Home

ଏକକାଳୀନ ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା, ହେଲା ବିଶ୍ୱରେକର୍ଡ…

ଲକ୍ଷ୍ନୌ,୧୧।୧୧: ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଶନିବାର ଦୀପାବଳି ଉପଲକ୍ଷେ ଏଠାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ…

ବିଶ୍ୱାସ ନ ଥିଲା ମୋ ପୁଅଙ୍କୁ କରିବେ ରାଜ୍ୟ ସଭାପତି: ୟେଦୁରପ୍ପା…

ବେଙ୍ଗାଲୁରୁ,୧୧।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପନ) ନେତା ବିଏସ ୟେଦୁରପ୍ପା ଶନିବାର କହିଛନ୍ତି ଦଳର ନେତାମାନେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ରାଜ୍ୟ ୟୁନିଟର ନୂତନ ସଭାପତି ଭାବରେ ବାଛିବେ ବୋଲି ମୁଁ କେବେ ଆଶା…

ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ସମୟରେ ଚାଲିଗଲା ଟିଭି ଅଭିନେତ୍ରୀଙ୍କ ଜୀବନ…

ବ୍ରାସିଲିଆ,୧୧।୧୧ : ଲିପୋସକଶନ ସର୍ଜରୀ ବିଫଳ ହେବା ପରେ ବ୍ରାଜିଲର ପ୍ରଭାବଶାଳୀ ତଥା ରିଅଲିଟି ଟିଭି ତାରକା ଲୁଆନା ଆଣ୍ଡ୍ରେଡଙ୍କ ୨୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗ୍ଲୋବୋ ୧ ଅନୁଯାୟୀ ସୋମବାର ସାଓ ପାଉଲୋର ସାଓ ଲୁଇଜ ହସ୍ପିଟାଲରେ ଆଣ୍ଡ୍ରେଡଙ୍କ…

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ରନ ୩୩୮…

କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ…

ସରକାରଙ୍କ ଉପହାର: ବିନା ଇଣ୍ଟରନେଟରେ ଲାଇଭ ଟିଭି…

ନୂଆଦିଲ୍ଲୀ,୧୧।୧୧ : ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ସାଧାରଣ ଲୋକଙ୍କ ପାଇଁ ସରକାର ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ବର୍ତ୍ତମାନ ଆପଣ ବିନା ଫୋନରେ ଲାଇଭ ଟିଭି ଉପଭୋଗ କରିପାରିବେ। ଦେଶର ଯେ କୌଣସି କୋଣରୁ…

ପୁଣି ଥରେ କିଭ୍‌କୁ ଟାର୍ଗେଟ୍‌ କଲା ରୁଷିଆ, ଗୋଟିଏ ପରେ ଗୋଟିଏ କରୁଛି କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୧ା୧୧: ରୁଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରୁ କେହି ଓହରିବାକୁ ରାଜି ନୁହନ୍ତି। ଉଭୟପକ୍ଷ ପରସ୍ପର ଉପରେ ଆକ୍ରମଣ ପ୍ରତି ଆକ୍ରମଣ କରୁଛନ୍ତି। ଏହି ସମୟରେ ସ୍ଥାନୀୟ ଅଧିକାରୀମାନେ ଶନିବାର କହିଛନ୍ତି, ସାରା ଦେଶରେ ରାତାରାତି ବୋମା ବିସ୍ଫୋରଣର ଅଂଶ…

ଅଷ୍ଟ୍ରେଲିଆର ସହଜ ବିଜୟ, ୮ ଓ୍ବିକେଟରେ ବାଂଲାଦେଶ ପରାଜିତ…

ପୁଣେ,୧୧।୧୦: ମହାରାଷ୍ଟ୍ରର ପୁଣେର ଓ୍ବାଙ୍ଖଡେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୩ତମ ମ୍ୟାଚରେ ବାଂଲାଦେଶକୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୪୪.୪ ଓଭରରେ ୨ ଓ୍ବିକେଟ ୩୦୭…

ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଆଣିଲେ ପାକ୍‌ ନିର୍ବାଚନ ଆୟୋଗ

ଇସଲାମାବାଦ,୧୧ା୧୧: ପାକ୍‌ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଏକ ବିବୃତ୍ତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଆସନ୍ତା ନିର୍ବାଚନର ସ୍ବଚ୍ଛତା ଉପରେ ସନ୍ଦେହ…

ଫାଇନାଲରେ ଖେଳିବେ ଏହି ଦୁଇ ଦଳ, ଭବିଷ୍ୟବାଣୀ କଲେ କ୍ରିକେଟର…

ନୂଆଦିଲ୍ଲୀ,୧୧।୧୧ : ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ପାକିସ୍ତାନ କ୍ରିକେଟ ଦଳର ଦୁଇ ପୂର୍ବତନ ଅଧିନାୟକ ସେମାନଙ୍କ ଅଭିଜ୍ଞତା ଆଧାରରେ ଏହାର ଉତ୍ତର ଦେଇଛନ୍ତି । ଏକ ସ୍ପୋର୍ଟସ…

କେନ୍ଦୁଝରରୁ ଚୋରି ବୋଲେରୋ କୋଲକାତାରୁ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁରରୁ ବୋଲେରୋ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତାଙ୍କଠାରୁ ଚୋରି ବୋଲେରୋ ଜବତ ହୋଇଥିବା ଶନିବାର ଏକ ପ୍ରେସ୍‌ମିଟ୍‌ରେ ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ ନାମ…

ବିଶ୍ୱକପରୁ ପାକିସ୍ତାନ ବାହାର, ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ…

ନୂଆଦିଲ୍ଲୀ,୧୧।୧୧ : ବିଶ୍ୱକପ ୨୦୨୩ରୁ ପାକିସ୍ତାନ ବାହାର ହୋଇଯାଇଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ଶେଷ ହେବା ପୂର୍ବରୁ ଏହା ଜଣାପଡ଼ିଛି। ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାକୁ ପାକିସ୍ତାନ ଦଳ ସଂଘର୍ଷ କରୁଥିଲା। ଏହି ସମୟରେ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବଡ ବିଜୟ…

ପାକିସ୍ତାନ ଫେରିବା ପରେ ବଢୁଛି ନଓ୍ବାଜ ସରିଫ୍‌ଙ୍କ ଅଡୁଆ

ଇସ୍‌ଲାମାବାଦ,୧୧ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସମ୍ପତ୍ତି ଜବତ ପାଇଁ ପାକିସ୍ତାନର ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍‌ଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ବିଚାରପତି ମହମ୍ମଦ ବଶିର ଶୁକ୍ରବାର ୭୩ ବର୍ଷୀୟ ପାକିସ୍ତାନୀ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋଙ୍କ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri