Home

‘ଇଣ୍ଡିଆ’ ମେଣ୍ଟର ସତ୍ୟାନାଶ କରିଦେଲେ କମଲନାଥ

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କମଲ ନାଥଙ୍କୁ ଟାର୍ଗେଟ କରିଛନ୍ତି। ସେ କମଲ ନାଥଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଶିବରାଜ କହିଛନ୍ତି, ଆମେ କେବଳ ପ୍ରତିଶ୍ରୁତି ଦେଉ ନାହୁଁ, ଆମେ କାର୍ଯ୍ୟ କରୁଛୁ। କଂଗ୍ରେସ ମିଛର ଏକ…

ଛେପ ପକାଇଲେ ଲକ୍ଷେ ଟଙ୍କା ଜରିମାନା, ଭାରତ ମଣ୍ଡପମ୍‌ ପରିସର ପରିଷ୍କାର ପାଇଁ ଆଇଟିପିଓ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୧୦ : ନୂଆଦିଲ୍ଲୀରେ ନିର୍ମିତ ଭରେତ ମଣ୍ଡପମ୍‌ର ମହାନତା ଏବଂ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଇଣ୍ଡିଆନ ଟ୍ରେଡ ପ୍ରମୋଶନ ଅର୍ଗାନାଇଜେଶନ(ଆଇଟିପିଓ) ଦ୍ୱାରା କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ଏହାର ପରିସରରେ ଛେପ ପକାଇଲେ ନିୟମ ଉଲ୍ଲଂଘନକାରୀଙ୍କୁ ୧…

ଗାଈ ଚରାଇବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ଜୀବନ

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ଭାଗିରଥୀ ମହାନ୍ତ(୫୫) ଏବଂ ତାଙ୍କ ଘର ମଇଦାନକେଲ ନିକଟ ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଗତ ୨୦…

ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍‌ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…

ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ ମଧ୍ୟ…

ଫଡନାଭିସ କରିବେ କାହାର ପର୍ଦ୍ଦାଫାଶ, ଶିନ୍ଦେଙ୍କ ସରକାରରେ ଅଛନ୍ତି ବହୁ ଅପରାଧୀ: ସଞ୍ଜୟ ରାଉତ…

ମୁମ୍ବାଇ,୨୨।୧୦ : ଡ୍ରଗ ମାଫିଆ ଲଲିତ ପାଟିଲଙ୍କ ଗିରଫଦାରୀ ଯୋଗୁଁ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ କଡ଼ା ସମାଲୋଚନା ନେଇ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଶିବସେନା…

୨ ମହିଳା ସାମ୍ବାଦିକାଙ୍କୁ ଜେଲ୍‌ରେ ରଖିଛି ଇରାନ

ତେହେରାନ,୨୨ା୧୦: ତେହେରାନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ୧୬ ସେପ୍ଟେମ୍ବର ୨୦୨୨ରେ ମହସା ଆମିନୀଙ୍କ ହେପାଜତ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ମହସା ଆମିନୀଙ୍କ ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଗିରଫ ହୋଇଥିବା…

ଜୋର ଜବରଦସ୍ତ ଅଜଗରକୁ ଧରି ମଦ ପିଆଇଲେ କିଛି ଯୁବକ, ଭିଡିଓ ଭାଇରାଲ ପରେ…

ଦକ୍ଷିଣ ଆଫ୍ରିକାରୁ ଏକ ବିବ୍ରତ କଲାଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କିଛି ମଦ୍ୟପ ଯୁବକ ୬ ଫୁଟ ଲମ୍ବ ଏକ ଅଜଗରକୁ ଧରି ଜୋରଜବରଦସ୍ତ ମଦ ପିଆଉଥିବା ଦେଖାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମନରେ…

ରାଜ୍ୟବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ…

ପ୍ରେମିକାଙ୍କ ହାତ ଧରିଲେ ‘ମେରା ଭୋଲା ହେ ଭଣ୍ଡାରୀ’ ଫେମ୍‌ ଗାୟକ ହଂସରାଜ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ। ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ପ୍ରଭୁ ଶିବଙ୍କର…

ଯବାନଙ୍କ ଖଣ୍ଡାଚୋଟରେ ଏସ୍‌ଆଇ, କନଷ୍ଟେବଳ ଆହତ

ବାଙ୍କୀ,୨୨ା୧୦ କଟକ ଜିଲା ବାଙ୍କୀର ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ ବାଙ୍କୀ ଥାନା ଏସ୍‌ଆଇ ସମ୍ବିତ ସ୍ବାଇଁ ଓ କନଷ୍ଟେବଳ ଉତ୍ତମ କରଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସରୋଜ ରବିବାର ସକାଳେ ଖଣ୍ଡା ଧରି ଆଦିମାତା ଛକ ନିକଟରେ…

ଲକ୍ଷାଧିକ ଭକ୍ତଙ୍କ ଗହଣରେ ପାଳିତ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ରବିବାର ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପାଳିତ ହୋଇଯାଇଛି। ରବିବାର ଭୋରରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତ ପୂଜା ସମ୍ପନ୍ନ ହୋଇଥିଲା। ପରେ…

ଆଜମଙ୍କୁ ଘାରିଛି ଏନକାଉଣ୍ଟର ଭୟ, ପୋଲିସ ଗାଡ଼ିରେ ବସିବାକୁ ମନା କଲେ..

ରାମପୁର ,୨୨।୧୦ : ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ କୋର୍ଟ ସାତ ବର୍ଷ ଦଣ୍ଡାଦେଶ କରିବା ପରେ ଜେଲ ପଠାଯାଇଥିବା ଆଜାମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କୁ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଇଛି। ଆଜମ ଖାନଙ୍କୁ ରବିବାର ସୀତାପୁର ଏବଂ ଅବଦୁଲ୍ଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri