ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ
ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି,…
ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ
ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ ଜେଲରେ ଥାଇ ମଧ୍ୟ…
ଶୁଭେଚ୍ଛା! ପୁଣି ବିବାହ କରିବାକୁ ଯାଉଛନ୍ତି ୫୬ ବର୍ଷୀୟ ଅରବାଜ୍, ଜାଣନ୍ତୁ କିଏ ହେବେ ଜୀବନସାଥୀ
ବମ୍ବେ: ହାତକୁ ଦୁଇ ହାତ ହେବେ ବଲିଉଡ୍ ଅଭିନେତା ଅରବାଜ ଖାନ୍। ମଲାଇକା ଅରୋରାଙ୍କଠାରୁ ଛାଡ଼ପତ୍ର ଏବଂ ଜର୍ଜିୟା ଆଣ୍ଡ୍ରିୟାନୀଙ୍କ ସହ ବ୍ରେକ୍ଅପ୍ ପରେ ଏବେ ଅଭିନେତାଙ୍କୁ ଜୀବନସାଥୀ ମିଳିଛନ୍ତି। ୫୬ ବର୍ଷୀୟ ଏହି ଅଭିନେତା ଡିସେମ୍ବର ୨୪ରେ ପ୍ରେମିକା ଶେରା…
ସ୍ତ୍ରୀଙ୍କ ସହ ଝଗଡା ହେବାରୁ ୨୦ଟି କାର୍ ଭାଙ୍ଗିଦେଲେ ସ୍ବାମୀ
ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ କଥାକୁ ନେଇ ଝଗଡା ସମ୍ପର୍କରେ ତିକ୍ତତା ଆଣିଥାଏ। ମନୋମାଳିନ୍ୟତ ସବୁଠି ହୋଇଥାଏ ହେଲେ ସାମନ୍ୟ ବଚସାରୁ ଆରମ୍ଭ ଝଗଡା ଉଗ୍ର ରୂପ ନେଲେ କୋର୍ଟ ଯାଏଁ କଥା ପହଞ୍ଚିବା ନିଶ୍ଚୟ ଶୁଣିଥିବେ। ନିକଟରେ ସ୍ବାମୀ-ସ୍ତ୍ରୀଙ୍କ…
ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ
ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି ତାଜମହଲ…
‘ଝଲକ ଦିଖ୍ଲା ଜା -୧୧’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ଏହି କ୍ରିକେଟରଙ୍କ ସ୍ତ୍ରୀ
ମୁମ୍ବାଇ: ଯଦି ଆମେ ଛୋଟ ପରଦାର ପ୍ରସିଦ୍ଧ ଡ୍ୟାନ୍ସ ରିୟାଲିଟି ଶୋ’ବିଷୟରେ କହିବା ତେବେ ‘ଝଲକ ଦିଖ୍ଲା ଜା’ ନାଁ ଶୀର୍ଷରେ ଆସିବ। ଏହି ଡ୍ୟାନ୍ସ ଶୋ’ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ପ୍ରଶଂସକମାନେ ‘ଝଲକ ଦିଖ୍ଲା ଜା-୧୧’କୁ…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ
ଅନୁଗୋଳ,୨୨ା୧୨: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟାରେ ଏକ ଅମାନବୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଆଠମଲ୍ଲିକ ଥାନା କନ୍ଧପଡ଼ାର ବୈଜୟନ୍ତୀ ସାହୁ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ…
ମନୀଷ ସିସୋଡିଆଙ୍କୁ ମିଳିଲାନି ଆଶ୍ୱସ୍ତି
ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ତାଙ୍କ ହେପାଜତ ସମୟ ବଢାଇ ଦେଇଛନ୍ତି। ତାଙ୍କୁ ଜାନୁୟାରୀ ୧୯, ୨୦୨୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ପଡିବ। ସିବିଆଇ ମୁଖ୍ୟାଳୟରେ…
ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
କେପଟାଉନ୍,୨୨।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବେ। ସେ ପ୍ରାୟ ୧୨ ବର୍ଷର ଟେଷ୍ଟ କ୍ୟାରିୟରରେ ୮୪ଟି ମ୍ୟାଚ ଖେଳିଛନ୍ତି। ଏଥିରେ,…
କମୁନାହିଁ କରୋନା ସଂକ୍ରମଣ ସଂଖ୍ୟା: ୨୪ ଘଣ୍ଟାରେ ୬୪୦ ନୂଆ ମାମଲା ରେକର୍ଡ, କେରଳରେ ଆଉ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ,୨୨।୧୧: କେରଳରେ କରୋନା ଭାଇରସର ନୂଆ ଭରିଆଣ୍ଟ ଜେଏନ୍.୧ ସଂକ୍ରମଣ ମାମଲା ଆସିବା ପରେ କେରଳରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ…
ଟ୍ରେନ୍ରେ ବସିବାକୁ ମିଳିଲାନି ଜାଗା, ଯୁବକ ଆପଣାଇଲେ ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ…
ଏସି କୋଚ୍ କିମ୍ବା ଟ୍ରେନର ସ୍ଲିପର କୋଚ୍ରେ ଯାତ୍ରା କରିବା ସହଜ, କିନ୍ତୁ ସାଧାରଣ କୋଚ୍ରେ ଯାତ୍ରା କରିବା ବହୁତ କଷ୍ଟ। ଜେନେରାଲ କୋଚ୍ର ଯାତ୍ରା ଏକ ଅଭିଜ୍ଞତାଠାରୁ କମ୍ ନୁହେଁ। ଏଠାରୁ ହିଁ ଲୋକମାନେ ଭିଡ଼କୁ ସାମ୍ନା କରୁଥିବା ବେଳେ…
୧୦ ଡିଗ୍ରୀ ତଳେ ୧୬ ସହର
ଭୁବନେଶ୍ୱର,୨୨ା୧୨: ପ୍ରବଳ ଶୀତରେ ଥରୁଛି ସାରା ରାଜ୍ୟ। ଫଳରେ ଲୋକେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରୁନାହାନ୍ତି। ତେବେ ଶୁକ୍ରବାର ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରି…

