Home

ନୀତିଶଙ୍କୁ ‘ପଲଟୁରାମ’ ଆଖ୍ୟା ଦେଲେ ଅମିତ ଶାହା

ପାଟନା,୫।୧୧: ବିହାରର ମୁଜାଫରପୁରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ବିହାରର ଲୋକଙ୍କୁ ଛଠ ପର୍ବର ଶୁଭେଚ୍ଛା ଜଣାଉଛି। ମୁଁ…

ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସି କୁଲର୍‌ ଭିତରେ ଲୁଚିଗଲେ ଯୁବକ, ତା’ପରେ ଘଟିଲା ଏମିତି

ଆଜିକାଲି ପ୍ରେମ ପାଇଁ ଯୁବତୀଯୁବକ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇ ହଟହଟା ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ମଧ୍ୟରାତ୍ରିରେ ନିଜ ଗର୍ଲଫ୍ରେଣ୍ଡଙ୍କୁ…

ଜେଲରୁ ମୁକୁଳିବା ପରେ ଆତଙ୍କବାଦୀଙ୍କ ଗୋଡରେ ବନ୍ଧାଗଲା ପାଉଁଜି ଭଳି ଟ୍ରାକର…

ଶ୍ରୀନଗର,୫।୧୧ : ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ଟିମ କ୍ରମାଗତ ଭାବରେ ସେମାନଙ୍କ ହାଇ-ଟେକ ଟେକ୍ନୋଲୋଜି ମାଧ୍ୟମରେ ପୋଲିସ ସିଷ୍ଟମକୁ ମଜବୁତ କରୁଥିବା ଦେଖାଯାଉଛି। ଏପରିସ୍ଥଳେ ଜମ୍ମୁ-କଶ୍ମୀର ପୋଲିସ ଅପରାଧୀଙ୍କ ରିଅଲ ଟାଇମ ଟ୍ରାକିଂ ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଜିପିଏସ…

ଯନ୍ତ୍ରୀଙ୍କ ନାମରେ ଟଙ୍କା ଆଦାୟ ଅଭିଯୋଗ

ମୋରଡ଼ା,୫ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଦୁର୍ନୀତିର ସୀମା ଶୀର୍ଷରେ ପହଞ୍ଚିଥିବାର ଅଭିଯୋଗ ହୋଇଛି l ଏନେଇ ପଞ୍ଚାୟତ ପ୍ରତିନିଧି ତଥା ଜନସାଧାରଣ ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କ ପାଖରେ ଫେରାଦ ହୋଇଛନ୍ତି। ଅଭିଯୋଗ ମୁତାବକ, ବ୍ଲକର କନିଷ୍ଠ ଯନ୍ତ୍ରୀ…

ଟସ ଜିତିଲା ଭାରତ ପ୍ରଥମେ ବ୍ୟାଟିଂ…

କୋଲକାତା,୫।୧୧: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୭ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ କ୍ୟୁଟୋନ…

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ମୁମ୍ବାଇ: ‘କ୍ରିକେଟ ମେଶିନ’ କୁହାଯାଉଥିବା ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂକୁ ସମସ୍ତେ ଦେଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିରାଟ ଥରେ ଜଣେ କ୍ରିକେଟରଙ୍କୁ ଜିରୋ ବଲ୍‌ରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଦେଇଥିଲେ। ବିରାଟଙ୍କ ୩୫ତମ ଜନ୍ମଦିନରେ ଅଭିନେତ୍ରୀ…

ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ।…

ସଲମାନ କହିଲେ ମୋର ୫ ଗର୍ଲଫ୍ରେଣ୍ଡ, ମୁଁ କିନ୍ତୁ ବ୍ୟାଚଲର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ବ୍ୟାଚଲର ସଲମାନ ଆଜି ବି ଚର୍ଚ୍ଚାରେ। ବିବାହ ବୟସ ଅତିକ୍ରମ କରିସାରିଥିଲେ ମଧ୍ୟ ସେ ବିବାହର ନା ଧରୁନାହାନ୍ତି। ମାତ୍ର ତାଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି ବୋଲି ସଲମାନ ଏକଥା କହିଛନ୍ତି। ସେ କହିଛନ୍ତି, ଜଣେ କି ଦୁଇଜଣ…

ପୁଣି ମାତିଲା ଆଉ ଏକ ବାଘ, ଆଲର୍ଟରେ ବନ ବିଭାଗ

ନୂଆପଡା,୫।୧୧: ପୁଣି ମାତିଛି ମଣିଷଖିଆ ବାଘ। ଶନିବାର ରାତିରେ ବନବିଭାଗ ଏକ କଲରାପତିରିଆ ବାଘକୁ କାବୁ କରିଥିବାବେଳେ ରବିବାର ଆଉ ଏକ ବାଘ ପୁଣି ଆତଙ୍କ ଖେଳାଇଛି। ବାଘଟି ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ବୁଲୁଥିବାର ଦେଖିବାକୁ ପାଇଛନ୍ତି ଗ୍ରାମବାସୀ।…

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମମତା

କୋଲକାତା,୫ା୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ତାଙ୍କର ୩୫ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ କୋଲକାତାରେ ଖେଳିବେ। ମମତା ତାଙ୍କ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି, ‘ଖୁସି ଯେ କି…

୩୫ ବର୍ଷରେ ପାଦ ଥାପିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଆଜି ଅର୍ଥାତ୍‌ ନଭେମ୍ବର ୫ରେ ହେଉଛି ଜନ୍ମଦିନ। ଆଜି ସେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ ଦୁନିଆରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ବର୍ତ୍ତମାନ ବିଶ୍ବକପ୍‌ ଖେଳୁଥିବା ବିରାଟ ଫୁଲ୍‌ଫର୍ମରେ…

ଆମକୁ ଗୁଳି ଚଳାଇବା ବି ଜଣା, ଭାଜପା ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ…

ଜୟପୁର,୫।୧୧ : ଭରତପୁରର କାମାଂ ଆସନର ଭାଜପାପ୍ରାର୍ଥୀ ନୀ ନୌକ୍ଷମ ଚୌଧୁରୀଙ୍କ ବିବାଦୀୟ ବିବୃତ୍ତି ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯଦି କେହି ଇଟା ଫିଙ୍ଗନ୍ତି, ମୁଁ ପଥର ସାହାଯ୍ୟରେ ଏହାର ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri