Home

ତେଲଙ୍ଗାନା ବିଧାନସଭା ନିର୍ବାଚନ: କଂଗ୍ରେସକୁ ସମର୍ଥନ କରିବ ଟିଜେଏସ

ହାଇଦ୍ରାବାଦ,୩୦।୧୦: ସୋମବାର ତେଲଙ୍ଗାନା ଜନ ସମିତି (ଟିଜେଏସ) ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ହାଇଦ୍ରାବାଦରେ ତେଲଙ୍ଗାନା କଂଗ୍ରେସ ସଭାପତି ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ପରେ ଟିଜେଏସ ପାର୍ଟି ମୁଖ୍ୟ ଏମ କୋଦଣ୍ଡରାମ ଏହି…

କୋହଲିଙ୍କ ଜନ୍ମଦିନ ପାଇଁ ଇଡନ ଗାର୍ଡେନ୍ସରେ ବିଶେଷ ପ୍ରସ୍ତୁତି

ନୂଆଦିଲ୍ଲୀ,୩୦।୧୦: ନଭେମ୍ବର ୫ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନ୍ସରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ ଏହି ଦିନ ବିରାଟ କୋହଲି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରିବେ। ବିରାଟ…

ନୀରବ ଦ୍ରଷ୍ଟା ସାଜିଛନ୍ତି ପିନାରାୟି ସରକାର:ନଡା

ଥିରୁଭାନନ୍ତପୁରମ୍‌,୩୦।୧୦: ଭାଜପାର ଅଧ୍ୟକ୍ଷ ଜେପି ନଡା ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍‌ଙ୍କ ଉପରେ ବର୍ଷିଛନ୍ତି। କଠୋରପନ୍ଥୀଙ୍କ ଉପରେ ପିନାରାଇ ସରକାରଙ୍କ ନରମ ମନୋଭାବ ଯୋଗୁ କେରଳରେ ବୋମା ବିସ୍ଫୋରଣ ଘଟୁଛି ବୋଲି ନଡା ଅଭିଯୋଗ କରିଛନ୍ତି। ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ…

ରାହୁଲ କେଉଁ ଜାତିରୁ ଆସିଛନ୍ତି ସେ ନିଜେ ଜାଣିନାହାନ୍ତି: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରହ୍ଲାଦ ସିଂ ପଟେଲ କଂଗ୍ରେସର ଜାତିଗତ ଜନଗଣନାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ନିଜକୁ ଜଣାନାହିଁ ସେ କେଉଁ ଜାତିରୁ ଆସିଛନ୍ତି ବୋଲି ପ୍ରହ୍ଲାଦ କହିଛନ୍ତି। କଂଗ୍ରେସ ପକ୍ଷରୁ…

ଟମାଟୋ ସସ କେଚଅପ ଭିତରେ କ’ଣ ରହିଛି ପାର୍ଥକ୍ୟ

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ପିଲାମାନେ ପ୍ରାୟ ସବୁକିଛି ସହିତ ଟମାଟୋ ସସ କିମ୍ବା କେଚଅପ ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକେ ସମାନ କଥା କହିବା ପାଇଁ ‘ଟମାଟୋ ସସ’ ଏବଂ ‘ଟମାଟୋ କେଚପ’ ଶବ୍ଦ ଗ୍ରହଣ କରନ୍ତି,…

ସାରା ଜୀବନ ମାଗଣାରେ ଫିଲ୍ମ ଦେଖିବାର ସୁଯୋଗ, ଦେବାକୁ ପଡିବ ମାତ୍ର…

ଲଣ୍ଡନ: କୁହାଯାଏ ଓଲ୍ଡ ଇଜ ଗୋଲ୍ଡ! ଅନେକ ଲୋକ ପୁରୁଣା ଜିନିଷ ରଖିବାକୁ ଭଲ ପାଆନ୍ତି ଏବଂ ଯେତେବେଳେ ସେମାନେ ବହୁ ବର୍ଷ ପରେ ବାହାରକୁ ଆସନ୍ତି, ଲୋକମାନେ ସେମାନଙ୍କୁ ଦେଖିବା ପରେ ନିରବ ରହିଥା’ନ୍ତି। କିନ୍ତୁ ଏଥର କଥାଟି କିଛି…

୨୦୨୪ରେ ନିର୍ବାଚନ ଲଢିବେ ସୁପରଷ୍ଟାର ପଓ୍ବନ ସିଂ!

ପାଟନା,୩୦।୧୦: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜର ରାଜନେଅତିକ ଭାଗିଦାରୀ ଖେଳୁଥିବା ଦେଖାଗଲାଣି। ବିହାରରେ ମଧ୍ୟ ରାଜନୈତିକ ଉଷ୍ମତା ଅଧିକ ହୋଇଛି। ଗ୍ରାଣ୍ଡ ଆଲାଏନ୍ସ ବା ମେଣ୍ଟ ସରକାର ଭାଜପାକୁ ଟାର୍ଗେଟ କରୁଥିବାବେଳେ ଭାଜପା ମଧ୍ୟ ଗ୍ରାଣ୍ଡ…

ନିର୍ବାଚନ ପ୍ରଚାର ସମୟରେ ବିଆରଏସ ଏମପିଙ୍କୁ ଆକ୍ରମଣ

ଅମରାବତୀ,୩୦।୧୦: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମେଡକର ଏମପି ତଥା ଦୁବାକ୍କାର ବିଆରଏସ ପ୍ରାର୍ଥୀ କୋଥା ପ୍ରଭାକର ରେଡ୍ଡୀ ସୋମବାର ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଦୌଲଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ…

ଇସ୍ରାଏଲ ସେନାର ଆଖିବୁଜା ଆକ୍ରମଣ, ୩ହଜାର ୩ଶହ ଶିଶୁଙ୍କର ମୃତ୍ୟୁ ହୋଇଥିବା କରାଯାଉଛି ଦାବି

ଜେରୁଜେଲମ,୩୦।୧୦: ସୋମବାର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧର ୨୩ ତମ ଦିବସ। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ହମାସ ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷରେ ଲେବାନାନର ଉଗ୍ରବାଦୀ ସଂଗଠନ ହିଜବୁଲ ବିରୋଧରେ ମଧ୍ୟ ଜୋରଦାର ଏୟାର ଷ୍ଟ୍ରାଇକ ଚାଲିଛି। ଗାଜାର ଜନସଂଖ୍ୟା ୨.୩…

ମରାଠା ସଂରକ୍ଷଣର ଆନ୍ଦୋଳନ କାରୀ ଜାଳିଦେଲେ ଏନସିପି ବିଧାୟକଙ୍କ ଘର

ମୁମ୍ବାଇ,୩୦।୧୦: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ଏକ ହିଂସାତ୍ମକ ରୂପ ନେଇଛି। ଏଠାରେ ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀମାନେ ଏନସିପି (ଜାତୀୟତାବାଦୀ କଂଗ୍ରେସ ପାର୍ଟି) ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କ…

ସରିଲା ଉଦ୍ଧାର କାର୍ଯ୍ୟ, ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର,୩୦ା୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ ସୋମବାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ମରାମତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛିଘଣ୍ଟା ମଧ୍ୟରେ ଏହି ଟ୍ରାକ୍‌ ଦେଇ ରେଳ ଚଳାଚଳ…

ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ଜୀବନ ଗଲା

ନୟାଗଡ଼,୩୦ା୧୦(ଲୋକନାଥ ମିଶ୍ର): ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ପଞ୍ଚାୟତ ଅଭିମାନପୁର ପୋଖରୀରେ ବୁଡ଼ି ସୋମବାର ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ନାବାଳକ ଦାଦା ପୁଅ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri