Home

ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଆକ୍ରମଣ, ୫ ମିନିଟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା…

ଜେରୁଜେଲମ,୨୮।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେବାର ନା ଧରୁନି। ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଥର ଆକ୍ରମଣ ହୋଇଛି। ଏହା ଦ୍ୱାରା ମାତ୍ର ୫ ମିନିଟ ମଧ୍ୟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା…

ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍‌

ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍‌ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍‌ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍‌ ଲିଙ୍କ୍‌ ଗାଜାରେ ଅନ୍ତର୍ଜାତୀୟ…

‘ତେଜସ୍‌’କୁ ନେଇ ଭିଡିଓ ଜାରି କରି ଏମିତି କହିଲେ କଙ୍ଗନା

ମୁମ୍ବାଇ: ବି’ ଟାଉନର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେଜସ୍‌’ ସିନେମା ହଲ୍‌ରେ ଶୁକ୍ରବାର ରିଲିଜ୍‌ ହୋଇସାରିଛି। କଙ୍ଗନାଙ୍କ ଗୋଟିଏ ଗୋଟିଏ ଫିଲ୍ମ ଯେତିକି ହିଟ୍‌ ହୁଏ ‘ତେଜସ୍‌’ ପ୍ରଥମଦିନରେ ସେମିତି କିଛି କମାଲ୍‌ କରିପାରିନାହିଁ। ଏହାମଧ୍ୟରେ ‘ତେଜସ୍‌’କୁ…

୮୭ ରନରେ ଜିତିଲା ନେଦରଲାଣ୍ଡ…

କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨ ରନ…

ଚପରାସୀ ପଦବୀ ପାଇଁ ଇଞ୍ଜିନିୟରିଂ ପିଲାଙ୍କ ଲମ୍ବା ଲାଇନ, ସୋସିଆଲ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ,୨୮।୧୦ : ବେକାର ଯୁବବର୍ଗମାନେ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଚାକିରି ଖୋଜିବାରେ ବ୍ୟସ୍ତ, କିନ୍ତୁ ଯେତେବେଳେ ଲୋକମାନେ ସେମାନଙ୍କର ଯୋଗ୍ୟତାଠାରୁ ବହୁତ କମ ଯୋଗ୍ୟତାର ଚାକିରି ପାଇଁ ଆବେଦନ କରିବା ଆରମ୍ଭ କରନ୍ତି ସେତେବେଳେ ଏହାସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ସେମାନେ କେବଳ…

ଥାନା ଭିତରେ ବ୍ଲେଡ୍‌ରେ ଆଇଆଇସିଙ୍କ ଗଳା କାଟିଲେ ଚୋରି ଅଭିଯୁକ୍ତ

ବିଶୋଇ,୨୮ା୧୦(ଅମିତ ଦାସ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧିକାରିଣୀ (ଆଇଆଇସି) ମିନି ଭୋଇଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି ଘଟଣାରେ ପଚରାଉଚରା ପାଇଁ ଆସିଥିବା ଜଣେ ଅଭିଯୁକ୍ତ ଥାନା ମଧ୍ୟରେ ଏଭଳି…

ରେଳବାଇକୁ ୬୦ ହଜାର ଜରିମାନା, ୧୩ ଘଣ୍ଟା ବିଳମ୍ବର ଦଣ୍ଡାଦେଶ…

ଏର୍ନାକୁଲମ,୨୮।୧୦ : ଅକ୍ଟୋବର 28 ରେ, କେରଳର ଏର୍ନାକୁଲମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଦକ୍ଷିଣ ରେଳବାଇକୁ ଟ୍ରେନ ବିଳମ୍ବ ହୋଇଥିବା ନେଇ ଜଣେ ଯାତ୍ରୀଙ୍କୁ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଭାରତୀୟ ରେଳବାଇକୁ ୧୩…

ଏହି ପପଷ୍ଟାରଙ୍କ ଗୋଟିଏ ରାତିର ରୋଜଗାର ୧୦୦ କୋଟିରୁ ଅଧିକ, ଦେଖନ୍ତୁ ଭିଡିଓ…

କିଛି ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର କଠିନ ପରିଶ୍ରମ ଆଧାରରେ, ଖୁବ କମ ସମୟ ମଧ୍ୟରେ ଖ୍ୟାତି ହାସଲ କରିଛନ୍ତି, ଯାହା କିଛି ଲୋକ ବହୁ ବର୍ଷର ପରିଶ୍ରମ ପରେ ମଧ୍ୟ ହାସଲ କରିପାରନ୍ତି ନାହିଁ । ଏପରି ଜଣେ ପପଷ୍ଟାର…

ମେଟ୍ରୋ ଟ୍ରେନ୍‌ରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ, ପିନ୍ଧି ନ ଥିଲେ ହିଜାବ

ତେହରାନ,୨୮ା୧୦: ଇରାନର ରାଜଧାନୀ ତେହରାନରେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆହତ ହୋଇଥିବା ଯୁବତୀ ଅରମିତା ଗେରାବନ୍ଦଙ୍କର ମୃତ୍ୟୁ ଘଟିଛି। ସେ ବିନା ହିଜାବରେ ମେଟ୍ରୋରେ ଯାତ୍ରା କରୁଥିଲେ। ଅରମିତା କିଛି ସପ୍ତାହ ହେଲା କୋମାରେ ଥିବା…

ମୁକେଶ ଅମ୍ବାନୀଙ୍କୁ ମିଳିଛି ୫୫ ଯବାନଙ୍କ ଅଭେଦ୍ୟ ସୁରକ୍ଷା କବଚ, ମାସକୁ ଗଣନ୍ତି ମୋଟା ଅଙ୍କର ଟଙ୍କା

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ମିଳିଛି। ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି। ପୂର୍ବରୁ ଅମ୍ବାନୀଙ୍କ ଘର…

ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ବନ୍ଧାହେଲେ ଆଇନଜୀବୀ

ସିମୁଳିଆ,୨୮ା୧୦(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ସିମୁଳିଆ ପୋଲିସ ଭଦ୍ରକ ଅଞ୍ଚଳର ଅନନ୍ତ ନାରାୟଣ ପଣ୍ଡା ନାମକ ଜଣେ ଆଇନଜୀବୀଙ୍କୁ ଗିରଫ କରିଛି। ଏନେଇ…

କେବଳ ୨୯୫ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ‘ବ୍ରିଟାନିଆ’, ଏବେ ୧.୦୯ ଲକ୍ଷ କୋଟିରେ ପହଞ୍ଚିଲାଣି କମ୍ପାନୀ ମୂଲ୍ୟ…

ଏକଦା କେବଳ ‘ବିସ୍କୁଟ’ରୁ ବ୍ୟବସାୟ ଆରମ୍ଭ କରିଥିଲା ‘ବ୍ରିଟାନିଆ’। ହେଲେ ଏବେ ଏହାର ବ୍ୟବସାୟ ବ୍ରେଡ୍‌, କେକ୍‌, ରସ୍କଠାରୁ ଆରମ୍ଭ କରି କ୍ଷୀର ପର୍ଯ୍ୟନ୍ତ ପହଞ୍ଚିଲାଣି। ସାରା ଦେଶରେ ଏହା ୧୫ ମାନୁଫାକ୍ଚରିଂ ୟୁନିଟ୍‌୍‌ ଏବଂ ୩୫ କଣ୍ଟ୍ରାକ୍ଟ ଏବଂ ଫ୍ରାଞ୍ଚାଇଜ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri