Home

ଆମେରିକା ମାଟିରୁ ସାରା ବିଶ୍ୱକୁ ସଫେଇ ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୭।୧୧: ଚାଇନାରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି, ଚାଇନା କୌଣସି ଦେଶରୁ ଏକ ଇଞ୍ଚ ଜମି ଦଖଲ କରି ନାହିଁ କିମ୍ବା ଆମେ କୌଣସି ଯୁଦ୍ଧ ଆରମ୍ଭ କରିନାହୁଁ। ସି ଜିନପିଙ୍ଗ ବର୍ତ୍ତମାନ…

ଜାଣନ୍ତି କି ସବୁ ଋତୁରେ କୁହୁଡ଼ି ନ ପଡ଼ି ଶୀତଦିନରେ କାହିଁକି ପଡ଼ିଥାଏ

ଆମେ ସମସ୍ତେ ଜାଣୁ ଯେ, ଶୀତଦିନେ କୁହୁଡି ଆସେ ଏବଂ ଏହା ସହର କିମ୍ବା ଗାଁକୁ ଆଚ୍ଛାଦିନ କରି ରଖିଥାଏ। କିନ୍ତୁ କେବେ ଭାବିଛନ୍ତି ଏହି କୁହୁଡ଼ି ଅନ୍ୟ ଋତୁରେ ନ ପଡ଼ି ଶୀତଦିନରେ କାହିଁକି ପଡ଼ିଥାଏ। ଏତେ କାକରବିନ୍ଦୁ ଆସେ…

ବଙ୍ଗୋପସାଗର ଉପକୂଳରେ ଘୂର୍ଣ୍ଣିବଳୟ, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ଥିବା ଚାପ ଶୁକ୍ରବାର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ପାଣିପାଗ ବିଭାଗ କହିଛି ଯେ ଏହା…

ଗାଜା ହସ୍ପିଟାଲ ଏମଆରଆଇ ୟୁନିଟରୁ ମିଳିଲା ଅସ୍ତ୍ରଶସ୍ତ୍ର, ଇସ୍ରାଏଲ ଜାରି କଲା ଭିଡିଓ

ଜେରୁଜେଲମ,୧୬।୧୧: ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଦାବି କରିଛି ଯେ ହମାସ ହସ୍ପିଟାଲରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ଇସ୍ରାଏଲ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ରଖିବା…

ଚର୍ଚ୍ଚାରେ ଅନୁଷ୍କାଙ୍କ ମହଙ୍ଗା କୋ-ଅର୍ଡ ସେଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଫ୍ଲାଇଙ୍ଗ କିସ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ…

କଂଗ୍ରେସକୁ ଟାର୍ଗେଟ କଲେ କେ କବିତା

ହାଇଦ୍ରାବାଦ,୧୬।୧୧: ଗୁରୁବାର (ନଭେମ୍ବର ୧୬) ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ଝିଅ କେ କବିତା ତାଙ୍କ ନାମ ନ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି…

ଭୟଙ୍କର ଟ୍ରେନ ଯାତ୍ରା, ଅତ୍ୟଧିକ ଭିଡରେ ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ

ହାପୁଡ,୧୬।୧୧: ଦୀପାବଳି ପରେ ଛଟ ପୂଜା ଯୋଗୁଁ ପୂର୍ବାଞ୍ଚଳ ଏବଂ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ଯାତ୍ରୀଙ୍କ ଭିଡ଼ କମିନାହିଁ। ଗୁରୁବାର ଅବଧ ଆସାମ ଏକ୍ସପ୍ରେସରେ ଆସାମ ଯାଉଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଶୋଇଥିବା କୋଚରେ ଅତ୍ୟଧିକ ଗହଳି…

ସିକଲ ସେଲ ପାଇଁ ଜିନ ଥେରାପି ଚିକିତ୍ସାକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ହେଲା ବ୍ରିଟେନ

ଲଣ୍ଡନ,୧୬।୧୧: ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ବ୍ରିଟେନରେ ଏହି ଗୁରୁତର ରୋଗରେ ପୀଡିତ ହଜାର ହଜାର ଲୋକଙ୍କୁ ଆରାମ ପ୍ରଦାନ କରିପାରିବ। ଗୁରୁବାର…

ଅହମ୍ମଦାବାଦରେ ଭାରତ ସହ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ: ୨୦୦୩ର ରାଗ ସୁଝାଇବ ଟିମ୍‌ ଇଣ୍ଡିଆ

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ବିଜୟ ହୋଇ ଫାଇନାଲ୍‌ ପାଇଁ ଟିକେଟ୍‌ ପକ୍କା କରିଛି। ଅନ୍ୟପକ୍ଷେ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଥିବା ଭାରତ ସହ ଅଷ୍ଟ୍ରେଲିଆ…

ଜିନପିଙ୍ଗଙ୍କୁ ‘ଡିକ୍ଟେଟର’ ବୋଲି କହିଲେ ବାଇଡେନ, ରାଗିଲା ଚାଇନା

ବେଜିଂ,୧୬।୧୧: ଆମେରିକାର ଏବଂ ଚାଇନା ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚଳିତ ବର୍ଷର ପ୍ରଥମ ବୈଠକ ବୁଧବାର (ନଭେମ୍ବର ୧୬) ରେ ସାନ ଫ୍ରାନ୍ସିସ୍କୋରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଅତ୍ୟନ୍ତ ନିର୍ଣ୍ଣାୟକ ଏବଂ ସଫଳ ଆଲୋଚନା ହୋଇଥିଲା,…

କିଙ୍ଗ କୋହଲିଙ୍କୁ ହରକ୍ୟୁଲେସ ସହ ତୁଳନା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦିବସୀୟ କ୍ୟାରିୟରର ୫୦ ତମ ଶତକ ହାସଲ କରିଥିଲେ। ଏହି ଶତକ ସହିତ କୋହଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ଏକ ଦିବସୀୟ ଫର୍ମାଟରେ…

ଶୀତଦିନେ ଉଚ୍ଚ ରକ୍ତଚାପ ଦୂରକରେ ଖୁଜୁରୀ

ଶୁଖିଲା ଫଳ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଲୋକମାନେ ପ୍ରାୟତଃ ଶୀତଦିନେ ଖଜୁରୀ ଖାଇ ପାରିବେ କି ନାହିଁ ଦ୍ୱନ୍ଦ୍ୱରେ ଥାଆନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଶୀତଦିନେ ଖାଇବାର ଶରୀର ପାଇଁ କ’ଣ ଲାଭ ଅଛି ଏବଂ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?