ଜାଣନ୍ତି କି ଏତେ ଉଚ୍ଚ ଗଛରେ ଥାଇ ନଡ଼ିଆ ଭିତରେ କେମିତି ପଶେ ପାଣି,ଦେଖନ୍ତୁ ଚମତ୍କାର ଭିଡିଓ…
ପ୍ରକୃତି ଏପରି ଅନେକ ଜିନିଷ ସୃଷ୍ଟି କରିଛି, ଯାହା ଚମତ୍କାରଠାରୁ କମ୍ ନୁହେଁ। ଅନେକ ଲୋକ କୁହନ୍ତି, ଭଗବାନ କିପରି ଏହି ଜିନିଷଗୁଡ଼ିକ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଅନେକ ଜିନିଷ ଏତେ ସ୍ବାଭାବିକ ମନେହୁଏ ଯେ, ବିଶ୍ୱାସ କରିବା କଷ୍ଟକର।…
କିମ୍ଙ୍କ ଦକ୍ଷିଣ କୋରିଆ ଦଖଲ ଲକ୍ଷ୍ୟ: ୩ ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବା ଯୋଜନା…
ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ୨୦୨୪ ବର୍ଷରେ ଆଉ ତିନୋଟି ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଏହି ଖବର କୋରିଆର ନ୍ୟୁଜ ଏଜେନ୍ସି କେସିଏନଏ ପ୍ରକାଶ କରିଛି। ୨୦୨୩ ନଭେମ୍ବର…
ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସର ସର୍ବୋଚ୍ଚ ସ୍ତରରେ: ଗୋଟିଏ ବର୍ଷରେ ୫୮ ବିଲିୟନ ଡଲାର ବୃଦ୍ଧି…
ନୂଆଦିଲ୍ଲୀ,୩୧।୧୨ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ୪.୪୭୧ ବିଲିୟନ ଡ଼ଲାର ବୃଦ୍ଧି ସହିତ ୬୨୦.୪୪୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୧୫.୯୭…
ମଣିପୁରରେ ପୁଣି ହିଂସା: ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ, ଜଣେ ମୃତ
ଇମ୍ଫାଲ,୩୧।୧୨: ମଣିପୁରରେ ପୁଣି ହିଂସା । ଶନିବାର ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ ହୋଇଛନ୍ତି।…
ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଶୌଚ କରିବାକୁ ଧମକ ଦେଲେ ଯାତ୍ରୀ
ଲଣ୍ଡନ,୩୧।୧୨: ଲଣ୍ଡନ ଗ୍ୟାଟଓ୍ବିକ୍ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ। ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ…
ପ୍ରଥମ ଦରମାରେ ମନ୍ଦିରରେ ଭୋଗ କରିଥିଲି: ଡଃ କୁମୁଦିନୀ ରାଉତରାୟ
ସୁନ୍ଦରଗଡ ସହରରେ ମୁଁ ମୋର ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲି। ପରେ ୟୁନିଭର୍ସିଟିରେ ଭୁତତ୍ତ୍ୱ ବିଜ୍ଞାନ ବିଭାଗରେ ଏମଏସସି ପଢୁଥିବାବେଳେ ସୁନ୍ଦରଗଡ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗର ସୁପରଭାଇଜର ପଦବୀ ପାଇଁ ସାକ୍ଷାତକାର ଦେଇ ସେଥିରେ କୃତକାର୍ଯ୍ୟ ହେଲି।…
ନୂଆ ବର୍ଷ ଦିନ କ’ଣ କିଣିବା ଶୁଭ, ଜାଣନ୍ତୁ…
ନୂଆ ବର୍ଷଟି ସୁଖମୟ ହେବା ପାଇଁ ଏହିଦିନ କିଏ ଘରେ ପୂଜାପାଠର ଆୟୋଜନ କରିଥାନ୍ତି ତ କିଏ ମନ୍ଦିରକୁ ଯାଇ ଦେବୀଦେବଙ୍କ ଦର୍ଶନ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର କହେ ଏମିତି କିଛି ଖାସ୍ ଜିନିଷ ଅଛି, ଯାହାକୁ ନୂଆ ବର୍ଷ ଦିନ…
ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର ହେଲେ ଡାଲମେ
ଦଶମନ୍ତପୁର,୩୧ା୧୨ (ଅରବିନ୍ଦ ନାୟକ)ଦୀର୍ଘ ୧୭ ବର୍ଷ କାଳ ଜୀବନ ଅତିବାହିତ କରୁଥିବା ଜଣେ ମସ୍ତିଷ୍କ ବିକୃତ ମହିଳା ଶନିବାର ଉଚ୍ଚତ୍ତର ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତରିତହୋଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚାଉଳକନ୍ତି ଗ୍ରାମର ଏହି ମହିଳା ଜଣକ…
୧୨ ଗ୍ରାମ ବିକାଶରେ ରେଳଧାରଣା ବାଧକ
ନନ୍ଦପୁର, ୩୧ା୧୨(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପଞ୍ଚାୟତର ୧୨ଟି ଗ୍ରାମ ବିକାଶରେ ରେଳଧାରଣା ବାଧକ ସାଜିଛି। ଏହି ଗ୍ରାମଗୁଡିକ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣା ଆରପଟେ ରହିଛି। ରେଳ ଧାରଣା ଆରପଟକୁ ଭାରିଯାନ ଯାତାୟାତ ନିଷେଧ ଥିବାରୁ ସରକାରଙ୍କ…
ପହିଲାରୁ ବଡ଼ ପରିବର୍ତ୍ତନ
ଭୁବନେଶ୍ୱର,୩୧।୧୨: ପ୍ରତି ମାସ ଭଳି ଚଳିତ ମାସ ଶେଷ ବେଳକୁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ନୂଆ ଦରକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଥାଏ। ଏପରିକି ପ୍ରତି ମାସ ଭଳି ଆସନ୍ତା ମାସ (ଜାନୁୟାରୀ) ପହିଲାରୁ ନୂଆ ଦର…
ଦୁର୍ଘଟଣା ପରେ ଶେଯରେ କମଳ, ସହାୟତା ଅପେକ୍ଷାରେ କଟୁଛି ଦିନ
ଡାବୁଗାଁ,୩୧।୧୨ (ପ୍ରଜ୍ଞାରଞ୍ଜନ ପରିଡ଼ା)ଧକ୍କାଦେଲା ଗାଡ଼ି। ଅର୍ଥ ଅଭାବରୁ ଆହତ ହୋଇ ଦେଶୀ ଚିକିତ୍ସା ଉପରେ ନିର୍ଭରକଲେ। ଏହା ମଧ୍ୟରେ ମାସେ ବିତିଯାଇଥିଲେ ମଧ୍ୟ ଶେଯରୁ ଉଠିପାରୁନାହାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ମୁଣ୍ଡିଗୁଡ଼ା ଗ୍ରାମରେ କମଳଚାନ୍ଦ ଓଡ଼। ପିଲା…
ଦେଶୀଡଙ୍ଗାରେ ଜଳବନ୍ଦୀବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା
ତେନ୍ତୁଳିଖୁଣ୍ଟି, ୩୧।୧୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଜଳବନ୍ଦୀ ଅଞ୍ଚଳବାସୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମୋଟର ଚାଳିତ ଲଞ୍ଚରେ ଛିଦ୍ର ରହିଛି। ଠିକ୍ ସମୟରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଯାତାୟତ ପାଇଁ…

