ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୮।୯: ଦିନିକିଆ ବିଶ୍ୱକପ୍ ୨୦୨୩ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା ଲାଗିଛି। ବାମ ହାତରେ ଆଘାତ କାରଣରୁ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ଖେଳିପାରିବେ ନାହିଁ। ସେହିଭଳି ବାକି ମ୍ୟାଚ୍ରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି…
‘ଜାତୀୟ ଭାବନାକୁ ଆଘାତ ଦେଉଥିବା ପୋଷାକ ହେବ ବ୍ୟାନ’
ବେଜିଂ,୧୮ା୯: ଯେଉଁ ପୋଷାକ ଜାତୀୟ ଭାବନାକୁ ଆଘାତ ଦେଇଛି ତାହା ଶୀଘ୍ର ଚାଇନାରେ ନିଷିଦ୍ଧ କରାଯିବ। ପ୍ରସ୍ତାବିତ ଆଇନରେ ଦର୍ଶାଯାଇଛି ଯେ, ଉଭୟ ବକ୍ତବ୍ୟ ଏବଂ ପୋଷାକ ‘ଚାଇନା ଲୋକଙ୍କ ଆତ୍ମା ପାଇଁ କ୍ଷତିକାରକ’ କିମ୍ବା ଜାତୀୟ ଭାବନାକୁ ଆଘାତ ଦେଇଥାଏ…
ନରେନ୍ଦ୍ର ମୋଦି ଯେବେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚି ହୋଇଥିଲେ ନତମସ୍ତକ, ଭିଡିଓରେ ଦେଖନ୍ତୁ ସେତେବେଳର…
ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଭାଷଣ ଦେଇ ପୁରୁଣା ଦିନକୁ ମନେ ପକାଇଛନ୍ତି। ନିର୍ବାଚନ ଜିତିବା ପରେ ପ୍ରଥମ ଥର ଲାଗି ସେ ଯେବେ ଗୃହରେ ପାଦ ରଖିଥିଲେ ସେତେବେଳେ…
୨୦ ଅକ୍ଟୋବରରେ ଗଣପତ ପାର୍ଟ-୧, ତେଜସର ଶୁଭମୁକ୍ତି…
ମୁମ୍ବାଇ : ଅକ୍ଟୋବରର ପୂଜା ବଜାରରେ ବଲିଉଡରେ ଟାଇଗର ଶ୍ରଫ ଏବଂ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମର ଶୁଭମୁକ୍ତି ହେବ। ଗଣପତ ପାର୍ଟ-୧ ଏକ ଆକ୍ସନ ସ୍ପୋର୍ଟସ ମୁଭି। ୨୦ ଅକ୍ଟୋବର, ୨୦୨୩ରେ ଏହାର ଶୁଭମୁକ୍ତି ହେବ। ଫିଲ୍ମରେ ଟାଇଗର ଶ୍ରଫ,…
ନାସାର ବଡ଼ ସୂଚନା: ଏବେ ମହାକାଶ ଦୁର୍ଘଟଣାରେ କାହାର ହେବନି ମୃତ୍ୟୁ, କାରଣ…
ଓ୍ବାଶିଂଟନ,୧୮ା୯: ବହୁ ବର୍ଷ ଧରି ପୃଥିବୀରେ ବାସ କରୁଥିବା ମଣିଷ ମହାକାଶରେ ଭ୍ରମଣ କରି ଆସୁଥିଲେ। ପ୍ରତ୍ୟେକ ସ୍ପେସ୍ ମିଶନର ଉଦ୍ଦେଶ୍ୟ ଅଲଗା ଅଟେ। ବେଳେବେଳେ ମଣିଷ କିଛି ଗ୍ରହରେ ଜୀବନର ସନ୍ଧାନରେ ଏବଂ କେବେ ଏଲିଅନଙ୍କ ସନ୍ଧାନରେ ମହାକାଶକୁ ଯାଏ। ନିକଟରେ…
ଆରମ୍ଭ ହେଲା ପରିଣିତି-ରାଘବଙ୍କ ପ୍ରି ଓ୍ବେଡିଂ ଫଙ୍କସନ, କିର୍ତ୍ତନ ପରେ ଏବେ ଚୋପ୍ରା-ଚଢା ଫ୍ୟାମିଲିଙ୍କ ମଧ୍ୟରେ ହେବ କ୍ରିକେଟ ମ୍ୟାଚ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢା ଏବେ ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚାରେ। ଆଉ ମାତ୍ର କେଇ ଦିନ ମଧ୍ୟରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। କପଲ ୧୩…
‘ଇଣ୍ଡିଆ’ ମେଣ୍ଟ ପୂରା ମଜଭୁତ: ନୀତୀଶ କୁମାର
ପାଟନା,୧୮।୯: ଆଜିକାଲି ଦେଶରେ ‘ଏକ ଦେଶ ଏବଂ ଏକ ନିର୍ବାଚନ’ ବିଷୟରେ ଅନେକ ଆଲୋଚନା ହେଉଛି। ଏହା ସହିତ ଏହା ମଧ୍ୟ କୁହାଯାଉଛି ଯେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଅନୁଷ୍ଠିତ ହେବ। ଏହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର
ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ ନାବାଳିକାଙ୍କ…
ଲିବିୟା ବନ୍ୟା: ୩ ଲକ୍ଷ ଶିଶୁ ଭୋକ ଉପାସରେ…
ତ୍ରିପୋଲି,୧୮।୯ : ଲିବିୟାରେ ପ୍ରଳୟଙ୍କରୀ ବନ୍ୟା ପରେ ପ୍ରାୟ ୩ ଲକ୍ଷ ଶିଶୁ ଗୁରୁତର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଦିନକୁ ଦୁଇ ବେଳା ଖାଇବାକୁ ମିଳୁନି। ସେମାନେ ଭୋକ ଉପାସରେ ରହିଛନ୍ତି। ବନ୍ୟା ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୦…
ଶବାନା ଆଜମୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଅଭିନେତ୍ରୀ ଶବାନା ଆଜମୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୮୦ ଏବଂ ୯୦ ଦଶକରେ ନିଜର ଶକ୍ତିଶାଳୀ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ ଶବାନା। ପ୍ରସିଦ୍ଧ କବି କୈଫି ଆଜମିଙ୍କ ପରିବାରରେ ଜନ୍ମ ହୋଇଥିବା…
ହିରିମୂଳୁରେ ପଶିଲା ବନ୍ୟାଜଳ
ନିରାକାରପୁର,୧୮ା୯(ମାନସ ଚନ୍ଦ୍ର ପଟ୍ଟନାୟକ): ହୀରାକୁଦ ଜଳସ୍ତର ବଢ଼ିବା ଯୋଗୁ ବନ୍ୟାଜଳ ନିଷ୍କାସନ ପାଇଁ ୨୬ଟି ଗେଟ୍ ଖୋଲାଯାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତର ହିରିମୂଳୁ ଗାଁ ଭିତରେ ଏହି ବନ୍ୟାଜଳ ପଶିଯିବାରୁ ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ…
ମଧ୍ୟ ପ୍ରଦେଶରେ ୧୯ ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ବାହାର କରିବ କଂଗ୍ରେସ, ପୋଷ୍ଟରରେ ନାହିଁ ଦିଗବିଜୟଙ୍କ ଫଟୋ
ଭୋପାଳ,୧୮।୯: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଭାଜପା ଜନ ଆଶୀର୍ବାଦ ଯାତ୍ରା ବାହାର କରୁଥିବା ବେଳେ କଂଗ୍ରେସ ୧୯ସେପ୍ଟେମ୍ବରରୁ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଏହି ସମୟ ମଧ୍ୟରେ…
Archives


