ଭେଣ୍ଟିଲେଟରରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର, ପାକିସ୍ତାନରେ ଦିଆଯାଇଛି ବିଷ!

ନୂଆଦିଲ୍ଲୀ,୫।୧୨: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମିର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଲଶ୍କର-ଏ-ତୋଏବାର ଏହି ଆତଙ୍କବାଦୀଙ୍କୁ ପାକିସ୍ତାନରେ ବିଷ ଦିଆଯାଇଛି। ସେ ସେଠାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଅଛନ୍ତି। ତେବେ କୋଟ ଲାଖପତ ଜେଲରେ ବନ୍ଦୀ ଥିବା ମିରଙ୍କୁ ହଠାତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଛି।

ଜୁନ ୨୦୨୨ରୁ ଜେଲରେ ରହିଆସୁଥିଲେ ମିର। ଏବେ ତାଙ୍କୁ ଜେଲରେ ବିଷ ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହା ପଛରେ ପାକିସ୍ତାନୀ ସେନାର ଷଡଯନ୍ତ୍ର ଥିବା ମଧ୍ୟ ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ମିରଙ୍କୁ ଲଶ୍କର ମୁଖ୍ୟ ହାଫିଜ ମହମ୍ମଦ ସଇଦଙ୍କ ପାଖ ଲୋକ ବୋଲି କୁହାଯାଏ। ମିର ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ୮ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି। ବିଶ୍ୱସ୍ତରରେ ଚାପ ବୃଦ୍ଧି ପାଇବା ପରେ ପାକିସ୍ତାନ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର...

ବ୍ରିଟେନ ସଂସଦରେ ପାକିସ୍ତାନକୁ ଆଇନା ଦେଖାଇଲେ କଶ୍ମୀର ଝିଅ, କହିଲେ ମୁଁ ମଲାଲା ନୁହେଁ, ଯିଏ…

ନୂଆଦିଲ୍ଲୀ/ଲଣ୍ଡନ,୨୩।୨: କଶ୍ମୀରୀ କର୍ମୀ ତଥା ସାମ୍ବାଦିକ ୟାନା ମିର ବ୍ରିଟିଶ ସଂସଦରେ ପାକିସ୍ତାନକୁ ବିଶ୍ୱ ସ୍ତରରେ ନିଜର ସ୍ଥିତି ଦେଖାଇବା ପାଇଁ କାର୍ଯ୍ୟ କରିଛନ୍ତି। ଲଣ୍ଡନରେ...

ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ

ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ...

ଭାରତରେ କୃଷକ ଆନ୍ଦୋଳନ, ବ୍ରିଟେନରେ ବଢିଲା ରାଜନୈତିକ ଉଷ୍ମତା!

ନୂଆଦିଲ୍ଲୀ/ଲଣ୍ଡନ,୨୩।୨: ବ୍ରିଟିଶ ସଂସଦ କୃଷକଙ୍କ ବିରୋଧ ସମୟରେ ଜଣେ ଯୁବ ଅନ୍ନାଦାଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛି। ସେଠାରୁ ଶିଖ ସାଂସଦ ତନମନଜିତ ସିଂ...

୫୨ ବର୍ଷ ପରେ ଚନ୍ଦ୍ରରେ ଆମେରିକା, ଦକ୍ଷିଣ ମେରୁରେ ‘ଓଡିସିଏସ୍‌’ର ସଫ୍ଟ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୨୩।୨: ହ୍ୟୁଷ୍ଟନ୍ ଭିତ୍ତିକ କମ୍ପାନୀ ଆମେରିକାର ପ୍ରଥମ ମହାକାଶଯାନକୁ ୫୨ ବର୍ଷରୁ ଅଧିକ ସମୟ ପରେ ଚନ୍ଦ୍ରରେ ଅବତରଣ କରିଛି। ନାସା ଅନୁଦାନ ପ୍ରାପ୍ତ ଏକ...

ଆମେରିକାରେ ହଠାତ୍‌ ମୋବାଇଲ୍‌ ନେଟଓ୍ବାର୍କ ଠପ୍‌: ଚେତାବନୀ ଦେଲେ ସିନେଟର୍‌

ଓ୍ବାଶିଂଟନ୍‌,୨୩।୨: ଆମେରିକାର ଅନେକ ସ୍ଥାନରେ ସେଲୁଲାର୍‌ ବନ୍ଦ ହେବାର ଅଭିଯୋଗ ହୋଇଛି। ହଠାତ୍‌ ଲୋକଙ୍କ ମୋବାଇଲ ଫୋନ କାମ ବନ୍ଦ କରିଦେଇଛି। ମୋବାଇଲ ଫୋନରୁ ନେଟୱାର୍କ...

ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନଓ୍ବାଜ

ଇସଲାମାବାଦ,୨୨।୨: ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସଙ୍କେତ ରହିଛି। ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇବେ।...

ଭୁଶୁଡିଲା ଖଣି: ୨୦ରୁ ଅଧିକ ଶ୍ରମିକଙ୍କ ଚାଲିଗଲା ଜୀବନ

ଭେନେଜୁଏଲା,୨୨।୧: ଭେନେଜୁଏଲାରେ ଖଣି ଭୁଶୁଡ଼ି ୨୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଶ୍ରମିକ ଏବେ ବି ଖଣି ଭିତରେ ଫସି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri