Home

ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ

ପଟ୍ଟାମୁଣ୍ଡାଇ,୧୯ା୧୧(ଅକ୍ଷୟ ବିଶ୍ୱାଳ)ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ ଅଧୀନ ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇପଡିଛି। ଏନେଇ ତିଗିରିଆ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳ ନିକଟକୁ ଯିବାକୁ ସାହାସ କରୁ ନାହାନ୍ତି। ୨୦୦୩ରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ତତ୍କାଳୀନ ଏମ୍‌ପି ପ୍ରଭାତ ସାମନ୍ତରାୟ…

ଭାରତ ପାଇଁ ଅନଲକି ଫାଇନାଲ ମ୍ୟାଚର ଅମ୍ପାୟାର ରିଚାର୍ଡ କେଟଲବୋରୋ, ୯ ବର୍ଷର ଇତିହାସରେ ହୋଇଛି ଏଭଳି…

ଅହମଦାବାଦ,୧୯।୧୧ : ଆଇସିସି ବିଶ୍ୱକପ ୨୦୨୩ପାଇଁ ଅମ୍ପାୟାରଙ୍କ ନାମ ଘୋଷଣା କରିବା ଦିନଠାରୁ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବାସ୍ତବରେ, ଆଇସିସି ରିଚାର୍ଡ କେଟଲବୋରୋ ଏବଂ ରିଚାର୍ଡ ଇଲିଙ୍ଗୱର୍ଥଙ୍କୁ ଫିଲ୍ଡ ଅମ୍ପାୟାର ଭାବରେ ଚୟନ କରିଛି। ବର୍ତ୍ତମାନ ଇଲିଙ୍ଗୱର୍ଥଙ୍କ ସହ…

ସର୍ବନାଶର ସଙ୍କେତ: ଆକାଶରୁ ହେଉଛି ମୃତପକ୍ଷୀ ବର୍ଷା, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍‌

ଚାଇନାରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆକାଶରେ ଉଡ଼ିବା ସମୟରେ ହଠାତ୍‌ ଖସିପଡ଼ି ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏତେ ସଂଖ୍ୟାରେ ପକ୍ଷୀ ମରିପଡ଼ିଥିଲେ ଯେ, ରାସ୍ତାଟି ପକ୍ଷୀଙ୍କ ମୃତଦେହରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିଲା। ଏହି ଦୃଶ୍ୟ…

୩୨ ଏକରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡ଼ା,୧୮ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଶନିବାର ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନାର ବାରଖମା ନିକଟସ୍ଥ ରେବିଙ୍ଗିଆ, ଦୁଲୁକିଆ, ଓ ବଡି଼ଗାଁ ଭଳି ବିଭିନ୍ନ ଜଙ୍ଗଲ ଜମିରେ ବାଲିଗୁଡା ଥାନାଧିକାରୀ ସୁଶାନ୍ତ…

ତୃତୀୟ ଥର ପାଇଁ ଭାରତ ନେବ ବିଶ୍ୱକପ: ଅଷ୍ଟ୍ରେଲିଆର ଭବିଷ୍ୟବାଣୀ…

ଅହମଦାବାଦ ,୧୮।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମହାନ ମ୍ୟାଚ ପୂର୍ବରୁ ବିଶ୍ୱ ଚାମ୍ପିୟନଙ୍କ ନାମକୁ ନେଇ ଅନେକ…

ଖେଳୁଥିବା ବେଳେ ଶିଶୁ ନିଖୋଜ, ପାଣିରେ ଚାଲିଛି ଖୋଜା

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଜ୍ୱଳା ଗୋପପାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ସୁବାସ ପ୍ରଧାନଙ୍କ ୪ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡ଼େ ଉଭାନ ହୋଇଯାଇଛି। ଚାରିଆଡ଼େ…

