ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମିଚୌଙ୍ଗ’
ବିଶାଖଶାପାଟନା,୨।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ପରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ଆନ୍ଧ୍ରପ୍ରଦେଶର ଉପକୂଳରେ ଘୂର୍ଣ୍ଣିଝଡ଼ ମିଚୌଙ୍ଗ…
ନଭେମ୍ବରରେ ୧.୬୮ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୧୨, (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୮ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,…
ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨।୧୨: ଆପଲ୍ର ଅଧିକୃତ ରିସେଲର ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଭୁବନେଶ୍ୱରର ପଟିଆସ୍ଥିତ ୟୁଡି ସିଟି ମଲ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ…
ଏସିସିରେ ‘ସାଇବର ନାଇଫ୍’ଟେକ୍ନୋଲୋଜି
ଭୁବନେଶ୍ୱର,୨।୧୨: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ‘ସାଇବର ନାଇଫ୍’ ଟେକ୍ନୋଲୋଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦକ୍ଷିଣ ଏସିଆର ପ୍ରଥମ ସାଇବର ନାଇଫ୍ ‘ସାଇବର ନାଇଫ୍ ଏସ୍ ୭ଟିଏମ୍…
ପୁଣି ଯୁଦ୍ଧ: ଶତାଧିକ ନିହତ
ଗାଜା ସିଟି/ତେଲ୍ ଆଭିଭ୍,୨ା୧୨: ସପ୍ତାହେ ଧରି ଚାଲିଥିବା ସନ୍ଧି ଶେଷ ହେବା ପରେ ଶୁକ୍ରବାର ଗାଜା ଷ୍ଟ୍ରିପ୍ରେ ହମାସ୍ ସହ ଇସ୍ରାଏଲର ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧ ପ୍ରଭାବିତ ଏହି…
ଅଧିକାରୀଙ୍କୁ ବହିଷ୍କାରକଲା ପାରାଗୁଏ
ଅସୁନସିଓନ୍,୨ା୧୨: ଭଣ୍ଡ ବାବା ନିତ୍ୟାନନ୍ଦଙ୍କ କାଳ୍ପନିକ ସାମ୍ରାଜ୍ୟ କୈଲାସା ସହ ଏକ ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିବା ଅଭିଯୋଗରେ ପାରାଗୁଏ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛି। ଅର୍ନାଲ୍ଡୋ ଚାମୋରୋ ପାରାଗୁଏ କୃଷିମନ୍ତ୍ରୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ…
ଫୋବର୍ସ ୩୦ ଅଣ୍ଡର ୩୦ ତାଲିକାରେ ଆମେରିକୀୟ ଟିକ୍ ଟକର୍
ଓ୍ବାଶିଂଟନ୍, ୨ା୧୨: ଫୋବର୍ସ ମାଗାଜିନ୍ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ କରିଛି। ଏଥିରେ କଳା, ଶୈଳୀ, ମିଡିଆ, ମ୍ୟୁଜିକ୍ ଓ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୩୦ ବର୍ଷରୁ କମ୍ ବୟସର ଜଣ…
ରାଷ୍ଟ୍ରପତିଙ୍କ ପାଖକୁ ପୁନଃ ଗୃହୀତ ବିଲ୍ ପଠାଇପାରିବେନି ରାଜ୍ୟପାଳ
ନୂଆଦିଲ୍ଲୀ,୨ା୧୨(ପି.ଟି.): ଜଣେ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପୁନଃ ଗୃହୀତ ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏଥିସହ ୧୦ ବିଧେୟକଙ୍କୁ ନେଇ ରହିଥିବା ଅଚଳାବସ୍ଥା ଦୂର ଲାଗି ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍.…
ଭାରତ ସିରିଜ ବିଜୟୀ: ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା
ରାୟପୁର, ୧।୧୨: ରାୟପୁରର ଶହୀଦ ବୀର ନାରାୟଣ ସିଂ ଇଷ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ଘରୋଇ ଦଳ…
୨୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଇଡି ଅଧିକାରୀ
ଚେନ୍ନାଇ,୧।୧୨: ଲାଞ୍ଚ ନେବାବେଳେ ଧରା ପଡିଛନ୍ତି ଜଣେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ଅଧିକାରୀ। ତାମିଲନାଡୁରେ କଥିତ ରୂପେ ଲାଞ୍ଚ ନେବାବେଳେ ଜଣେ ଇଡି ଅଧିକାରୀ ଧରାପଡିଛନ୍ତି। ତାମିଲନାଡୁର ସରକାରୀ ଅଧିକାରୀଙ୍କନୁସାରେ, ଅଙ୍କିତ ତିଓ୍ବାରୀ ନାମକ ଜଣେ ଇଡି ଅଧିକାରୀ ଡିଂଡିଗୁଲରେ ଜଣେ ଡାକ୍ତରଙ୍କ…
ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା
କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ ବିଲେଇ ପାଳିଥିଲେ। ସେ ତାଙ୍କ ପିତାମାତାଙ୍କର ଗୋଟିଏ ବୋଲି ପୁଅ ଥିଲେ। ଗୋଟିଏ ବୋଲି…
ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ ତେଲଙ୍ଗାନା ନିର୍ବାଚନ ଶେଷ ହେବା ପରେ ୫ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ନଭେମ୍ବର…

