିଲ୍ଲୀ,୧୬।୯: ବିରୋଧୀ ଦଳ ‘ଇଣ୍ଡିଆ’ ରେ ଅନ୍ତର୍ଭୁକ୍ତ ଦଳଗୁଡିକ ୧୪ ଜଣ ଗଣମାଧ୍ୟମ ଆଙ୍କର ଶୋ’ରେ ସେମାନଙ୍କ ପ୍ରତିନିଧୀଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟା ଏବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ…
ଲିବ୍ୟା ବନ୍ୟା: ମଲେଣି ୧୧ହଜାର ଲୋକ, ବଢିପାରେ ମୃତକଙ୍କ ସଂଖ୍ୟା
ତ୍ରିପୋଲି,୧୬।୯: ପ୍ରକୃତିର ତାଣ୍ଡବରେ ଥରି ଉଠିଛି ଲିବ୍ୟା। ଭୟଙ୍କର ବନ୍ୟାରେ ଏପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପୂର୍ବ ଲିବ୍ୟାର ଡର୍ନା ସହର ଏହି ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ଅନେକ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ…
ସୀମା ଆଓ୍ବାର୍ଡ ୨୦୨୩: ଜୁନିୟର ଏନଟିଆରଙ୍କୁ ବେଷ୍ଟ ଆକ୍ଟର, ମୃଣାଳ ଠାକୁରଙ୍କୁ ବେଷ୍ଟ ଡେବ୍ୟୁ ଆଓ୍ବାର୍ଡ
ଚେନ୍ନାଇ: ଶୁକ୍ରବାର ରାତିରେ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) ୨୦୨୩ ଅନୁଷ୍ଠିତ ହୋଇଥିଲା। କଳାକାରରେ ଭରପୁର ଥିଲା ଏହି ଇଭେଣ୍ଟ। ଦକ୍ଷିଣ ଭାରତୀୟ ସିନେମାର ସର୍ବୋତ୍ତମ ଉତ୍ସବ ପାଳନ ପାଇଁ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଚଳଚ୍ଚିତ୍ର…
ପାକିସ୍ତାନର ବଡ ବଡ ନେତାଙ୍କ ନାଁରେ ରହିଛି ଆପରାଧିକ ମାମଲା, ଅପରାଧର ଚିଠା ଖୋଲିବ ଏନଏବି
ଇସଲାମବାଦ, ୧୬।୯: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫ ଅକ୍ଟୋବର ୨୧ରେ ଇଂଲଣ୍ଡରୁ ନିଜ ଦେଶକୁ ଫେରିବେ। ସ୍ବଦେଶକୁ ଫେରିବା ସହ ଆଗାମୀ ନିର୍ବାଚନ ପାଇଁ ହେବାକୁ ଥିବା ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। କିନ୍ତୁ ପାକିସ୍ତାନ ଫେରିବା…
Archives