ବିଆରଏସକୁ ପରାଜିତ କରାଇବା ଲାଗି ମିଳିତ ହୋଇଛନ୍ତି ଭାଜପା-କଂଗ୍ରେସ: କେସିଆର…

ହାଇଦ୍ରାବାଦ,୧୮।୧୧ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବାରୁ ପରସ୍ପର ଉପରେ ରାଜନୈତିକ ନେତାଙ୍କ କଡା ସମାଲୋଚନା ତୀବ୍ର ହେବାରେ ଲାଗିଛି। ଏହି ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶନିବାର ଅଭିଯୋଗ କରିଛନ୍ତି ତାଙ୍କ ରାଜନୈତିକ…

ପରିସ୍ରା କରିବାକୁ ଆସି ଅନ୍ଧାରରେ କୂଅରେ ଖସିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଥିବା କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ ଝାଞ୍ଜିରି ମଙ୍ଗଳା ହନୁମାନ ମନ୍ଦିରସ୍ଥିତ ସମରେନ୍ଦ୍ର ମହାନ୍ତି(୪୪)। ସୂଚନାଯୋଗ୍ୟ, ମୃତ…

ସଲମାନଙ୍କ ଟାଓ୍ବେଲ୍‌ ସିନ୍‌ ଶେୟାର କରି କ୍ୟାଟ୍ରିନା ଲେଖିଲେ ଏମିତି…

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସଲମାନଙ୍କ ସହ ଅଭିନୀତ ଫିଲ୍ମ ଟାଇଗର-୩ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଲୋକେ ଉଭୟଙ୍କ କେମିଷ୍ଟ୍ରିକୁ ବହୁତ ପସନ୍ଦ କରିଛନ୍ତି। ଶନିବାର ଇନଷ୍ଟାଗ୍ରାମରେ AMA (Ask Me Anything) ସେସନ୍‌ରେ ପ୍ରଶଂସକମାନଙ୍କ ସହିତ ଯୋଡ଼ି…

କିଏ ଜିତିବ ଫାଇନାଲ ? ଏଉଳି ଭବିଷ୍ୟବାଣୀ କଲେ ଜ୍ୟୋତିଷ…

ଅହମଦାବାଦ,୧୮।୧୧ : ନଭେମ୍ବର ୧୯ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ର ଗ୍ରାଣ୍ଡ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ପାଇଁ ଜ୍ୟୋତିଷମାନେ ଭବିଷ୍ୟବାଣୀ ପ୍ରକାଶ…

ମୋ ମା’ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି, ହେଲେ ସମସ୍ତେ ବାପାଙ୍କ ବିଷୟରେ କଥା ହୁଅନ୍ତି: ନମାଶି ଚକ୍ରବର୍ତ୍ତୀ

ବମ୍ବେ: ଫିଲ୍ମ ରିଲିଜ ପରଠାରୁ ଚର୍ଚ୍ଚାରେ ଅଛନ୍ତି ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶି ଚକ୍ରବର୍ତ୍ତୀ। ସେ ଫିଲ୍ମ ‘ବ୍ୟାଡ୍‌ ବୟ’ ଜରିଆରେ ଡେବ୍ୟୁ କରିଛନ୍ତି। ସିନେମାହଲରେ ଏହା ପ୍ରଦର୍ଶିତ ହେବା ଯାଏ ନମାଶି ନିଜର ପରିଚୟ ଗୋପନ ରଖିଥିଲେ। ପ୍ରଥମେ…

ରୋବୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ବ୍ରିଟେନବାସୀ, ୨୧ ପ୍ରତିଶତ ମହିଳା ସାମିଲ…

ଲଣ୍ଡନ,୧୮।୧୧ : ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଶିଖରରେ ଅଛି। ଏବେି ଅଧିକାଂଶ କାର୍ଯ୍ୟ କେବଳ ଟେକ୍ନୋଲୋଜି ମାଧ୍ୟମରେ କରାଯାଉଛି। ଆମେ କୌଣସି ସ୍ଥାନକୁ ଯିବାକୁ କିମ୍ବା ଖାଦ୍ୟ ଅର୍ଡର କରିବାକୁ ଟିକେଟ ବୁକ କରିବା ସମ୍ଭବ ହୋଇ ପାରୁଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri