Home

ଏମିତି କ୍ୟାଚ୍‌ ଧରିଲେ ସାଇ ସୁଦର୍ଶନ, ଭିଡିଓ ହେଉଛି ଭାଇରାଲ୍‌: ଦେଖିଲେ କହିବେ ବାଃ ବାଃ

ନୂଆଦିଲ୍ଲୀ,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଜିତି ଭାରତ ସିରିଜ୍‌ ହାତେଇଛି। ଏହି ମ୍ୟାଚରେ ଯୁବ ଭାରତୀୟ ସାଇ ସୁଦର୍ଶନ ଏକ ଚମତ୍କାର କ୍ୟାଚ ନେଇଥିଲେ। ସାଇ ସୁଦର୍ଶନଙ୍କ କ୍ୟାଚର…

ଓପିସିସି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ହେଲେ ଅମିୟ ପାଣ୍ଡବ

ଭୁବନେଶ୍ୱର, ୨୨।୧୨(ସୁନିତ୍‌ ମିଶ୍ର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ବିଶିଷ୍ଟ ସାହିତି୍ୟକ ଅମିୟ ପାଣ୍ଡବଙ୍କୁ ଓପିସିସିର ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଯୁକ୍ତି ପ୍ରଦାନ…

ଚର୍ଚ୍ଚାରେ ରାଜାଘର ରାଜନୀତି

ବଲାଙ୍ଗୀର,୨୨ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଓଡ଼ିଶା ରାଜନୀତିରେ ଯେଉଁ କେତୋଟି ଚର୍ଚ୍ଚିତ ରାଜନୈତିକ ପରିବାର ରହିଛନ୍ତି, ସେଥିମଧ୍ୟରୁ ବଲାଙ୍ଗୀର ରାଜପରିବାର ବା ସିଂଦେଓ ପରିବାର ଅନ୍ୟତମ। ସ୍ବାଧୀନତା ପରଠାରୁ ଦୀର୍ଘ ୭୬ ବର୍ଷର ରାଜନୀତିକୁ ବିଶ୍ଳେଷଣ କଲେ ବଲାଙ୍ଗୀର ରାଜପରିବାରର ଏକାଧିକ ସଦସ୍ୟ…

ଶହୀଦଙ୍କ ବଳିଦାନକୁ ସର୍ବଦା ମନେ ରଖିବ ଦେଶ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୧୨: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ସୈନିକ ଶହୀଦ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତ ସୈନିକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ…

କୋଣାର୍କ ବୁଲିବାକୁ ଆସି ଓଲଟିଲା ଭ୍ୟାନ୍‌, ଗୋଟିଏ ପରିବାରର ୧୨ ଆହତ

କୋଣାର୍କ,୨୨ା୧୨: ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଗୋଟିଏ ପରିବାର ଶୁକ୍ରବାର ସକାଳେ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ସକାଳେ ଭ୍ୟାନ୍‌ଟି ଜୁଣେଇ ଛକରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ୧୨…

ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ

ଜେରୁଜେଲମ,୨୨।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲରେ ଗୋଟିଏ ପରେ ଗୋଟିଏ ୩୦ଟି ରକେଟ ମାଡ଼ କରିଛି। ହମାସ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ ରକେଟର ଏକ ଖଣ୍ଡ…

ବଢୁଛି କରୋନା ଭୟ: ଇଂଲଣ୍ଡରେ ପ୍ରତି ୨୪ ଜଣରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ/ଇଂଲଣ୍ଡ,୨୨।୧୨: କରୋନା ଭାଇରସର ନୂତନ JN.1 ଭାରିଆଣ୍ଟ ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସ୍ବାମ୍ୟା ସ୍ବାମୀନାଥନ କହିଛନ୍ତି, ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ। ନୂତନ ଭାରିଆଣ୍ଟ…

ଗ୍ରାହକଙ୍କ ପାଇଁ ଖୁସି ଖବର: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨୨।୧୨: ଏଲପିଜି ସିଲିଣ୍ଡର ଗ୍ରାହକଙ୍କୁ ଏକ ଖୁସି ଖବର ମିଳିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୦ ଟଙ୍କା ହ୍ରାସ କରିଛନ୍ତି। ଫଳରେ ୧୯ କିଲୋଗ୍ରାମ କମର୍ସିଆଲ୍‌ ଏଲପିଜି ସିଲିଣ୍ଡରର ଗ୍ରାହକମାନେ ଲାଭ ପାଇବାକୁ…

ଘରେ ପଶି ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ଼

ଭଦ୍ରକ,୨୨ା୧୨: ଜଣେ ଅବସରପ୍ରାପ୍ତ ସିଡିଏମ୍‌ଓଙ୍କ ଘରେ ପଶି ଦୁର୍ବୃତ୍ତମାନେ ଛୁରାମାଡ଼ କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲାର ଟାଉନଥାନା ଅନ୍ତର୍ଗତ ଚାରିଘରିଆରେ। ଯାଜପୁରର ପୂର୍ବତନ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ରଘୁନାଥ ପାଢ଼ୀ ତାଙ୍କ ନିଜ ଘର…

ବଡ଼ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାରେ ଏକଦିବସୀୟ ସିରିଜ ଜିତିଥିବା ବିରାଟ କୋହଲିଙ୍କ ପରେ କେଏଲ ରାହୁଲ ଦ୍ୱିତୀୟ ଅଧିନାୟକ ହୋଇଛନ୍ତି। ଭାରତ ପାରାଲରେ ଦକ୍ଷିଣ…

ସଂସ୍କୃତରେ ଅରୁଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨।୧୨(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୪ଟି ଆଞ୍ଚଳିକ ଭାଷାରେ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଓ ସଂସ୍କୃତ ଭାଷାରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଅରୁଣ ରଞ୍ଜନ ମିଶ୍ରଙ୍କୁ ଚଳିତ ବର୍ଷ କେନ୍ଦ୍ର…

ଭାରତକୁ ଫେରିବେ କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ

ନୂଆଦିଲ୍ଲୀ,୨୨।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ଖୁବ୍‌ଶୀଘ୍ର ଭାରତକୁ ଫେରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ବିରୋଧରେ କତାର କୋର୍ଟରେ ଏକ ଆବେଦନ କରାଯାଇଥିଲା। ଭାରତୀୟ ନାଗରିକଙ୍କ ସମେତ ଅନେକ କଏଦୀଙ୍କୁ କତାର କୋର୍ଟରେ କ୍ଷମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?