Home

‘ଆପଣହିଁ ଆମର ରକ୍ଷାକର୍ତ୍ତା, ଆପଣଙ୍କ ନିକଟକୁ କାନ୍ଦି କାନ୍ଦି ଆସିବାକୁ ପଡିବ’, ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ବିଶେଷ ଅଧିବେଶନରେ ସୋମବାର ଶାସକ ଓ ବିରୋଧୀଙ୍କ ମଧ୍ୟରେ ଖୁବ କଥା କଟାକଟି ହୋଇଛି। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସଫଳତା କଥା ଉଠାଇଥିଲେ। ଆଉ କହିଥିଲେ ଏବେ ଦେଶ ବିକାଶର ନୂଆ ରାସ୍ତାରେ ଚାଲୁଛି।…

ଧୋନୀଙ୍କ ପ୍ରଶଂସାରେ ଏମିତି କହିଦେଲେ ଗମ୍ଭୀର

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ୍‌ ପାଇଁ ଯାହା କରିଛନ୍ତି, ଏପର୍ଯ୍ୟନ୍ତ କୌଣସି ଅଧିନାୟକ ତାହା କରିପାରି ନାହାଁନ୍ତି। ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଅଧିନାୟକ ଯିଏ ଭାରତ ପାଇଁ ୩ଟି ଆଇସିସି ଟ୍ରଫି ଜିତିଛନ୍ତି। ୨୦୧୧…

ଜନତାଙ୍କ ସହ ସାକ୍ଷାତ ନ କରିବା ପାଇଁ ବଡିଗାର୍ଡ ରଖନ୍ତି ନେତା, ଜୀବନ ପ୍ରତି କୌଣସି ବିପଦ ନ ଥାଏ: ପ୍ରଶାନ୍ତ କିଶୋର

ପାଟନା,୧୮।୯: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ନାମକ ପଦଯାତ୍ରା ବିହାରର ମୁଜାଫରପୁର ଜିଲାର ମୋତିପୁର ବ୍ଲକରେ ପହଞ୍ଚିଛି। ଏଠାରେ ପ୍ରଶାନ୍ତ କିଶୋର ରବିବାର ବହୁ ସଂଖ୍ୟାରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହା ସହିତ ସେ ନେତାଙ୍କ ସୁରକ୍ଷା…

‘ପ୍ରଥମେ ବ୍ୟବହାର କର, ପରେ ବିଶ୍ୱାସ କର’

ଭୋପାଳ,୧୮।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ଅଛି। ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ନିର୍ବାଚନ ବିଗୁଲ ବଜାଇବା ପାଇଁ ସୋମବାର ରେୱାରେ ପହଞ୍ଚିଛନ୍ତି। ମଧ୍ୟପ୍ରଦେଶରେ ଦୁଇଟି ଦଳ ଅଛି – ଭାଜପା ଏବଂ…

କରିନାଙ୍କ ସହ ରୋମାଣ୍ଟିକ ସିନ୍‌ କରିବା ସହଜ ନ ଥିଲା: ବିଜୟ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ବର୍ମା ତାଙ୍କ ଅପକମିଂ ମୁଭି ‘ଜାନେ ଜାନ’କୁ ନେଇ ଏବେ ବିଜି ଅଛନ୍ତି। ଏହା ଖୁବଶୀଘ୍ର ଓଟିଟିରେ ରିଲଜ ହେବାକୁ ଯାଉଛି। ଏହି ଫିଲ୍ମ ସହ କରିନା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ବିଜୟ…

ଏକ ମାସର ଶିଶୁକନ୍ୟାଙ୍କୁ କୋଳରେ ଧରି ଅଫିସରେ କାମ କଲେ ଦେଶର ସର୍ବକନିଷ୍ଠ ମେୟର

ଥିରୁଭାନନ୍ତପୁରମ୍‌,୧୮।୯: ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଆର୍ଯ୍ୟା ତାଙ୍କ…

‘ଇଣ୍ଡିଆ ମେଣ୍ଟ କହୁଛି ସନାତନ ଧର୍ମକୁ ଶେଷ କରିଦିଅ’, ସୋନିଆ-ରାହୁଲଙ୍କୁ ଜବାବ ମାଗିଲେ ଶିବରାଜ

ଭୋପାଳ,୧୮।୯: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଇଣ୍ଡିଆ ମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଉପରେ ଅଭିଯୋଗ କରି ଶିବରାଜ କହିଛନ୍ତି, ସେମାନେ(କଂଗ୍ରେସ) ଆମର ସମସ୍ତ ଯୋଜନାକୁ ବନ୍ଦ କରିଦେଲା।ଏହାସହ ସନାତନ ଧର୍ମର ଅପମାନ କରିଥିବା ଅଭିଯୋଗ…

ଶକ୍ତିଶାଳୀ ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ଇଡି-ସିବିଆଇ ବ୍ୟବହାର କରୁଛନ୍ତି ସରକାର:ଖାର୍ଗେ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାରରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ଏହା ପରେ ପୁରୁଣା ସଂସଦରେ ଭାଷଣ ଦେଇଥିଲେ। ସଂସଦର ସ୍ବତନ୍ତ୍ର ଅଧିବେଶନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ…

ଭାଜପା ସହ ମେଣ୍ଟ କରିବ ନାହିଁ ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଛି। ବିଭିନ୍ନ ପାର୍ଟି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଭାଜପା ସହ ମେଣ୍ଟ କରିବାକୁ ସ୍ପଷ୍ଟ ଭାବେ ମନା କରିଛି ଏଆଇଏଡିଏମ୍‌କେ। ଆମେ ଭାଜପା ସହ…

ଏହି ୪ ନାମର ଯୁବତୀ ଶାଶୁଘର ଲୋକଙ୍କ ପାଇଁ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମରାଶି ଅନୁସାରେ ରଖାଯାଇଥାଏ। କାରଣଟି ହେଲା ରାଶି ଆଧାରରେ ରଖାଯାଇଥିବା ନାମର ପ୍ରଭାବ ଅଧିକ। କୁହାଯାଏ ନାମର ପ୍ରଥମ ଅକ୍ଷର ଆମ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଥିଲାଗି ନା ରଖିବା…

ଗଣେଶ ଚତୁର୍ଥୀ: ସାଢେ ୫୨ ଲକ୍ଷ କଏନ, ଅଢେଇ ଲକ୍ଷ ନୋଟରେ ସଜା ହେଲା ମନ୍ଦିର

ବେଙ୍ଗାଲୁରୁ,୧୮।୯: ଗଣେଶ ଚତୁର୍ଥୀ ଉତ୍ସବ କେବଳ ମହାରାଷ୍ଟ୍ରରେ ନୁହେଁ ଦେଶର ଅନ୍ୟ ଭାଗରେ ମଧ୍ୟ ପାଳନ କରାଯାଇଥାଏ। ଏହି ବିଶେଷ ପର୍ବ ଅବସରରେ କର୍ନାଟକ ବେଙ୍ଗାଲୁରୁର ଶ୍ରୀ ସତ୍ୟ ଗଣପତି ମନ୍ଦିର ଏହାର ପରିସରକୁ ଭାରତୀୟ ଟଙ୍କା ସହିତ ସଜାଇଥିଲା। ମୁଦ୍ରା…

ଅକ୍ଷୟଙ୍କ ସହ କାମ କରିବାକୁ ଅମଙ୍ଗ ହୁଅନ୍ତି ଏସବୁ ନାୟିକା, ମୁହଁରେ କରନ୍ତି ନା’

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ଡିମାଣ୍ଡ କାହିଁରେ କେତେ। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ହୋଇଥାଏ ବୋଲି ନିର୍ମାତା ବିଶ୍ୱାସ କରନ୍ତି। ଏହାକୁ ନେଇ ତାଙ୍କ ସହ କାମ କରିବାକୁ ନାୟିକାମାନେ ଚାହିଁ ରହିଥାନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri