ଡାକ୍ତର ଅଭାବ, ରୋଗୀସେବା ବିପର୍ଯ୍ୟସ୍ତ
ଛେଣ୍ଡିପଦା,୨୯।୧୦(ଅଜିତ ଧଳ)ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଦୀର୍ଘଦିନ ହେବ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଶନିବାର ରାତିରେ ଜିଲା…
ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ
ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ ନାଟକ…
ଡମ୍ପ ମାଟି ଧସି ଗ୍ରାମବାସୀ ନୟାନ୍ତ
ଯାଜପୁର,୨୯ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓଡ଼ିଶା ଖଣି ନିଗମ(ଓଏମସି) ଦକ୍ଷିଣ କାଳିଆପାଣି ଖଣିର ଡମ୍ପ ଧସିବା ଯୋଗୁ ଆଖପାଖ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାରେ ରୁନ୍ଧି ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନ ଏବଂ ଜାତୀୟ…
କାର୍ଯ୍ୟକ୍ଷମ ହୋଇପାରୁନି ବିଦ୍ୟୁତ୍ ଷ୍ଟ୍ରକ୍ଚର
ବ୍ରହ୍ମବରଦା,୨୯ା୧୦(ଯଯାତି କେଶରୀ ବେହେରା):ବ୍ରହ୍ମବରଦା କଲେଜ ନିକଟରେ ପ୍ରତିଷ୍ଠା ହୋଇଥିବା ୩୩/୧୧କେଭି ବିଦ୍ୟୁତ୍ ଷ୍ଟ୍ରକ୍ଚର କାମରେ ଲାଗି ପାରୁନାହିଁ। ଫଳରେ ଏହାକୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଜୁନ ୮ରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ଷ୍ଟ୍ରକ୍ଚରକୁ…
ପାଣିପାଗ ସୂଚନା ମିଳିବାରେ ବ୍ୟତିକ୍ରମ
ନୂଆଗାଁ,୨୯।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର କାପ୍ତାପଲି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଣିପାଗର ପୂର୍ବାନୁମାନ ସୂଚନା ଓ କୃଷି ସୂଚନା ଦେବା ନିମନ୍ତେ ଗ୍ରାମ ବିକାଶ ସଂସ୍ଥା ତରଫରୁ କାପ୍ତାପଲ୍ଲୀ ଗ୍ରାମରେ ସୂଚନା ଫଳକର ବ୍ୟବସ୍ଥା କରାଯାଇଛି ।…
ମନରୁ ଲିଭୁନି ଲୋମଟାଙ୍କୁରା ଦୃଶ୍ୟ
ଏରସମା,୨୯।୧୦(ଦୀପ୍ତି ରଞ୍ଜନ ଖଣ୍ଡୁଆଳ)୧୯୯୯ ମହାବାତ୍ୟାକୁ ରବିବାର ୨୪ ବର୍ଷ ପୂରିବ। ଏହା ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଏବେବି ସେଦିନର ସ୍ମୃତି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଜଗତ୍ସିଂହପୁର ଜିଲା ଏରସମାରେ ମହାବାତ୍ୟା କରାଳରୂପ ଧାରଣା…
ସୀମାନ୍ତରେ ଆଇଇଡି ନିଷ୍କ୍ରିୟକଲେ ଯବାନ
ମାଲକାନଗିରି,୨୯ା୧୦ (ଦୁର୍ଯ୍ୟୋଧନ ପାତ୍ର)ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଘୋଟୁଲପାରାରେ ଖଞ୍ଜାଯାଇଥିବା ଏକ ୪ କେଜିର ଆଇଇଡି ବୋମାକୁ ଶନିବାର ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀ ଦମନ ସର୍ଚ୍ଚ ଅପରେଶନକୁ ଯବାନମାନଙ୍କୁ ପକ୍ଷରୁ ଜୋର୍ଦାର…
ପିଲା, ଶିକ୍ଷକଙ୍କ ଉପସ୍ଥାନ ଦୈନିକ ଅପ୍ଲୋଡ୍ ହେବ
ଭୁବନେଶ୍ୱର, ୨୯।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍ଲୋଡ୍ କରାଯିବ। ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ନ ୪ଟା…
କଳା-ହଳଦିଆ ଟ୍ୟାକ୍ସି ମୁମ୍ବାଇ ରୋଡରୁ ହଟିବ, ୬୦ ବର୍ଷର ଇତିହାସ ହେବ ଶେଷ…
ମୁମ୍ବାଇ,୨୮।୧୦ : ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା ଆଗରେ…
ଇଣ୍ଟରନେଟ୍ରୁ ସୂଚନା କିମ୍ବା ଡାଟା ଲିକ୍ କଲେ ଏଣିକି ପଡ଼ିବେ ଧରା
ନୂଆଦିଲ୍ଲୀ,୨୮ା୧୦: ପ୍ରତିରକ୍ଷା କ୍ଷେତ୍ର ତଥା ଅନ୍ୟାନ୍ୟ ରଣନୀତିକ କ୍ଷେତ୍ରକୁ ଶତ୍ରୁମାନଙ୍କଠାରୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରମୁଖ ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଇସ୍ରୋ ଏହି…
ରବିବାର ଭାରତ-ଇଂଲଣ୍ଡ ମୁହାଁମୁହିଁ, ଇଂଲଣ୍ଡ ପାଇଁ କଷ୍ଟକର ହେବ ମ୍ୟାଚ ଜିତିବା…
ଲକ୍ଷ୍ନୌ,୨୮।୧୦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ୨୯ ତମ ମ୍ୟାଚ ଲକ୍ଷ୍ନୌର ଖେଳାଯିବ। ।ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ଖେଳ ଏକାଦଶରେ ପରିବର୍ତ୍ତନ ଆଣିପାରେ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ।…
ଗାଜାରେ ରହିଛନ୍ତି ୫୦ ହଜାର ଗର୍ଭବତୀ, ଆସନ୍ତା ମାସରେ ୫,୫୦୦ ଜଣଙ୍କ ପ୍ରସବ ତାରିଖ, ଚିନ୍ତାବ୍ୟକ୍ତ କଲା ଜାତିସଂଘ…
ଜେରୁଜେଲମ,୨୮।୧୦ : ଇସ୍ରାଏଲ ପକ୍ଷରୁ ହମାସ ଉପରେ ଚାଲିଥିବା ପ୍ରତିଶୋଧ ପରାୟଣ କାର୍ଯ୍ୟ ମଧ୍ୟରେ ଖବର ପ୍ରକାଶ ପାଇଛି ଗାଜାରେ ପ୍ରାୟ ୫୦ ହଜାର ଗର୍ଭବତୀ ମହିଳା ଫସି ରହିଛନ୍ତି। କୁହାଯାଉଛି ଏହି ମହିଳାମାନଙ୍କ ମଧ୍ୟରୁ ୫,୫୦୦ ମହିଳା ଅଛନ୍ତି ଯେଉଁମାନେ…
Archives


