Home

ଯାତ୍ରୀଙ୍କୁ ରେଲଓ୍ବେର ଦୀପାବଳି ଉପହାର

ନୂଆଦିଲ୍ଲୀ,୨୬।୧୦: ଦଶହରା ପରେ ପରେ ଆରମ୍ଭ ହୋଇଯାଇଛି ପର୍ବର ଋତୁ। ତେବେ ଦିପାବଳୀ ଏବଂ ଛଟ ପାଇଁ ଲୋକେ ଆଗୁଆ ଯାତ୍ରା ଯୋଜନା କରନ୍ତି ଏବଂ ଟ୍ରେନ ଟିକେଟ ବୁକ କରନ୍ତି। ଏଭଳି ପରିସ୍ଥିତିରେ ଟ୍ରେନରେ ସୀମିତ ବର୍ଥ ଯୋଗୁଁ ସମସ୍ତଙ୍କ…

ସୁକ୍ଷାକର୍ମୀଙ୍କୁ ବଡ ସଫଳତା: ପାକିସ୍ତାନ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଲଶ୍କରର ୫ ଆତଙ୍କବାଦୀ ନିହତ

କୁପଓ୍ବାଡା,୨୬।୧୦: ଜମ୍ମୁ କାଶ୍ମୀରର କୁପୱାଡା ଜିଲାର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ଗୁରୁବାର ସୁରକ୍ଷା କର୍ମୀ ବିଫଳ କରିଛି। ଏଲସି ଉପରେ ସୁରକ୍ଷା କର୍ମୀ ଏକ ପ୍ରମୁଖ ଅପରେସନରେ ଲଶ୍କର-ଏ-ତୋଇବା (ଏଲଇଟି) ର ୫ ଆତଙ୍କବାଦୀଙ୍କୁ ନିହତ…

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ, ସେମିଫାଇନାଲ ଦୌଡରୁ ବାଦ ପଡ଼ିଲା ଚମ୍ପିୟନ ଟିମ୍!

ବେଙ୍ଗାଲୁରୁ,୨୬/୧୦: ଶ୍ରୀଲଙ୍କା ଟିମ୍ ଆଇସିସି ବିଶ୍ୱକପରେ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ବେଙ୍ଗାଳୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମୁକାବିଲାରେ ଶ୍ରୀଲଙ୍କା ଟିମ୍ ଇଂଲଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟ ପାଇଁ ଇଂଲଣ୍ଡ ମାତ୍ର…

ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି…

ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କାତାର କୋର୍ଟ

ନୂଆଦିଲ୍ଲୀ,୨୬।୧୦: କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି…

ଦାୟିତ୍ୱ ନେଲେ ପୋଲସରାର ନୂଆ ବିଡିଓ

ପୋଲସରା,୨୬ା୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ରହିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ଗୁରୁବାର ନୂତନ ଭାବେ କୁରେସ…

ଶ୍ରୀଲଙ୍କା ବୋଲରଙ୍କ ଆଗରେ ଚିତ୍‌ପଟାଙ୍ଗ୍‌ ବିଶ୍ୱ ଚାମ୍ପିଅନ୍‌ ଇଂଲଣ୍ଡ

ଚେନ୍ନାଇ,୨୬।୧୦:ବିଶ୍ୱକପର ୨୫ତମ ମ୍ୟାଚରେ ଶ୍ରୀଲଙ୍କା ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ୧୫୬ରେ ଅଲଆଉଟ୍‌ ହୋଇଯାଇଛି। ବିଶ୍ୱକପ ଚାମ୍ପିଅନ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କାର ବୋଲିଂ ବିପକ୍ଷରେ ଠିଆ ହୋଇପାରି ନ ଥିଲେ ଏବଂ ଇଂଲଣ୍ଡର ପୁରା ଇନିଂସ ମାତ୍ର ୩୩.୨ ଓଭରରେ…

ଅକ୍ଷୟଙ୍କଠାରୁ ବର୍ଷ ବର୍ଷର ବଦଲା ନେଲେ କମେଡି କିଙ୍ଗ

ମୁମ୍ବାଇ: କମେଡି କିଙ୍ଗ କପିଲା ଶର୍ମା ନିଜ ଶୋ’ ପାଇଁ ହେଉ ବା ଅନ୍ୟ କୌଣସି କାରଣ ପାଇଁ ସବୁବେଳେ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ। ତାଙ୍କର ମଜାଳିଆ ଶୈଳୀ ପ୍ରତ୍ୟେକ ଥର ତାଙ୍କ ପ୍ରଶଂସକଙ୍କ ହୃଦୟ…

ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ ହୋଇଛି।…

ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଲା ଦୀପ୍‌ବୀରଙ୍କ ‘ଓ୍ବେଡିଂ ଭିଡିଓ’, ଦେଖନ୍ତୁ…

ବମ୍ବେ: ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି ରଣବୀର ସିଂହ-ଦୀପିକା ପାଦ୍ୟୁକୋନଙ୍କ ବିବାହ ବେଳର ଭିଡିଓ। ଉଭୟ ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ଗ୍ରାଣ୍ଡ ଓ୍ବେଡିଂ କରିଥିଲେ। ଏବେ ସ୍ବତନ୍ତ୍ର ଦିନର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ୍‌ ଭାଇରାଲ…

ଟ୍ୟାଙ୍କରକୁ ଧକ୍କା ଦେଲା ଟାଟା ସୁମୋ: ଚାଲିଗଲା ୧୨ ଜୀବନ

ବେଙ୍ଗାଲୁରୁ,୨୬।୧୦: କର୍ନାଟକର ଚିକ୍କାବାଲାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗୁରୁବାର ଏନ୍‌ଏଚ୍‌ ୪୪ରେ ଚିତ୍ରାବତୀ ଟ୍ରାଫିକ ପୋଲିସ ଷ୍ଟେଶନ ସମ୍ମୁଖରେ ଘଟିଛି। ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ…

ଗର୍ଭବତୀ ହୋଇଥିବା ଚର୍ଚ୍ଚା ମଧ୍ୟରେ ଅନୁଷ୍କା ଶେୟାର କଲେ ପୋଷ୍ଟ, ଦେଖନ୍ତୁ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ସମ୍ପ୍ରତି ଚର୍ଚ୍ଚା ହେଉଛି ଅନୁଷ୍କା ଏବଂ ବିରାଟ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ପୁଣି ଗର୍ଭବତୀ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri