ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ସେବନ କରନ୍ତୁ ମେଥି
ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା…
ପାକିସ୍ତାନର ରାଜନୀତିରେ ରହିବ ସାମରିକ ପ୍ରଭାବ…
ଇସଲାମାବାଦ,୨୮।୯ : ପାକିସ୍ତାନରେ ସୈନ୍ୟବାହିନୀର ଅପରିହାର୍ଯ୍ୟ ଭୂମିକାକୁ ଦର୍ଶାଇ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ସ୍ବୀକାର କରିଛନ୍ତି କ୍ଷମତା ଦଖଲ ଯୋଗୁ ଦେଶରେ ନାଗରିକ ପ୍ରତିଷ୍ଠାନ ଦୃଢ଼ ନ ହେଲେ ପାକିସ୍ତାନର ରାଜନୀତିରେ ସାମରିକ ପ୍ରଭାବ ଜାରି ରହିବ ।…
୩ ମହାକାଶଚାରୀ ୩୭୧ ଦିନ ପରେ ମହାକାଶରୁ ଫେରିଲେ…
ଓ୍ବାଶିଂଟନ,୨୮।୯ : ଆମେରିକାର ମହାକାଶଚାରୀ ଫ୍ରାଙ୍କ ରୁବିଓଙ୍କ ସମେତ ତିନିଜଣ ମହାକାଶଚାରୀ ୩୭୧ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଛନ୍ତି। ସେପ୍ଟେମ୍ବର ୨୭ ରେ ସେମାନଙ୍କର ସୋୟୁଜ ଏମଏସ-୨୩ କ୍ୟାପସୁଲ କାଜାଖସ୍ତାନର ମରୁଭୂମିରେ ନିରାପଦରେ ଅବତରଣ କରିଛି। ରୁଷିଆର ମହାକାଶଚାରୀ…
ଭାରତରେ ବଢୁଛି ବରିଷ୍ଠ ନାଗରିକଙ୍କ ସଂଖ୍ୟା, କେରଳରେ ସର୍ବାଧିକ: ଜାତିସଂଘ ରିପୋର୍ଟ…
ନୂଆଦିଲ୍ଲୀ/ଜେନେଭା,୨୮।୯ : ଆଜିର ଯୁବ ଭାରତ ଆଗାମୀ ଦଶନ୍ଧିରେ ଦ୍ରୁତ ବେଗରେ ବରିଷ୍ଠ ନାଗରିକଙ୍କ ସମାଜରେ ପରିଣତ ହେବ। ୨୦୫୦ ସୁଦ୍ଧା, ଅର୍ଥାତ ୨୭ ବର୍ଷ ପରେ ଦେଶରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧ ହୋଇଯିବେ। ଶତାବ୍ଦୀର ଶେଷ…
ଶବ୍ଦ ପ୍ରଦୂଷଣ: ସଚେତନତା ଅଭାବରୁ ବଢ଼ୁଛି ବିପଦ
ଭୁବନେଶ୍ୱର,୨୮।୯(ସତ୍ୟଜିତ୍ ରାଉତ)ରାଜ୍ୟରେ ଶବ୍ଦ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ବିଭିନ୍ନ ସ୍ଥାନରେ ବିବାହ ରୋଷଣୀ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ମନଇଚ୍ଛା ମ୍ୟୁଜିକ୍ ସିଷ୍ଟମ୍ ଓ ଡିଜେ ବ୍ୟବହାର ଫଳରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେଉଛି। ଏଥିଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ…
ବାଦ୍ ପଡ଼ିପାରନ୍ତି ୯୭ ହଜାର ଆଶାୟୀ
କଟକ,୨୭୮୯(ସୁପ୍ରିୟା ପ୍ରିୟଦର୍ଶିନୀ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏଥିରୁ ପ୍ରାୟ ୯୭ ହଜାର ଆଶାୟୀ ବାଦ୍ ପଡ଼ିବେ…
ଜିଲାରେ ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ହେବ
ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଶିଶୁ ପାଇଁ ଦିନଟିଏ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲାସ୍ତରୀୟ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ, ବେଟି ବଚାଓ ବେଟି ପଢାଅ ଏବଂ ଶିଶୁ…
ଭାରତରେ ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ…
ଜେନେଭା,୨୮।୯ : ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଭାରତର ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ ଗୋଷ୍ଠୀରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ ୧୮.୭ ପ୍ରତିଶତ ଆୟ ବିନା…
ହର୍ବାଲ୍ ଜୁସ୍ ପାଇଁ ବଢ଼ୁଛି ଗ୍ରାହକଙ୍କ ଆଦର
ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଦୈନିକ ଜୀବନଚର୍ଯ୍ୟା ଏବଂ ଖାଦ୍ୟପେୟରେ ଅସନ୍ତୁଳନ କାରଣରୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ମଧୁମେୟ, ରକ୍ତଚାପ, ଅଧକପାଳି, କୋଷ୍ଠକାଠିନ୍ୟ, ଅଜୀର୍ଣ୍ଣ ପରି ଅନେକ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ଏହାର ନିରାକରଣ…
ନିଲାମ ହେଲା ୬୬ କିଲୋ ଲଡୁ
ଜଟଣୀ,୨୮।୯(ରବୀନ୍ଦ୍ରନାଥ ମହାକୁଡ଼)ଗଣେଶ ମହୋତ୍ସବର ୯ମ ଦିନରେ ପ୍ରତି ବର୍ଷ ଭଳି ଗୋପବନ୍ଧୁ ଛକ ବ୍ୟବସାୟୀ ସଂଘ ପକ୍ଷରୁ ୬୬ କିଲୋ ଲଡ଼ୁ ନିଲାମ କରାଯାଇଛି। ବ୍ୟବସାୟୀ ସଂଘ ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲଡୁ ନିଲାମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।…
ଘରୋଇ ନମ୍ବରଯୁକ୍ତ ବାଇକ୍ର ପରିବହନ ସେବାକୁ ବିରୋଧ
ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା)ଅନ୍ଲାଇନ୍ ପରିବହନ ସେବା ପ୍ରଦାନ କରୁଥିବା ଓଲା, ରାପିଡୋ, ଉବର ପକ୍ଷରୁ ବହୁ ବାଇକ୍ ରାଜ୍ୟରେ ବେଆଇନ ଭାବେ ଚଳାଚଳ କରୁଛି। ବ୍ୟକ୍ତିଗତ କାମ ଉଦ୍ଦେଶ୍ୟରେ ଲୋକମାନେ ବାଇକ୍ କିଣି ତାହାକୁ ଏସବୁ କମ୍ପାନୀ ଅଧୀନରେ ଅନ୍ଲାଇନ୍ ପରିବହନ ସେବାରେ…
ସମସ୍ୟାରେ ଛନ୍ଦିହୋଇ ରହିଛି ରକ୍ତତୀର୍ଥ ମାଟି
ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)ରାତି ପାହିଲେ ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆ ମାଟିରେ ୧୯୪୨ ମସିହା ସେପ୍ଟେମ୍ବର ୨୮ତାରିଖରେ ଶହୀଦ ହୋଇଥିବା ୩ ଶହୀଦ ରଘୁ ବେହେରା, କେଳୁ ସାହୁ ଓ ମକର ଲେଙ୍କାଙ୍କୁ ତୋପ ସଲାମୀ…
Archives


