ମାସକୁ ଏତିକି ଟଙ୍କା ଦରମା ପାଇବେ ଶୁଭେନ୍ଦୁ ଅଧିକାରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
କୋଲକାତା,୯।୫: ପଶ୍ଚିମବଙ୍ଗର ଜଣେ ନୂତନ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭାଜପାର ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି,ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମାସିକ କେତେ ଦରମା ପାଇବେ? ତାଙ୍କୁ…
ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼, ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ
ଗଜପତି,୯ା୫(ଗିରିଧାରୀ ପରିଚ୍ଛା): ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼ ଆସିଛି। ଓଡ଼ିଶା ଜନଗଣନା ଅଧିକାରୀଙ୍କୁ ବିରୋଧ କରୁଛନ୍ତି ଆନ୍ଧ୍ର ସପକ୍ଷବାଦୀ ଲୋକ। ଗାଁରେ ରହୁଥିବା ଆନ୍ଧ୍ର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ତହସିଲଦାର ,…
କୋଦଳା ବାଲି ଢ଼ାବା ନିକଟରେ ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ବସ୍- ଟ୍ରକ ମୁହାମୁହିଁ ଧକ୍କା, ୧୫…
ଖଲ୍ଲିକୋଟ,୯ା୫(ପ୍ରଶାନ୍ତ କୁମାର ମିଶ୍ର): କୋଦଳା ଥାନା ବାଲି ଢ଼ାବା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…
ସ୍ତ୍ରୀ-ସ୍ବାମୀଙ୍କୁ ଧକ୍କା ଦେଇ ଫେରାର ମାରୁଥିଲା କାର୍, ବାଟରେ ହେଲା ଚକା ପଙ୍କଚର, ଆଉ ତା’ ପରେ…
କଲ୍ୟାଣସିଂହପୁର,୯ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍ ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବ ଭତ୍ରା…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ, ବଙ୍ଗଳାବାସୀଙ୍କୁ ଆଣ୍ଠୁ ମାଡି ହାତ ଯୋଡି ମୁଣ୍ଡିଆ ମାରିଲେ ମୋଦି
କୋଲକାତା,୯।୫: ଶନିବାର ଦିନ ପଶ୍ଚିମବଙ୍ଗରେ ପ୍ରଥମ ଭାଜପା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହିତ ଅନ୍ୟ ପାଞ୍ଚ ଜଣ ନେତା…
ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ଅଭିଷେକ, ଜାଣନ୍ତୁ କ’ଣ କହିଲେ
କୋଲକାତା,୯।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ହେବା ସହିତ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଶନିବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ଯୋଗୀଙ୍କୁ ଭେଟିଲେ ଶୁଭେନ୍ଦୁ, ମିଳିଲା ଏମିତି ଉପହାର…
କୋଲକାତା,୯।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ, ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ବଙ୍ଗଳାରେ ସରକାର ଗଠନ କରିଛି। ଶପଥ ଗ୍ରହଣ ସମାରୋହ ସମୟରେ…
ରାଷ୍ଟ୍ରୀୟ ଲୋକଅଦାଲତରେ ସମାଧାନ ହେଲା ୪୯ ମାମଲା
ପୁରୁଷୋତ୍ତମପୁର,୯ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ସିନିୟର ସିଭିଲଜଜ୍ ସୁମିତା ଆଚାର୍ଯ୍ୟ ଓ ଜେଏମ୍ଏଫ୍ସି ବିଚାରପତି ଅନନ୍ୟା ଅପର୍ମିତା ୪୯ଟି…
ରାଜନୀତିରେ ଶୁଭେନ୍ଦୁଙ୍କର ରହିଛି ୩୦ ବର୍ଷର ଅଭିଜ୍ଞତା, ହେଲେ ହୋଇ ପାରିଲେନି ସ୍ବାମୀ, ଜାଣନ୍ତୁ ବଙ୍ଗର ନୂଆ ‘ସୁଲତାନ’ଙ୍କ ଜୀବନର କିଛି ରୋଚକ କଥା
କୋଲକାତା,୯।୫: ଶନିବାର ପଶ୍ଚିମବଙ୍ଗରେ କ୍ଷମତାର ଶୀର୍ଷରେ, ଜଣେ ଯୋଦ୍ଧାଙ୍କ ରାଜ୍ୟାଭିଷେକ କରାଯାଉଛି – ଜଣେ ବ୍ୟକ୍ତି ଯିଏ ବୁଥ ସ୍ତରରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ପଦବୀରେ ପହଞ୍ଚିଛନ୍ତି। ଶୁଭେନ୍ଦୁ ଅଧିକାରୀ ନାମ ଏବେ…
ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍, ହାଇକୋର୍ଟଙ୍କ ଅସନ୍ତୋଷ ପରେ…
ଭୁବନେଶ୍ୱର,୯ା୫: ରାଜଧାନୀ ଭୁବନେଶ୍ୱର ପୁରୁଣା ଏୟାରପୋର୍ଟ ରୋଡ୍ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ସରକାରୀ ରାସ୍ତା ଉପରେ…
ଅଡ଼ୁଆରେ ଏହି ୨ କ୍ରିକେଟର୍: ଡୋପ୍ ଟେଷ୍ଟ ପାଇଁ ହେଲେନି ହାଜର
ନୂଆଦିଲ୍ଲୀ,୯।୫: ଡୋପ ଟେଷ୍ଟ ପାଇଁ ଉପସ୍ଥିତ ନ ହେବା ପାଇଁ NADA ଭାରତୀୟ କ୍ରିକେଟ ଦଳର ଦୁଇ ଉଦୀୟମାନ ଖେଳାଳିଙ୍କୁ ନୋଟିସ ଜାରି କରିଛି। ଏହି ଖେଳାଳିମାନେ ହେଉଛନ୍ତି ଯଶସ୍ବୀ ଜୟସ୍ବାଲ ଏବଂ ଶେଫାଳୀ ବର୍ମା। ଯଶସ୍ବୀ ବର୍ତ୍ତମାନ IPL 2026ରେ…
ହଠାତ୍ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…
ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା ଲୋକଙ୍କୁ ଭୟଭୀତ କରିଦେଲା। କେତେକ ଏହାକୁ UFO କହୁଥିବାବେଳେ ଆଉ କେତେକ ଏହା…
Archives


