ଧୋନି ହୁକ୍କା ଟାଣୁଥିବାର ଭିଡ଼ିଓ ନେଇ ପ୍ରଶଂସକ ଦେଲେ ଏଭଳି କମେଣ୍ଟ, ଭିଡ଼ିଓ ଭାଇରାଲ…
କୋଲକାତା,୭।୧ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଧୋନି ଏକ ପାର୍ଟିରେ ଅଛନ୍ତି ଏବଂ ନିଜ ସାଙ୍ଗମାନଙ୍କ ସହିତ ହୁକ୍କା ଟାଣୁଛନ୍ତି। ଏହି ଭିଡିଓ…
ଏଠାରେ ରହିଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୁଦ୍ଧ ପ୍ରତିମୂର୍ତ୍ତି
ଦୁନିଆରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ବୁଦ୍ଧଙ୍କର ଏକ ବଡ଼ ପ୍ରତିମୂର୍ତ୍ତି ରହିଛି। ଯାହା ଏସପିରିଟୋ ସାଣ୍ଟୋ ରାଜ୍ୟର ଇବିରାକୁ ସହରରେ ଅବସ୍ଥିତ। ଏହା ପାଶ୍ଚାତ୍ୟ ଦେଶର ସବୁଠାରୁ ବଡ଼ ବୁଦ୍ଧ ମୂର୍ତ୍ତି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ…
ବିରାଟ-ରୋହିତଙ୍କୁ ଟିମରେ ସାମିଲ କରିବାକୁ ଚାହୁଁ ନାହାନ୍ତି ସିଲେକ୍ଟ କମିଟି !…
କୋଲକାତା,୭।୧ : ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ତିନି ଟିକିଆ ଟି -୨୦ ମ୍ୟାଚ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା ନେଇ ଚର୍ଚ୍ଚା ଜାରି ରହିଛି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ୧୧…
ହାଡ଼ଥରା ଶୀତ: ପୁଣି ୫ ଦିନ ବଢ଼ିଲା ସ୍କୁଲ ଛୁଟି…
ମୁମ୍ବାଇ,୭।୧ : ଦିଲ୍ଲୀର ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଖୁସି ଖବର ଅଛି। ଦିଲ୍ଲୀ ସରକାର ଶୀତଦିନ ଛୁଟିକୁ ୫ ଦିନ ବୃଦ୍ଧି କରିଛନ୍ତି। ଏହି ଛୁଟିଗୁଡ଼ିକ କେବଳ ଶ୍ରେଣୀ ନର୍ସରୀରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ପାଇଁ। ଏହି ସୂଚନା ଦିଲ୍ଲୀର…
ବାୟୁସେନାକୁ ବଡ ସଫଳତା: ପ୍ରଥମ ଥର ପାଇଁ ସୁପର ହର୍କ୍ୟୁଲସ ବିମାନ ରାତିରେ କାର୍ଗିଲରେ କଲା ସଫଳ ଅବତରଣ,ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୭।୧ : ଭାରତୀୟ ବାୟୁସେନା ବହୁତ ସଫଳତା ହାସଲ କରିଛି। ବାସ୍ତବରେ ବାୟୁସେନା ଏହାର ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହି ସମୟ ମଧ୍ୟରେ ବାୟୁସେନା କମାଣ୍ଡୋମାନଙ୍କୁ ଏକ ସୁପର…
Viral Video: ମା’ କୋଳରେ ଖେଳୁଛି ହାତୀଛୁଆ, ଭିଡିଓ ଦେଖିଲେ ହେବେ ଭାବପ୍ରବଣ
ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ୟୁଜରମାନଙ୍କୁ ଭାବପ୍ରବଣ କରିଦେଉଛି। ଗତ ସପ୍ତାହ ଶେଷରେ ତାମିଲନାଡୁର ଜଙ୍ଗଲ ଅଧିକାରୀମାନେ ହଜିଯାଇଥିବା ଶିଶୁ ହାତୀକୁ ପୋଲାଚିର ଅନାମଲାଇ ଟାଇଗର ରିଜର୍ଭରେ ନିଜ…
ଆଜି ସରିବ କଲ୍ୟାଣ ଏଣ୍ଡ ଅଫ୍ ଇୟର ସେଲ୍
ଭୁବନେଶ୍ୱର, ୭।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍ ଇୟର ସେଲ୍’ ଆନୁଷ୍ଠାନିକ ଭାବେ ରବିବାର ଶେଷ ହେଉଛି। ଏହା ପୂର୍ବରୁ ଗ୍ରାହକଙ୍କ ଚାହିଦା ଓ କାରବାରକୁ ଆଖି ଆଗରେ ରଖି କଲ୍ୟାଣ ପକ୍ଷରୁ…
୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ…
ଇସ୍ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ…
ଉଡ଼ନ୍ତା ବିମାନରୁ ବାହାରିଗଲା ଡୋର୍, ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ
ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିବା ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମାକ୍ସ ବିମାନରୁ ଉଡ଼ନ୍ତା ଅବସ୍ଥାରେ ଗୋଟିଏ ଡୋର ସମ୍ପୂର୍ଣ୍ଣ ବାହାରିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଉଡ଼ାଣ ଭରିବାର କିଛି ସମୟ ପରେ ଏଭଳି ଅଘଟଣ ଘଟିଥିଲା। ବିମାନରେ…
Sextortion: ଯୁବବର୍ଗଙ୍କଠାରୁ ନେଇ ସେନା ଯବାନ ସାମିଲ, ଭାରତରେ ବୃଦ୍ଧି ପାଉଛି…
ନୂଆଦିଲ୍ଲୀ,୬।୧ : ଦିଲ୍ଲୀରେ ସାଇବର ଠକେଇ ସମ୍ପର୍କରେ ପୋଲିସ ପ୍ରତିଦିନ ୨୦୦ ରୁ ଅଧିକ ଅଭିଯୋଗ ଗ୍ରହଣ କରିଥାଏ, ଏହି ଅଭିଯୋଗଗୁଡିକ ମଧ୍ୟରୁ ଅଧିକାଂଶ ଓ୍ବାର୍କଫ୍ରମ ହୋମ, ସେକ୍ସଟୋର୍ଶନ, ଓଟିପି ସମ୍ବନ୍ଧୀୟ ସମସ୍ୟା ଏବଂ ଉତ୍ପାଦର ଅନଲାଇନ ବିକ୍ରୟ ସହ ଜଡିତ…
ଓଏସ୍ଏସ୍ଏସ୍ସି ଓ୍ବେବ୍ସାଇଟ୍ ଅସ୍ଥାୟୀ ଭାବେ ବନ୍ଦ
ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ଏସ୍ସି)ର ଓ୍ବେବ୍ସାଇଟ୍କୁ ବୈଷୟିକ କାରଣ ଦର୍ଶାଇ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଉ ନ ଥିବା ଆୟୋଗ ଦର୍ଶାଇଛି। ସନ୍ଧ୍ୟା ୬ଟାରୁ…
ସୋନିଆ ଗୋଆରେ, ଭିଡ଼ିଓ ଭାଇରାଲ…
ପଣଜୀ,୬।୧ : କଂଗ୍ରେସ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବ୍ୟକ୍ତିଗତ କାରଣରୁ ଗୋଆ ଗସ୍ତରେ ଅଛନ୍ତି। ସେ ଡାବୋଲିମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିିବା ପରେ ସେ ଦକ୍ଷିଣ ଗୋଆର ଏକ ରିସୋର୍ଟକୁ ଯାଇଛନ୍ତି। ଏହି ସମୟରେ କୌଣସି ଦଳୀୟ…

