Home

ଆର୍‌ଟିଓ ବିଭାଗ ପକ୍ଷରୁ ଚାଲିଛି ସ୍କୁଲ ବସ୍‌ ଯାଞ୍ଚ, ୬୫୦୦୦ ଟଙ୍କା ଫାଇନ୍‌ ଆଦାୟ

ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍‌ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ ନେତୃତ୍ୱରେ…

ବିଶ୍ୱକପ୍‌ ୨୦୨୩: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲ୍ୟାଣ୍ଡ

ଅହମ୍ମଦାବାଦ,୫।୧୦: ଦିନିକିଆ ବିଶ୍ୱକପ୍‌ର ୧୩ ତମ ସଂସ୍କରଣ ଆଜିଠୁ ଆରମ୍ଭ ହୋଇଛି। ଭାରତର ୧୦ଟି ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ପ୍ରଥମ…

୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା

ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।…

ଏହି ଦେଶରେ ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ନାହିଁ, କୁକୁର ହିଁ ଯାତାୟାତର ମାଧ୍ୟମ

ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍‌ଲାଣ୍ଡ। ଆର୍କଟିକ୍‌ର ଏକ…

ପୁଣି ବିବାହ ସମାରୋହରେ ଦୁର୍ଘଟଣା: ନାତି ଉପରେ ଗୁଳି ଚଳାଇଲେ ବୃଦ୍ଧ

ନ୍ୟୁୟର୍କ,୫।୧୦: ବିବାହ ସମାରୋହରେ ପୁଣି ବଡ ଦୁର୍ଘଟଣା ଘଟିଛି। ନିକଟରେ ଟେକ୍ସାସର ନେବରାସ୍କାଠାରେ ବିବାହ ସମାରୋହରେ ଗୁଳିକାଣ୍ଡ ହୋଇଛି। ସମାରୋହରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ବିବାହ ଉତ୍ସବରେ ଆକାଶକୁ ଫାୟାରିଂ କରୁଥିଲେ। କିନ୍ତୁ ଗୁଳି ତାଙ୍କ ପାଖରେ ଠିଆ…

ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩ ବର୍ଷ ମଧ୍ୟରେ ସେପ୍ଟେମ୍ବରରେ ଉଚ୍ଚତମ ସ୍ତରରେ…

ନୂଆଦିଲ୍ଲୀ,୫।୧୦ : ଚାହିଦା ବୃଦ୍ଧି ମଧ୍ୟରେ ନୂତନ ବ୍ୟବସାୟରେ ଦୃଢ଼ ଅଭିବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଭାରତର ସେବା କ୍ଷେତ୍ରର ଅଭିବୃଦ୍ଧି ୧୩ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ପହଞ୍ଚିଛି। ମୌସୁମୀ ଏସ ଆଣ୍ଡ ପି ଗ୍ଲୋବାଲ ଇଣ୍ଡିଆ ସର୍ଭିସେସ ପିଏମଆଇ ବ୍ୟବସାୟ…

ମିକ୍ସ ଡବଲ୍ସ ସ୍କ୍ବାସରେ ଭାରତକୁ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ପାଇଛି। ମିକ୍ସ ଡବଲ୍ସ ସ୍କ୍ବାସସ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଏହି ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୀପିକା ପାଲ୍ଲିକଲ ଏବଂ ହରିନ୍ଦର ପାଲ ସିଂ ସାନ୍ଧୁ ଭାରତ ପକ୍ଷରୁ…

ଜେଲେନସ୍କିଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ

ଓ୍ବାଶିଂଟନ୍‌,୫।୧୦: ୟୁକ୍ରେନରେ ସାଧାରଣ ନିର୍ବାଚନ ଆୟୋଜନ ପାଇଁ ଆମେରିକାରୁ ଅଧିକ ଅର୍ଥ ମାଗିଥିବାରୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଟାର୍ଗେଟ କରିଛନ୍ତି। ଭାରତୀୟ ମୂଳର ବିବେକ ରାମସ୍ବାମୀ କହିଛନ୍ତି ଯେ,ତୁଷ୍ଟୀକରଣରେ ମୋତେ ସମସ୍ୟା ରହିଛି।…

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

ପାଟଣା,୫ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ବଡ଼ଧନୁର୍ଜୟପୁର ଗ୍ରାମ ପୋଖରୀରେ ଗାଧୋଉଥିବା ସମୟରେ ଗୁରୁବାର ଜଣେ ୨୪ ବର୍ଷୀୟ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଆନ ମହାରଣାଙ୍କ ପୁଅ ଉମାକାନ୍ତ।…

ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ: ଡାକ୍ତରଖାନା ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୫।୧୦: ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ସମୟରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ମୃତ ଘୋଷଣା କରିଥିବା ନବଜାତ ଶିଶୁର ଅନ୍ତିମ ସଂସ୍କାର ସମୟରେ ଜୀବନ୍ତ ଦେଖିବାକୁ ମିଳିଥିଲା। ଏ ନେଇ ଡାକ୍ତରଖାନା ବିରୋଧରେ ମାମଲା…

ଅନଲାଇନ ବେଟିଂ ଆପ ମାମଲା: ଇଡିର ନଜରରେ ୧୨ ସେଲିବ୍ରେଟି, ୧୦୦ରୁ ଅଧିକ ଇନଫ୍ଲୁଏନସର

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ବେଟିଂ ଆପ ସ୍କାମ ମାମଲାରେ ଯାଞ୍ଚ ଏଜେନ୍ସି ଇଡିର ତଦନ୍ତରେ ଆହୁରି ଅନେକ ସେଲିବ୍ରେଟି ଶିକାର ହେବାକୁ ଯାଉଛନ୍ତି। ଇଡି ଶୁକ୍ରବାର ଦିନ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ଶିବିରକୁ ଆସିବା ପାଇଁ ସମନ ଜାରି…

ଯୁବବର୍ଗଙ୍କୁ ହଇରାଣ କରୁଛି ଭୂତ ଚାକିରି: ଆମେରିକାରେ ଅଧିକ…

ନୂଆଦିଲ୍ଲୀ,୫।୧୦ : ପ୍ରାୟତଃ ଦୁଇ ପ୍ରକାରର ଚାକିରି ବିଷୟରେ ଶୁଣାଯାଇଥାଏ। ପ୍ରଥମଟି ସରକାରୀ ଚାକିରି ପ୍ରଥମ ଦ୍ୱିତୀୟଟି ହେଉଛି ପ୍ରାଇଭେଟ ଚାକିରି। କିନ୍ତୁ ଏବେ ଭୂତ ଚାକିରି(ଘୋଷ୍ଟ ଜବ)ବିଷୟରେ ଚର୍ଚ୍ଚା ହେଉଛି। ଆମେରିକାରେ ଭୂତ ଚାକିରିର ଧାରା ବିଶେଷ ଭାବେ ପ୍ରଚଳିତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri