Home

କ’ଣ ଏହି ଫ୍ରାଇଡ ରାଇସ ସିଣ୍ଡ୍ରୋମ, ଯାହାଦ୍ୱାରା ଚାଲିଗଲା ଜଣେ ଯୁବକଙ୍କ ଜୀବନ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଟ୍ରେଣ୍ଡ କରୁଥାଏ। ଯାହାକୁ ନେଇ ସୋସିଆଲ ମିଡିଆରେ ଏସମ୍ପର୍କିତ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳିଥାଏ। ଶନିବାର ଫ୍ରାଇଡ ରାଇସ ସିଣ୍ଡ୍ରୋମ ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି…

ଭବିଷ୍ୟବାଣୀ: ୨୦୨୪ରେ ବାରମ୍ବାର ଥରିବ ପୃଥିବୀ, ସବୁଠୁ ଭୟଙ୍କର କ୍ଷତି ହେବ ଏହି ଦେଶରେ

ଆପଣ ଭବିଷ୍ୟବାଣୀରେ ବିଶ୍ୱାସ କରନ୍ତି କି? ଯଦି ହଁ, ତେବେ ଏହି ଖବର ପଢ଼ିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭୟ ଜାତ ହେବ। ନିକଟରେ ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ବିଶ୍ୱ ଏକ ବଡ଼ ବିପଦର…

ସ୍ବାମୀଙ୍କୁ ଏତେ ପ୍ରେମ ଯେ କପାଳରେ ନାଁର ଟାଟୁ କଲେ ମହିଳା, ଭିଡିଓ ଦେଖିଲେ ଚକିତ ହେବେ…

କିଛି ଦିନ ତଳେ ଜଣେ ପ୍ରେମିକା ପ୍ରେମିକଙ୍କ ଲାଗି କପାଳରେ ଟାଟୁ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଜଣେ ମହିଳା ସ୍ବାମୀଙ୍କ ଲାଗି ମୁଣ୍ଡରେ ସେଭଳି ଟାଟୁ କରିଥିବାର ଭିଡିଓ ଭାଇରାଲ ହେଉଛି। ସ୍ବାମୀଙ୍କୁ ବହୁତ ଭଲ ପାଉଥିବାରୁ ସେ ତାଙ୍କ…

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା, ଆସନ୍ତା ସପ୍ତାହରେ ଲାଗୁ ହେବ ୟୁସିସି!

ଡେରାଡୁନ,୧୧।୧୧: ଉତ୍ତରାଖଣ୍ଡରେ ଖୁବ୍‌ ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସ ଲାଗୁ ହେବା ନେଇ ସମସ୍ତ ପ୍ରସ୍ତୁତି…

ଗାଈକୁ ବାଇକ୍‌ରେ ବସାଇ ବୁଲି ବାହାରିଛନ୍ତି ବ୍ୟକ୍ତି, ସତେଯେପରି କୁନି ପିଲା; ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ…

ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ପାଲଟିଛି, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛିକୁ ବିଶ୍ୱାସ କରିହୁଏନା। ଏହି କ୍ରମରେ ଏବେ ଏକ…

ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ

ଗାଜା,୧୧।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଜା ନାଗରିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ଯୋଗାଇଲେ ମଧ୍ୟ ଲଗାତାର ଆକ୍ରମଣର ଫଳସ୍ବରପ ଲୋକ ଖ।ଇବାକୁ ମୁଠେ ପାଉ ନାହାନ୍ତି।…

