ବୟକଟ ମାଲଦ୍ୱୀପ ଟ୍ରେଣ୍ଡ ଭିତରେ ଲାକ୍ଷାଦ୍ୱୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି
ମୁମ୍ବାଇ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୪ରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ଆରିପେଲାଗୋ ଏବଂ ସ୍ନୋର୍କେଲିଂରେ ସମୟ ଅତିବାହିତ କରୁଥିବା ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ ଭାଇରାଲ ହୋଇଥିଲା ଏବଂ ଅନେକ ଲୋକ ଏହାକୁ ମାଲଦ୍ୱୀପ ସହିତ ତୁଳନା କରିଥିଲେ…
ମୋଦିଙ୍କ ପ୍ରଶଂସାରେ ଶତମୁଖ ସଲମାନ ଖାନ୍
ନୂଆଦିଲ୍ଲୀ,୭।୧: ଜାନୁଆରୀ ୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ଫଟୋ ସହିତ କ୍ୟାପସନରେ ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନେକ ଲୋକ ମୋଦିଙ୍କ ଫଟୋକୁ ପ୍ରଶଂସା କରିଥିଲେ ଏବଂ ଏହି…
ଅନ୍ଧାରରେ ଟେଷ୍ଟ କ୍ରିକେଟର ଭବିଷ୍ୟତ, ଦିନିକିଆ ଉପରେ ଝୁଲୁଛି ଖଣ୍ଡା: ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୭।୧: ଟେଷ୍ଟ କ୍ରିକେଟର ଭବିଷ୍ୟତ ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିଛି, କିନ୍ତୁ ଦିନିକିଆ ଫର୍ମାଟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ଟେଷ୍ଟ ଫର୍ମାଟରେ ପ୍ରଶଂସକଙ୍କ ଆଗ୍ରହ ହ୍ରାସ ପାଉଥିବା ପରି ମନେହୁଏ। ଏହା ବ୍ୟତୀତ ପ୍ରଶଂସକମାନେ ଦିନିକିଆ ପରିବର୍ତ୍ତେ ଟି-୨୦…
ନୀତୀଶଙ୍କ ରାଜ୍ୟରେ ମଦ ବିକ୍ରି ନିଷେଧ, କିନ୍ତୁ ଗ୍ରାମାଞ୍ଚଳରେ ପହଞ୍ଚୁଛି ଡ୍ରଗ୍ସ ପୁଡିଆ,ବିକ୍ରିରେ ମହିଳା-ଶିଶୁଙ୍କ ସମ୍ପୃକ୍ତି…
ପାଟନା,୭।୧ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ମଦ ବିକ୍ରି ନେଇ ନିଷେଧାଦେଶ ଆଇନ ଲାଗୁ କରି ନିଜର ପତିଆରା ଜାହିର କରୁଛନ୍ତି। କିନ୍ତୁ ଏହି ଆଇନ ପରେ ଅନ୍ୟ ନିଶା ପଦାର୍ଥର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି। ଉଲ୍ଲେଖଥାଉ…
ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର
ସିଡନୀ,୭।୧: ଅଷ୍ଟ୍ରେଲୀୟ ଓପନର୍ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଇଥିଲା। ଏହା ଥିଲା ଡେଭିଡ ୱାର୍ନରଙ୍କ ଶେଷ ସିରିଜ। ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ରେ ପରାସ୍ତ…
ଟଙ୍କା ଲୋଭରେ ପ୍ରେମ-ଯୌନ ସମ୍ପର୍କ-ବିବାହ-ପ୍ରତାରଣା…
ଗ୍ବାଲିୟର,୭।୧ : ଟଙ୍କା ଲୋଭରେ ପ୍ରେମ,ଯୌନ ସମ୍ପର୍କ, ବିବାହ ଏବଂ ପ୍ରତାରଣା ସହିତ ଜଡିତ ଏକ ମାମଲା ମଧ୍ୟପ୍ରଦେଶର ଗ୍ବାଲିୟରରୁ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କର ଅଭିଯୋଗ ଆଧାରରେ…
ସବୁଠୁ ବଡ଼ ଇଡିଏଟ୍ ହେଉଛି ଇଡି: ଅଧୀର ରଞ୍ଜନ
କୋଲକାତା,୭।୧: ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧୀ ଦଳକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଇଡି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଇଡିକୁ ସବୁଠୁ ବଡ଼ ଇଡିଏଟ୍…
ଏଟିଏସ୍ର ବଡ଼ ଧରଣର ଚଢ଼ାଉ, ୬ ଗିରଫ
ମୁମ୍ବାଇ,୭ା୧: ମହାରାଷ୍ଟ୍ର ପୋଲିସର ଆତଙ୍କବାଦୀ ବିରୋଧୀ ୟୁନିଟ (ଏଟିଏସ୍) ରବିବାର ଅପରାହ୍ନରେ ମୁମ୍ବାଇର ବୋରିଓ୍ବାଲି ଅଞ୍ଚଳରେ ଚଢ଼ାଉ କରିଛି। ଏହି ସମୟରେ ୬ ଜଣଙ୍କୁ ଗିରଫ କରାଯାଇଛି। ଏଟିଏସ ସହ ଜଡିତ ସୂତ୍ର ଅନୁଯାୟୀ, ଏହି ଲୋକଙ୍କ ନିକଟରୁ ୪ଟି ବନ୍ଧୁକ…
ଦିଲ୍ଲୀ ମେଟ୍ରୋରେ ‘ଟିଙ୍କୁ ଜିୟା’ ଗୀତରେ ଏମିତି ଡ୍ୟାନ୍ସ କଲେ ଯୁବକ, ଲୋକେ କହିଲେ ଏମିତି ନମୁନା ଆସନ୍ତି କେଉଁଠୁ: ଦେଖନ୍ତୁ ଭିଡିଓ
ପ୍ରତିଦିନ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଆଜିକାଲି ଦିଲ୍ଲୀ ମେଟ୍ରୋରେ ମଧ୍ୟ ରିଲ ତିଆରି କରିବା ପାଇଁ କିଛି ଲୋକ ମାନେ ଏମିତି କିଛି କାର୍ଯ୍ୟ କରୁଛନ୍ତି,ଯାହା ଭାଇରାଲ୍ ହୋଇଛି। ଏହି ଦୁଇଟି ଦିଲ୍ଲୀ ମେଟ୍ରୋରେ ମଧ୍ୟ ସମାନ…
ବାସ୍ତୁ ଅନୁଯାୟୀ କେଉଁ ଦିଗରେ କେଉଁ ଗଛ ଲଗାଇବା ଶୁଭ, ଜାଣନ୍ତୁ…
ଘରକୁ ଆକର୍ଷଣୀୟ ଲୁକ୍ ଦେବା ସହିତ ସୁସ୍ଥ ବାତାବରଣ ପାଇଁ ଆମେ ଘର ଭିତରେ ହେଉ ଅବା ବାହାରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ। ଆଉ ଏହି ଗଛକୁ ଯଦି ବାସ୍ତୁ ଅନୁଯାୟୀ ଠିକ୍ ଦିଗରେ ଲଗାଯାଏ ତା’ହେଲେ କି ସୁଫଳ…
ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…
ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ଆକଳନ ଅନୁସାରେ ସକ୍ରିୟ ମାମଲା ୪ ହଜାର ଅତିକ୍ରମ କରିଛି। ଏହା…
ଇତିହାସ ରଚିଲେ ଚେତେଶ୍ୱର ପୂଜାରା
ଭୋପାଳ,୪।୧: ରଣଜୀ ଟ୍ରଫି ୨୦୨୨-୨୩ରେ ଚେତେଶ୍ୱର ପୂଜାରା ଦ୍ୱିଶତକ ସ୍କୋର କରି ଇତିହାସ ରଚିଛନ୍ତି। ରଣଜୀ ଟ୍ରଫିରେ ସୌରାଷ୍ଟ୍ର ପାଇଁ ଖେଳିଥିବା ପୂଜାରା ଝାଡଖଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅପରାଜିତ ୨୪୩ ରନ୍ର ପାଳି ରଖେଳିଥିଲେ। ଏହି ଦ୍ୱିଶତକ ସହିତ ପୂଜାରା…

