ଜିତିବା ସତ୍ତ୍ୱେ ବି ରାଗିଗଲେ ରୋହିତ ଶର୍ମା: କହିଦେଲେ ଏମିତି କଥା
କେପଟାଉନ,୫।୧: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟ ମ୍ୟାଚ ଦେଢ ଦିନରେ ଶେଷ ହୋଇଥିଲା। ଏହି ମ୍ୟାଚ୍ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ମ୍ୟାଚ୍ ମ୍ୟାଚ ଥିଲା। ଭାରତ…
ନମ୍ବର-୧ରେ ପହଞ୍ଚିଲା ଟିମ୍ ଇଣ୍ଡିଆ
କେପଟାଉନ,୫।୧: କେପଟାଉନ ଟେଷ୍ଟରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ହାସଲ କରିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରୁ ଭାରତ ଉପକୃତ ହୋଇଥିଲା। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛନ୍ତି।…
ବଦ୍ଲା ନେଲା ଆମେରିକା
ବାଗଦାଦ/ଓ୍ବାଶିଂଟନ୍,୫।୧: ଆମେରିକାର ସୈନ୍ୟବାହିନୀ ଇରାକର ରାଜଧାନୀ ବାଗଦାଦରେ ଏୟାର ଷ୍ଟ୍ରାଇକ କରି ଇରାନ ସମର୍ଥିତ ଜଣେ ମିଲିସିଆ ନେତାଙ୍କୁ ହତ୍ୟା କରିଛି। ପ୍ରତିଶୋଧ ସମ୍ପର୍କରେ ସୂଚନା ଦେଇ ୱାଶିଂଟନ୍ରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଯେ, ଇରାକରେ ଆମେରିକାର…
ଗୋଟିଏ ଗାଈକୁ ପୂଜା କରିବା ଅର୍ଥ ହେଉଛି ୩୩ କୋଟି ଦେବୀ-ଦେବତାଙ୍କୁ ପୂଜା କରିବା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ଭୋପାଳ,୪।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ବାଲିଅର ଗସ୍ତରେ ଥିଲେ। ଏଠାରେ ସେ ଆନୁଷ୍ଠାନିକ ଭାବେ ବାଣିଜ୍ୟ ମେଳାର ଉଦଘାଟନ କରିଥିଲେ। ଏହାପୂର୍ବରୁ ଗ୍ବାଲିଅରରେ ଏକ ଗୋଶାଳାର ଉଦ୍ଘାଟନୀ ସମାରୋହରେ ମୋହନ ଯାଦବ କହିଥିଲେ, ଗୋଟିଏ ଗାଈକୁ ପୂଜା କରିବା ଅର୍ଥ…
ସବୁଠୁ ଖରାପ ଶହେ ଖାଦ୍ୟ ଲିଷ୍ଟରେ ଆଳୁ, ବାଇଗଣ ଭରତା
ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ପନିପରିବା ରୋଷେଇ ହୋଇଥାଏ। ଏଥିମଧ୍ୟରୁ କିଛି ଏପରି ହୋଇଥାଏ, ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେନି। ଏପରି ପରିବା ହେଉଛି କଲରା ଓ ବାଇଗଣ, ଏହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତିନି। ନିକଟରେ ଲୋକେ…
ଦିନରେ ୧୦ ହଜାର ଥର ଶୁଏ
ନୂଆଦିଲ୍ଲୀ: ଦୁନିଆରେ ଅନେକ ଲୋକଙ୍କ ମଧ୍ୟରେ କିଛି ଲୋକ ବହୁତ ଅଳସୁଆ ପ୍ରକୃତିର ଥାନ୍ତି। ଯେଉଁମାନଙ୍କୁ ଅଧିକାଂଶ ସମୟ ଶୋଇବାକୁ ଭଲ ଲାଗେ। ହେଲେ ଏପରି ଏକ ଜୀବ ଅଛି, ଯିଏ ଦିନରେ ୨-୪ ଥର ନୁହେଁ, ୧୦ ହଜାର ଥର…
ଟେଷ୍ଟ ଇତିହାସରେ ସବୁଠୁ ଛୋଟ ମ୍ୟାଚ୍
କେପ୍ଟାଉନ୍,୫ା୧(ପି.ଟି):ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଛି। ବଲ୍ ବ୍ୟବଧାନରେ ଏହା ଟେଷ୍ଟ କ୍ରିକେଟର ସବୁଠୁ ଛୋଟ ମ୍ୟାଚ୍। ଏହା ମାତ୍ର ସାଢେ ୪ ସେସନରେ…
କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ
ଦୁବାଇ,୫ା୧(ପି.ଟି):ଆଇସିସି ପକ୍ଷରୁ ଏହାର କ୍ରିକେଟ ନିୟମରେ କିଛି ବଡ ପରିବର୍ତ୍ତନ ଅଣାଯାଇଛି। ଏହା ମଧ୍ୟରେ ରେଫରାଲ୍ ବା ଡିଆରଏସ୍ ସମେତ କନ୍କସନ ସବ୍ଷ୍ଟିଚ୍ୟୁଟ୍ ସାମିଲ ରହିଛି। ଏହି ନୂତନ ନିୟମଗୁଡିକ ଜାନୁଆରୀ ୧୨ ତାରିଖରୁ ଲାଗୁ କରାଯିବ। ପୂର୍ବରୁ ଷ୍ଟମ୍ପିଂ ଆବେଦନ…
ଗହୀରମଥାରେ ବିଦେଶୀ ପକ୍ଷୀଙ୍କ ସମାଗମ
ମହାକାଳପଡ଼ା, ୫ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଶୀତ ଋତୁରେ ଏବେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କାକଳି। ଜୈବ ବିବିଧତା ପ୍ରତି ଆକୃଷ୍ଟ ହୋଇ ଆସୁଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ, ବିଦେଶୀ ପକ୍ଷୀଙ୍କ…
ପଟ୍ଟାମୁଣ୍ଡାଇରେ ବନ୍ଦ ହୋଇଯିବ ସଂସ୍କୃତ ବିଦ୍ୟାଳୟ
କେନ୍ଦ୍ରାପଡ଼ା, ୫ା୧ (ଜଗନ୍ନାଥ ଧଳ):ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ଜନ୍ମଗ୍ରହଣ କରି ସାମାଜିକତା ହାସଲ କରେ। ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତରୁ ସଂସ୍କୃତି ଆଉ ସଂସ୍କୃତିରୁ ହେଉଛି ସଂସ୍କାରର ସୃଷ୍ଟି। ଯାହା ପରିଶୋଧନ ପ୍ରକ୍ରିୟା ବା ରୀତିନୀତି ପ୍ରଦର୍ଶନ କରେ। ଆମ…
୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଅପିଲ୍ ପାଇଁ ୬୦ ଦିନ ମହଲତ ଦେଲା କାତାର
ନୂଆଦିଲ୍ଲୀ,୫।୧:ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇ କାତାର ଜେଲରେ ଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ସେମାନଙ୍କ ଦଣ୍ଡାଦେଶ ବିରୋଧରେ ଅପିଲ୍ ପାଇଁ ୬୦ ଦିନ ସମୟ ମିଳିଛି। କାତାର କୋର୍ଟ ଗତ ସପ୍ତାହରେ ସେମାନଙ୍କ ମୃତ୍ୟୁଦଣ୍ଡକୁ କୋହଳ…
ଦାଉଦ୍ଙ୍କ ୪ ଜମି ଆଜି ନିଲାମ ହେବ
ମୁମ୍ବାଇ,୫।୧:ଭାରତର ମୋଷ୍ଟଓ୍ବାଣ୍ଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ନାଁରେ ମହାରାଷ୍ଟ୍ରର ରତ୍ନଗିରି ଜିଲାର ମୁମ୍ବାକେ ଗ୍ରାମରେ ଥିବା ୪ଟି ଚାଷଜମି ଶୁକ୍ରବାର ନିଲାମ ହେବ। ଦାଉଦ୍ଙ୍କର ଏହା ପୈତୃକ ସମ୍ପତ୍ତି। ନିଲାମ ପାଇଁ ଏହାର ରିଜର୍ଭ ପ୍ରାଇସ୍ ମାତ୍ର ୧୯ ଲକ୍ଷ…