ଜିଓ ଆଣିଲା ଜବରଦସ୍ତ ଚଷମା, ମୋବାଇଲ ସ୍କ୍ରିନ୍‌କୁ କରିଦେବ ହାଇଟେକ୍‌ ଥିଏଟର

ନୂଆଦିଲ୍ଲୀ,୧୧।୧୧: ଭାରତର ଶ୍ରେଷ୍ଠ ଟେଲିକମ୍‌ କମ୍ପାନୀ ଜିଓ ଏଆର୍‌-ଭିଆର୍‌ ସପୋର୍ଟ ଥିବା ମିକ୍ସଡ୍‌ ରିଆଲିଟି ହେଡସେଟ୍‌ ଜିଓ ଚଷମା ବଜାରକୁ ଆଣିଛି। ଏହାକୁ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩ରେ ପ୍ରଦର୍ଶନ କରାଯାଇଥିଲା। ଏହି ହାଇଟେକ୍‌ ଚଷମାର ଏକାଧିକ ସ୍ବତନ୍ତ୍ରତା ରହିଛି। ଏହା…

ଓଲଟିଲା ସ୍କୁଲ ବସ, ବସରେ ଥିଲେ ୧୪ଛାତ୍ରୀଛାତ୍ର

ଗୟା.୧୧।୧୧: ବିହାରର ଗୟାରେ ଓଲଟି ପଡିଲା ସ୍କୁଲ ବସ। ବସରେ ଥିଲେ ୧୪ଜଣ ଛାତ୍ରୀଛାତ୍ର। ସହରର ମଗଧ ମେଡିକାଲ ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ୧୪ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ…

Ayodhya Deepostav-2023: ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆପଣ ବି ଜାଳି ପାରିବେ ନିଜ ନାମର ଦୀପ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା…

ଲକ୍ଷ୍ନୌ,୧୧।୧୧: ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୪ ଲକ୍ଷ ଦୀପ। ଦୀପାବଳିକୁ ବେଶ ଭବ୍ୟ କରିବା ଲାଗି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏଭଳି ପ୍ରସ୍ତୁତି କରି ବିଶ୍ୱ ରେକର୍ଡ କରିବାର ଯୋଜନା କରୁଛି। ତେବେ ଏହି କାର୍ଯ୍ୟକ୍ରମରେ ସାଧାରଣଲୋକେ ଘରେ…

ମାଛ-ମାଂସ ନ ଖାଇ ସୁସ୍ଥ ରହିବାକୁ ଚାହୁଛନ୍ତି କି? ଆପଣାନ୍ତୁ ଏହି ଖାଦ୍ୟ…

ଦିନକୁ ଦିନ ଲୋକଙ୍କର ଓଜନ ବଢିବାରେ ଲାଗିଛି। ଏଥିପାଇଁ ଅନେକ ଲୋକ ମେଦବହୁଳତାର ଶୀକାର ହେଉଛନ୍ତି। ଏହି କାରଣରୁ ବହୁ ଲୋକ ଶାକାହାରୀ ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି । କିନ୍ତୁ ଯଦି ମାଂସ, ମାଛ ଏବଂ ଅଣ୍ଡା ଭଳି ଖାଦ୍ୟ…

ଭାରତ ଛାଡିବା ପୂର୍ବରୁ ଖୁବ ଶପିଂ କଲେ ବାବର ଆଜମ

ନୂଆଦିଲ୍ଲୀ,୧୧।୧୧: ଭାରତ ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ରେ ପାକିସ୍ତାନ କ୍ରିକେଟ ଦଳର ଅବସ୍ଥା ଖରାପ ରହିଛି। ଯଦିଓ ପାକିସ୍ତାନ ସେମିଫାଇନାଲ ପାଇଁ ଆନୁଷ୍ଠାନିକ ଭାବେ ଦୌଡ଼ରୁ ବାହାରି ନାହିଁ, ତଥାପି ଟପ -୪ ରେ ପହଞ୍ଚିବାର ସମ୍ଭାବନା ବହୁତ କମ। ଏହାର…

ରାମଙ୍କ ବିନା ରହିଛି ମାଆ ସୀତାଙ୍କ ପ୍ରତିମା, ଅଯୋଧ୍ୟା ପୂର୍ବରୁ ତିଆରି ହୋଇଥିଲା ଏହି ମନ୍ଦିର

ମୁମ୍ବାଇ,୧୧।୧୧: ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ। ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ। ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଯେଉଁଠି ରାମଲାଲାଙ୍କ ସହ ମାଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri