Home

ସିସୋଡିଆଙ୍କୁ ଲାଗିଲା ଝଟ୍‌କା, ଜାମିନ ପାଇଁ ମନାକଲେ କୋର୍ଟ

ନୂଆଦିଲ୍ଲୀ,୩୦।୧୦: ସୁପ୍ରିମକୋର୍ଟରେ ସୋମବାର ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ଶୁଣାଣି ପରେ ସିସୋଡିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ…

ଶିକ୍ଷକଙ୍କୁ ମିଳିବ ସରକାରୀ ଘର, ସରକାରଙ୍କ ନୂଆ ଯୋଜନା, ପ୍ରଥମେ ମିଳିବ ୫ ଲକ୍ଷଙ୍କୁ…

ପାଟନା,୩୦।୧୦ : ବିହାରର ସରକାରୀ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ ବିଦ୍ୟାଳୟ ନିକଟରେ ରହିବା ସୁବିଧା ଯୋଗାଇବା ପାଇଁ ଶିକ୍ଷା ବିଭାଗ ଦ୍ୱାରା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଯୋଜନା ଅନ୍ତର୍ଗତ ପ୍ରଥମେ ରାଜ୍ୟର ପ୍ରାୟ ୫ ଲକ୍ଷ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ…

ନାବାଳିକା ଅପହରଣରେ ନୂଆ ମୋଡ, ଅବିବାହିତା ମହିଳାଙ୍କ ମିଥ୍ୟା ଡେଲିଭରୀ ଘଟଣାର ପର୍ଦ୍ଦାଫାଶ…

ଭୋପାଳ,୩୦।୧୦ : ଅକ୍ଟୋବର ୨୧ରେ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ କନ୍ୟା ପୂଜନ ନାମରେ ଦୁଇ ନିରୀହ ନାବାଳିକାଙ୍କୁ ଅପହରଣ ମାମଲା ସାମ୍ନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚ ତୃତୀୟ ଦିନରେ ପ୍ରାୟ ୬୦ଘଣ୍ଟା ପରେ କୋଲାରର ଇଂରାଜୀ ଭିଲ୍ଲା କଲୋନୀରୁ ଉଭୟ ନାବାଳିକାଙ୍କୁ…

ଭାରତର ପ୍ରଚଣ୍ଡ ବିଜୟ ପରେ ଟୁଇଟରରେ ଟ୍ରେଣ୍ଡ କରୁଛି ବାର୍ମି ଆର୍ମି: ଜାଣନ୍ତୁ ଏହା ପଛର କାରଣ

ଲକ୍ଷ୍ନୌ,୩୦।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ଶୂନ୍ୟରେ ଆଉଟ୍‌ ହେବାକୁ ନେଇ ଇଂଲଣ୍ଡର ବାର୍ମି ଆର୍ମି ପରିହାସ କରିଥିଲା। ବତକ ସହ କୋହଲିଙ୍କ ଫଟୋ ଏଡିଟ କରି ତାଙ୍କୁ ଟ୍ରୋଲ କରିଥିଲା। କିନ୍ତୁ ବିରାଟ କୋହଲିଙ୍କୁ ପରିହାସ କରିବା ବାର୍ମି…

ଆଲୋକ ଦେଖିଲେ ମାଙ୍କଡ଼ହଟିଂବାସୀ

ଯୋଡ଼ା,୩୦ା୧୦(ମାନସ ମହାନ୍ତି): ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ। ଏପରିକି ପ୍ରତି ନିର୍ବାଚନ ସମୟରେ ବିଦ୍ୟୁତ୍‌ ସମସ୍ୟା ସମାଧାନ ନେଇ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେହି ପଦକ୍ଷେପ ଗ୍ରହଣ କରୁ ନ…

ସେମିଫାଇନାଲରୁ ୪ ଟିିମ୍‌ ବାହାର, ଓ୍ବାଲର୍‌ଡ କପ୍‌ ଦୌଡ଼ରେ ଏବେ ୬ ଟିମ୍‌…

ନୂଆଦିଲ୍ଲୀ,୩୦।୧୦ : ବିଶ୍ୱକପ ୨୦୨୩ ବର୍ତ୍ତମାନ ଧୀରେ ଧୀରେ ସେମିଫାଇନାଲ ଆଡକୁ ଗତି କରୁଛି। କିଛି ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ପାଇଁ ନିଜର ସ୍ଥିତିକୁ ମଜବୁତ କରୁଥିବାବେଳେ କେତେକ ଦଳ ଖରାପ ଫର୍ମ ସହ ସଂଘର୍ଷ…

‘ପ୍ରତୀକ୍ଷା ମୋ ଲାଇଫ୍‌ ଷ୍ଟୋରି’

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି…

ଭୋଟ ସହିତ ଲୋକଙ୍କୁ ନୋଟ୍‌ ମାଗୁଛନ୍ତି ପୂର୍ବତନ ଭାଜପା ନେତା, ଭାଇରାଲ ଭିଡ଼ିଓ ଦେଖନ୍ତୁ…

ଭୋପାଳ,୩୦।୧୦ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ଭାଜପା ସମସ୍ତ ୨୩୦ ଟି ଆସନ ପାଇଁ ପ୍ରାର୍ଥୀ ନିଶ୍ଚିତ କରିଛି। ତେବେ ବହୁ ଭାଜପା ନେତା ଅଛନ୍ତି ଯେଉଁମାନେ ଦଳରୁ ଟିକେଟ ନ ପାଇବା…

ଭିକ ମାଗୁଛନ୍ତି ଭଉଣୀ,ଭାଇ

ହାଟଡ଼ିହୀ,୩୦।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ସୋସୋ ଥାନା ଅଧୀନ ଢେଙ୍କା ଅଞ୍ଚଳରେ ସାବତ ମା’ଙ୍କ ନିର୍ଯାତନା ଶିକାର ହୋଇ ୨ ନିଷ୍କାପ ଭଉଣୀ ଭାଇ ଭିଗ ମାଗୁଥିବା ଦୃଶ୍ୟ ରବିବାର ଦିନ ଦେଖିବାକୁ ମିଳିଛି। ଶିଶୁଙ୍କ ଯନ୍ତ୍ର ଓ…

ଷ୍ଟେଶନକୁ ହଠାତ ପଶି ଆସିଲା ହାତୀ, ଜୀବନ ଭୟରେ ଦୌଡିଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡ଼ିଓ…

ହାଇଦ୍ରାବାଦ,୩୦।୧୦ : ଆନ୍ଧ୍ରପ୍ରଦେଶର ପାର୍ବତୀପୁରାମରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ହାତୀ ରେଳ ଷ୍ଟେଶନରେ ବୁଲୁଥିବାର ନଜର ଆସିଛି। ପାର୍ବତୀପୁରମ ରେଳ ଷ୍ଟେଶନର ପ୍ଲାଟଫର୍ମରେ ହାତୀ ବୁଲୁଥିବାର ଦେଖାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ…

କବାଟ କାଚ ଭାଙ୍ଗି ରେଷ୍ଟୁରାଣ୍ଟରେ ପଶିଗଲା ହରିଣ, ଡରି କି ଦୌଡ଼ିଲେ ଲୋକେ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳିଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ହରିଣ ଏକ ରେଷ୍ଟୁରାଣ୍ଟର କବାଟ କାଚ ଭାଙ୍ଗି ଭିତରକୁ…

ବଢୁଛି ଶବ୍ଦ ପ୍ରଦୂଷଣ, ଲଗାମ ଢିଲା

ନୟାଗଡ଼, ୩୦ା୧୦ (ଲୋକନାଥ ମିଶ୍ର): ଲଗାମ ନ ଥିବାରୁ ଶବ୍ଦ ପ୍ରଦୂଷଣ ନେଇ ରହିଥିବା କଟକଣା ନୟାଗଡ଼ ଜିଲା ସଦର ମହକୁମା ସମେତ ନୟାଗଡ଼ ପୋଲିସ ଜିଲାରେ ବାଟବଣା ହୋଇଛି । ଶବ୍ଦର କ୍ଷିପ୍ରତା ମାପିବା ପାଇଁ ଯେଉଁ ଯନ୍ତ୍ରର ଆବଶ୍ୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri