Home

ପିଏନ୍‌ବି ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୫।୯: ସର୍ବଭାରତୀୟ ପିଏନ୍‌ବି (ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ଅବସରପ୍ରାପ୍ତ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ପ୍ରଥମ ବାର୍ଷିକ ଉତ୍ସବ (ସମ୍ମିଳନୀ) ରବିବାର ଭୁବନେଶ୍ୱରର ଶିରିପୁରସ୍ଥିତ ଇମେଜ ସଭାକକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଏନ୍‌ବିର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାସ୍କର…

ଗୁଣାତ୍ମକ ରୋଗୀ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୫।୯ (ଅଭୟ ଦାଶ): ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ରାୟପୁର ଛତିଶଗଡ ପକ୍ଷରୁ ବିଶ୍ୱ ଗୋଲାପ ଦିବସ (ଓ୍ବାର୍ଲଡ ରୋଜ୍‌ ଡେ) ପାଳିତ ହୋଇଯାଇଛି। ବିଶେଷ କରି କ୍ୟାନସର ରୋଗୀଙ୍କ ମନରେ ଉତ୍ସାହ ଭରିଦେବା ଲାଗି ଏହି ଦିବସ ପାଳନ କରାଯାଇଥାଏ।…

ବିଓବିର ପାର୍ବଣ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫।୯: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ପାର୍ବଣ ସ୍ବତନ୍ତ୍ର ଅଭିଯାନ ‘ବବ୍‌ କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି…

୫ ବର୍ଷରେ କୁଆଖାଇରେ ଗଲାଣି ୫୦ ଜୀବନ

ବାଳକାଟୀ,୨୫ା୯(ମନୋଜ ମଣ୍ଡଳ):ରାଜଧାନୀ ଉପକଣ୍ଠ କୁଆଖାଇ (ଟଙ୍କପାଣି ଠାରୁ ବାଲିଅନ୍ତା ପର୍ଯ୍ୟନ୍ତ) ନଦୀରେ ବୁଡ଼ି ଗତ ୫ବର୍ଷ ମଧ୍ୟରେ ୫୦ଜଣଙ୍କ ଜୀବନ ଯାଇଛି। ଫଳରେ ଏନେଇ ନଦୀପଠାର ଅଲାରପୁର, ଭଇଁଚୁଆ, କଣ୍ଟାଗୋଠ ଏବଂ ଧବଳାହାରଠାରେ ବାଲିଅନ୍ତା ଥାନା ପୋଲିସ ପକ୍ଷରୁ ସତର୍କ ସୂଚନା…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ତେଜିଲା

ପୁରୀ, ୨୯ା୯(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ପ୍ରଶାସନ କର୍ଣ୍ଣପାତ କରୁନାହିଁ। ତେଣୁ ତୁରନ୍ତ ୪ ଦ୍ୱାର ଖୋଲିବା ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର…

ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଡିଏଫ୍‌ଏଫ୍‌ବି) ରବିବାର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ଫିଲ୍ମ…

ମେଗା ଏସ୍‌ଏଚ୍‌ଜି ଇଣ୍ଟେନସିଭ କ୍ୟାମ୍ପେନିଙ୍ଗ

ଭୁବନେଶ୍ୱର,୨୫।୯ : ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ରବିବାର ଏକ ‘ମେଗା ଏସ୍‌ଏଚ୍‌ଜି ଇଣ୍ଟେନସିଭ କ୍ୟାମ୍ପେନିଙ୍ଗ’ ଭୁବନେଶ୍ୱରର କିଟ୍‌ ଅଡିଟୋରିୟମଠାରେ ଅନୁଷ୍ଠିତ ହେଇଯାଇଛି। ରାଜ୍ୟର ୧୬୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ପ୍ରାୟ ୧୦୦.୮୫ କୋଟି ଟଙ୍କାର ଋଣ…

ଜିଓର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି ରିଲାଏନ୍ସ…

ପରିଣୀତି, ରାଘବ ସାତ ଜନମର ସାଥୀ

ଉଦୟପୁର,୨୫ା୯: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୀଲା ପ୍ୟାଲେସ୍‌ରେ ଅନୁଷ୍ଠିତ…

ଗ୍ରହାଣୁ ପିଣ୍ଡ ନମୁନା ସହ ଫେରିଲା ନାସା କ୍ୟାପ୍‌ସୁଲ୍‌

ଓ୍ବାଶିଂଟନ,୨୫ା୯ : ଦୀର୍ଘ ୭ ବର୍ଷର ମହାକାଶ ଅଭିଯାନ ପରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟାପ୍‌ସୁଲ୍‌ ରବିବାର ସଫଳତାର ସହ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛି। ଏହି ମହାକାଶ ଯାନ ଏକ ଗ୍ରହାଣୁ ପିଣ୍ଡର ନମୁନା ସାଙ୍ଗରେ ଧରି ଆମେରିକାର…

୧୯ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri