Home

ବହୁତ ଭାଗ୍ୟବାନ ଏହି ୪ ରାଶିର ବ୍ୟକ୍ତି; ଧନର ଅଭାବ ନ ଥାଏ, କମ୍‌ ପରିଶ୍ରମରେ ହୁଅନ୍ତି ସଫଳ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି କମ୍‌ ପରିଶ୍ରମରେ ବଡ଼ ସଫଳତା ପାଇଥାନ୍ତି। କାରଣ ଭାଗ୍ୟ ସେମାନଙ୍କ ସହ ରହିଥାଏ। ଜ୍ୟୋତିଷଶାସ୍ତ୍ରରେ…

୯ମ ଶ୍ରେଣୀରୁ ଐଶ୍ୱର୍ଯ୍ୟାଙ୍କୁ ଆସିଥିଲା ଫିଲ୍ମ ଅଫର

ମୁମ୍ବାଇ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ପ୍ରଶଂସକ ଖୁବ୍‌ ଭଲ ପାଆନ୍ତି। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଐଶ୍‌ଙ୍କର ଲୋକପ୍ରିୟତା ରହିଛି। ସେ ତାଙ୍କର ବଳିଷ୍ଠ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥାନ୍ତି। ଆଜି ବି ଐଶ୍ୱର୍ଯ୍ୟାଙ୍କର…

ଏହି ଫିଲ୍ମରେ ଡେବ୍ୟୁ କରିଥିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

ଆମେରିକାର ଚେତାବନୀ, ବାଂଲାଦେଶ ନିର୍ବାଚନକୁ ‘ଦୁର୍ବଳ’ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଭିଜା ଉପରେ ଲାଗିବ ପ୍ରତିବନ୍ଧକ

ଢାକା,୨୩।୯: ଦକ୍ଷିଣ ଏସିଆ ଦେଶରେ ହେବାକୁ ଥିବା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ବା ଏହାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପଦକ୍ଷେପ ନେଉଛି ବୋଲି ଚେତାବନୀ ଦେଇଛି।…

କେହି ମାଗିଲେ ବି ରୋଷେଇ ଘରୁ ଭୁଲ୍‌ରେ ଦିଅନ୍ତୁ ନାହିଁ ଏହି ୪ ଜିନିଷ; ହୋଇଯିବେ କାଙ୍ଗାଳ

ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ…

ଆଜି ବାରାଣସୀ ଆସିବେ ମୋଦି

ବାରାଣସୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ପରିଦର୍ଶନ କରିବେ। ସେ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମୂଳଦୁଆ ପକାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ…

ଦିପାବଳୀରେ କେବଳ ଗ୍ରୀନ କ୍ରାକର୍ସ ଫୁଟାଇବାକୁ ମିଳିଲା ଅନୁମତି

ଚଣ୍ଡିଗଡ଼,୨୩।୯: ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହରିୟାଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏଚଏସପିସିବି) ଯୋଜନା ପ୍ରସ୍ତୁତ କରିଛି। ବୋର୍ଡ ଶୁକ୍ରବାର ସମସ୍ତ ଡେପୁଟି କମିଶନରଙ୍କୁ ଗ୍ରୀନ ଫାୟାର କ୍ରାକର ବ୍ୟତୀତ ସମସ୍ତ ପ୍ରକାର ଫାୟାର କ୍ରାକର ଉତ୍ପାଦନ, ବିକ୍ରୟ…

ଟ୍ରକ୍‌ ତଳେ ଏମିତି ଶୋଇ ପବନ ବେଗରେ ଝୁଲୁଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଟ୍ରକ୍‌ ଖୁବ୍‌ ତୀବ୍ର ବେଗରେ ଗତି କରୁଥିବା ଦେଖିବାକୁ ମିଳିଛି। ଏହି ଟ୍ରକ୍‌ ତଳେ ଜଣେ ବ୍ୟକ୍ତି ଏମିତି ଶୋଇଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଟ୍ରକ୍‌ର ବେଗ…

ଭୁଲ୍‌ରେ ବି ଜୀବନରେ ଏହି ୩ ଲୋକଙ୍କୁ କରନ୍ତୁ ନାହିଁ ସାଥୀ: ହସଖୁସିରେ ଲାଗିବ ବ୍ରେକ୍‌, ହୋଇଯିବେ ବରବାଦ୍‌

ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନର ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ବୁଝି ଜଣେ ବ୍ୟକ୍ତି ଜୀବନକୁ ସୁଖମୟ ଏବଂ ସଫଳ କରିପାରିବେ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି।…

ଆଜି ଆଲୋଚନା, ବାହାରିପାରେ ନିଷ୍କର୍ଷ

ଭୁବନେଶ୍ୱର,୨୩।୯(ଅସମାପିକା ସାହୁ): ପ୍ରାଥମିକ ଶିକ୍ଷକଙ୍କ ୩ଦଫା ଦାବି ସମ୍ପର୍କରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ହେବ। ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଶିକ୍ଷକମାନେ ଜିଦ୍‌ରେ ଅଟଳ ରହିଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା…

୨୭ ବର୍ଷ ପରେ ମୋହାଲିରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍‌ ଇଣ୍ଡିଆ

ମୋହାଲି,୨୩।୯: ଭାରତୀୟ କ୍ରିକେଟ ଟିମ୍‌ ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ନେଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୭ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍‌ ଇଣ୍ଡିଆର ଓପନରମାନେ ଦଳକୁ ଭଲ ଆରମ୍ଭ ଦେଇଥିଲେ।…

ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ଚାଲୁଛି। ଏତେ ସଂଖ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri