ବିଶ୍ୱର ସବୁଠାରୁ ଲମ୍ବା ଅଭିନେତ୍ରୀ, ପାହାଡ଼ ଭଳି ଉଚ୍ଚତା!
କାଲିଫର୍ନିଆ: ଉଚ୍ଚତା କମ ଥିବା ଲୋକମାନେ ସବୁବେଳେ ଇଚ୍ଛା କରନ୍ତି ଯେ କିଛି ଚମତ୍କାର ଘଟନ୍ତାନି, ଯେ ସେମାନଙ୍କର ଉଚ୍ଚତା ରାତାରାତି ବଢି ଯାଆନ୍ତା। କିନ୍ତୁ ଆପଣ କେବେ ଭାବିଛନ୍ତି କି ଲମ୍ବା ଲୋକ ମଧ୍ୟ କମ ଲମ୍ବା ହେବାକୁ ଚାହାଁନ୍ତି…
୨୮ହଜାର ଲୋକରେ ଅଛନ୍ତି ଜଣେ ଡାକ୍ତର, ଦୁର୍ବିସହ ଅବସ୍ଥାରେ ବିହାରର ସ୍ବାସ୍ଥ୍ୟବିଭାଗ
ପାଟନା,୧୧।୧୧: ବିହାରରେ ସ୍ବାସ୍ଥ୍ୟବିଭାଗ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି କି, ଡାକ୍ତର ଓ ରୋଗୀଙ୍କ ଅନୁପାତ ହିସାବ କଲେ ବିହାରରେ ଜଣେ ଡାକ୍ତରଙ୍କ ଉପରେ ୨୮ହଜାର ଲୋକଙ୍କ…
ଧନତେରାସରେ ନୂଆ ଘର କିଣିଲେ ଅନନ୍ୟା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି…
୫ଶହ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ଏମିତି ଜ୍ୱାଳାମୁଖୀ, ଯାଇପାରେ ଲକ୍ଷାଧିକ ଲୋକଙ୍କ ଜୀବନ
ରୋମ,୧୧।୧୧: ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା। କିନ୍ତୁ ବର୍ତ୍ତମାନ ଏହାଠାରୁ ବିପଜ୍ଜନକ ଆଗ୍ନେୟଗିରି ସକ୍ରିୟ ହେବାକୁ ଯାଉଛି। ଏହାର ନାମ କ୍ୟାମ୍ପି ଫ୍ଲେଗ୍ରିରି ବା ଅଧିକ ଫ୍ଲେଗ୍ରିନ…
ଏବେ ସହଜରେ ଧରାପଡିଯିବେ ମଦ୍ୟପ, ମୋବାଇଲ ଫୋନ କହିବ ସତ
ନୂଆଦିଲ୍ଲୀ,୧୧।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ। ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ବହୁ ଲୋକ ମଦ୍ୟପାନ କରନ୍ତି…
ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ଏହି ଆଫଗାନିସ୍ତାନର ଦ୍ରୁତ ବୋଲର
କାବୁଲ,୧୧।୧୧: ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ ଉଲ ହକ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନର ଯାତ୍ରା ଶେଷ ହେବା ମାତ୍ରେ ସେ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ସେ ବିଶ୍ୱକପ ପୂର୍ବରୁ ଏହା ଘୋଷଣା କରିସାରିଥିଲେ।…
ରାଜସ୍ଥାନ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ରାହୁଲ, ଘରୋଇ କନ୍ଦଳ ହେବ କି କାଳ
ଜୟପୁର,୧୧।୧୧: ୫ରାଜ୍ୟର ନିର୍ବାଚନ ନେଇ ଅକ୍ଟୋବର ୯ରୁ ବାଜି ସାରିଛି ନିର୍ବାଚନୀ ବିଗୁଲ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଇଛି। ସେମିଫାଇନାଲର ପ୍ରଥମ ରାଉଣ୍ଡରେ ମିଜୋରାମରେ ମତଦାନ ସରିଥିବାବେଳେ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟର…
‘ସମସ୍ତ ପାଲେଷ୍ଟାଇନବାସୀ ମରିଯିବା ଦରକାର’, ଫ୍ଲୋରିଡା ଆସେମ୍ଲିରେ ରିପବ୍ଲିକାନ ନେତାଙ୍କ ବୟାନକୁ ନେଇ ହଙ୍ଗାମା
ଓ୍ବାଶିଂଟନ,୧୧।୧୧: ଆମେରିକାର ଫ୍ଲୋରିଡା ଷ୍ଟେଟ ଆସେମ୍ଲିରେ ଏକ ଉତ୍ତେଜନା ଦେଖାଦେଇଥିଲା ଯେତେବେଳେ ଏକ ରିପବ୍ଲିକାନ ପାର୍ଟିର ନେତା କହିଥିଲେ ଯେ ସମସ୍ତ ପାଲେଷ୍ଟାଇନବାସୀ ମରିଯିବା ଉଚିତ। ଅନେକ ଲୋକ ରିପବ୍ଲିକାନ ନେତାଙ୍କ ଏହି ବିବୃତ୍ତିକୁ ଜୋରଦାର ସମାଲୋଚନା କରିଛନ୍ତି। ନିକଟରେ ଡେମୋକ୍ରାଟିକ…
‘ପୁଟିନ ଜଣେ ଭଲ ନେତା ଥିଲେ…’ ପୁଣି ବ୍ୟାପିଲା ରୁଷିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର
ମସ୍କୋ,୧୧।୧୧: ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ମୃତ୍ୟୁ ବିଷୟରେ ଗୁଜବ ପୁଣି ବ୍ୟାପିଗଲା ଯେତେବେଳେ ତାଙ୍କ ବରିଷ୍ଠ ସୁରକ୍ଷା ସହାୟକ ଏକ ଭାଷଣ ସମୟରେ ପୁଟିନଙ୍କ ବିଷୟରେ ଏପରି କହିଥିଲେ ଯେ ପୁଟିନଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ପୁଟିନଙ୍କ ମୃତ୍ୟୁ ଖବର ପ୍ରଚାରିତ…
ଦେବାଳିଆ ହେଲେଣି କିମ ଜୋନ, ସାରା ବିଶ୍ୱରେ ବନ୍ଦ ହେଲାଣି କୋରିଆ ଦୂତାବାସ
ପୋଙ୍ଗୟାଙ୍ଗ,୧୧।୧୧: ଚାଇନା ଏବଂ ରୁଷିଆ ପରି ପାରମ୍ପାରିକ ବନ୍ଧୁମାନଙ୍କ ସହ ଉତ୍ତର କୋରିଆ ନିଜର ବନ୍ଧୁତାକୁ ଗଭିର କରୁଛି। କିନ୍ତୁ ଏହା ପରେ ମଧ୍ୟ ସେ ଅର୍ଥ ଅଭାବର ସମ୍ମୁଖୀନ ହେଉଛି। ଏହାର ପ୍ରଭାବ ବର୍ତ୍ତମାନ ଏହାର ବିଦେଶୀ ଦୂତାବାସରେ ମଧ୍ୟ…
ଗ୍ରାମୀ ଆଓ୍ବାର୍ଡ ୨୦୨୪ ପାଇଁ ମନୋନୀତ ହେଲା ମୋଦିଙ୍କ ଗୀତ
ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ…
ବିଶ୍ୱରେ ପ୍ରଥମଥର ସମ୍ପୂର୍ଣ୍ଣ ଆଖିର ହେଲା ପ୍ରତ୍ୟାରୋପଣ, ୨୧ ଘଣ୍ଟା ଚାଲିଲା ସର୍ଜରୀ
ନ୍ୟୁୟର୍କ,୧୧।୧୧: ଯୁକ୍ତରାଷ୍ଟ୍ର ଆମେରିକାର ମେଡିକାଲ ସର୍ଜନମାନଙ୍କର ଏକ ଟିମ କହିଛନ୍ତି ଯେ ସେମାନେ ଏକ ବିଲକ୍ଷଣ ଚିକିତ୍ସା ପ୍ରକ୍ରିୟାରେ ସମଗ୍ର ଆଖିର ପ୍ରଥମ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଏହା ବିଶ୍ୱର ପ୍ରଥମ ଘଟଣା। ତଥାପି, ରୋଗୀ ପ୍ରକୃତରେ ତାଙ୍କର ଦୃଷ୍ଟିଶକ୍ତି…
Archives


