Home

ଆବର୍ଜନାରେ ପଡ଼ିଛି ନବଜାତକର ମୃତଦେହ

ଗଜପତି,୧୮ା୯(ଗିରିଧାରୀ ପରିଚ୍ଛା): ଆବର୍ଜନା ପୂର୍ଣ୍ଣ ଅଞ୍ଚଳରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଏଭଳି ଘଟଣା ସୋମବାର ସକାଳୁ ଦେଖିବାକୁ ମିଳିଛି ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହର ବଜାରର ମୁଖ୍ୟ ଗଳି ନିକଟରେ। ଗୋଟିଏ ଦୋକାନ ପାଖ…

ଟିମ ଇଣ୍ଡିଆକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୮।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ରେକର୍ଡ ୧୦ ଉଇକେଟରେ ଜିତି ଟ୍ରଫି ଜିତିଛି। ଏହି ଟାଇଟଲ ମ୍ୟାଚରେ ମହମ୍ମଦ ସିରାଜ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୭ ଓଭରରେ ୨୧ ରନ ଦେଇ…

ନର୍ମଦା ବିପଦ ସଙ୍କେତ ଟପିଲା: ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ୧୧ ଘଣ୍ଟା ପାଇଁ ବନ୍ଦ…

ମୁମ୍ବାଇ,୧୮।୯ : ଗୁଜରାଟର ଭାରୁଚ ଏବଂ ଅଙ୍କଲେଶ୍ୱର ଷ୍ଟେଶନ ମଧ୍ୟରେ ପ୍ରବାହିତ ନର୍ମଦା ନଦୀ ଏହାର ବିପଦ ସଙ୍କେତଠାରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି। ଏହି କାରଣରୁ ରବିବାର ରାତିରୁ ମୁମ୍ବାଇ-ଅହମଦାବାଦ ମାର୍ଗରେ ଟ୍ରେନ ଚଳାଚଳ ପ୍ରାୟ ୧୧ ଘଣ୍ଟା ପାଇଁ…

ଏବେ ନୁହେଁ, ବିଶ୍ୱକପ୍‌ ଜିତିବା ପରେ ବାଣ ଫୁଟାଇବ: କାହିଁକି ଏମିତି କହିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୮।୯: ଏସିଆ କପ ୨୦୨୩ ଟାଇଟଲ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଗୋଟିଏ ମନ୍ତବ୍ୟ ଦେଇ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଦିନିକିଆ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପାଇଁ ଅଧିକ ସମୟ ବାକି ନାହିଁ। ଏଭଳି…

‘୧୪୦ କୋଟି ଦେଶବାସୀଙ୍କ ସହଯୋଗ ନୂଆ ଯାତ୍ରାକୁ ସ୍ବତନ୍ତ୍ର କରିବ’, ଓମ ବିର୍ଲା

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ଏହି ସ୍ବତନ୍ତ୍ର ଅଧିବେଶନରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ…

ଲୋପ ପାଇବାକୁ ବସିଲାଣି ହାବସପୁରୀ ଶାଢ଼ି

ଭବାନୀପାଟଣା,୧୮।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଢ଼ି ପ୍ରସ୍ତୁତ କରାଯାଏ। ସେଗୁଡିକ ହେଲା ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ ଶାଢ଼ି, ସମ୍ବଲପୁରୀ ଶାଢ଼ି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥି ମଧ୍ୟରୁ କଳାହାଣ୍ଡିର…

ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା

ବିଶ୍ରା,୧୮ା୯(ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ ଜିଲା ବିଶ୍ରା ବ୍ଲକ ଡରେଇକେଲା ପଞ୍ଚାୟତରୁ ସାରୂବହାଲ ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଏହି ରାସ୍ତା ଦେଇ ଯାତାୟତ…

ପ୍ଲାଷ୍ଟର ଅଫ ପ୍ୟାରିସରେ ଗଣେଶ ମୂର୍ତ୍ତି ନିର୍ମାଣ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା…

ନୂଆଦିଲ୍ଲୀ,୧୮।୯ : ଗଣେଶ ଉତ୍ସବ ସମଗ୍ର ଦେଶରେ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ବଜାରଗୁଡିକରେ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିକ୍ରି ହେଉଛି। ଏହି ସମୟରେ ପ୍ଲାଷ୍ଟର ଅଫ ପ୍ୟାରିସରେ ନିର୍ମିତ ମୂର୍ତ୍ତିକୁ ଅନେକ ସ୍ଥାନରେ ନିଷେଧ କରାଯାଇଛି। ବର୍ତ୍ତମାନ ଏହି…

‘ମୁଁ କେବେ ଏହା ଭାବି ନ ଥିଲି…’, ରେଲଓ୍ବେ ପ୍ଲାଟଫର୍ମରୁ ସଂସଦ ପର୍ଯ୍ୟନ୍ତ ଯାତ୍ରାକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୧୮।୯: କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି। ଜି -୨୦ରୁ ଭାରତର ବିଶ୍ୱସନୀୟତାର ଶକ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଅଧିବେଶନରେ ସରକାର ଚାରୋଟି ବିଲ ଉପସ୍ଥାପନ…

ଫୁଲବତୀଙ୍କ ଅଫୁଟା ଭବିଷ୍ୟତ

ସମ୍ବଲପୁର,୧୮ା୯(ଶୁଭାଶିଷ ପାଢ଼ୀ): ପିଲା ଜନ୍ମ ହେଲେ ମା’ବାପା ନାମକରଣ କରନ୍ତି। ଭଗବାନ ଓ ଶୁଭସୂଚନା ଦେଉଥିବା ନାମ ରଖିଲେ ନାମକରଣ ଅନୁସାରେ କାର୍ଯ୍ୟରେ ସଫଳତା ମିଳିଥାଏ, ଜୀବନ ସୁଗମ ହୋଇଥାଏ ବୋଲି ଆଶା ରହିଥାଏ। ହେଲେ ନାମକରଣ ଅନୁସାରେ ଜୀବନରେ ଓଲଟା…

ମ୍ୟାଚ୍‌ ପରେ ସମସ୍ତଙ୍କ ହୃଦୟ ଜିତିଲେ ସିରାଜ୍‌

ନୂଆଦିଲ୍ଲୀ,୧୮।୯: ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୧୦ ଉଇକେଟ ନେଇ ଜିତିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ୭ ଓଭରରେ ୨୧ ରନ ଦେଇ ସିରାଜ ୬ଟି ଉଇକେଟ ନେଇଥିଲେ। ଜବରଦସ୍ତ…

ନିଆରା ଖଗୋଳ ବିଜ୍ଞାନୀ

ସୁପ୍ରସିଦ୍ଧ ଖଗୋଳ ବିଜ୍ଞାନୀ ଭାବରେ ନିଜକୁ ପରିଚିତ କରାଇବାରେ ସକ୍ଷମ ହୋଇଥିଲେ ସେ। କାନାଡ଼ା ରାଜଧାନୀ ଓଟାଓ୍ବାଠାରେ ଚଳିତ ବର୍ଷ ଜୁଲାଇରେ ନୋବେଲ ପୁରସ୍କାରର ସମକକ୍ଷ ଭାବରେ ବିବେଚନା କରାଯାଉଥିବା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ ଇନ୍‌ ଷ୍ଟାଟିଷ୍ଟିକ୍ସ’ ପରି ସମ୍ମାନଜନକ ପୁରସ୍କାରରେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri