Home

ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ: କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ

ଓଟଓ୍ବା,୩୧।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରାଯାଇଥିଲା। ଏହାର ଗୁଞ୍ଜରଣ ସାରା ଦୁନିଆରେ ବ୍ୟାପିଥିଲା। ସମଗ୍ର ବିଶ୍ୱରେ ୧.୨ ବିଲିୟନ ହିନ୍ଦୁଙ୍କ ପାଇଁ ଏହା ଏକ ନୂତନ ଯୁଗର ଆରମ୍ଭ। କାନାଡାର ସାଂସଦ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର,୩୧ା୧: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବୁଧବାର ଦାଖଲ ହୋଇଛି ଚାର୍ଜଫ୍ରେମ୍‌। ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଚାର୍ଜଶିଟ୍‌ ଦାଖଲ ହୋଇଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ସ୍ପେଶାଲ ଜଜ୍‌, ସ୍ପେଶାଲ…

ଚଳନ୍ତା ବୁଲେଟ୍‌ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ରାସ୍ତାରେ ଉଚ୍ଚ ବେଗରେ ବାଇକ ଚଳାଉଥିବାର ଅନେକ ଯୁବକଙ୍କୁ ଦେଖିଥିବେ। ବାଇକ ଚଲାଇବାକୁ ନେଇ ଯୁବକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଏ। କିନ୍ତୁ ବୁଦ୍ଧଙ୍କୁ ବାଇକ୍‌ରେ ଷ୍ଟଣ୍ଟ କରିବା ଖୁବ୍‌ କମ୍‌ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ…

ବଦଳିଲେ କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ, ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ

କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀଙ୍କ ବଦଳି ନେଇ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥ୨୬କୁ ବୁଧବାର ବିକାଶ ମଞ୍ଚ ପକ୍ଷରୁ ଅବରୋଧ କରାଯାଇଥିଲା। ଦୁଇଦିନ ଧରି ଏନ୍‌ଏସି ସମ୍ମୁଖରେ ବିକାଶ ମଞ୍ଚ ପକ୍ଷରୁ ନିର୍ବାହୀ ଅଧିକାରିଣୀ…

Global Corruption Index: ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ତାଲିକାରେ ଭାରତ କେତେ ନମ୍ବର, ର଼୍ୟାଙ୍କିଙ୍ଗରେ ସୁଧାର ଆଣିଛନ୍ତି ଚାଇନା-ମାଳଦ୍ୱୀପ

ନୂଆଦିଲ୍ଲୀ,୩୧।୧: ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ହେଲେ ଏହାର ପରିଣାମ ବିଶେଷ ଫଳପ୍ରଦ ହେଉନାହିଁ। କାରଣ କରପ୍ସନ ପରସେପଶନ ଇଣ୍ଡେକ୍ସ ୨୦୨୪ CPI ଏନେଇ ଏତ ତାଲିକା ଜାରି କରିଛି ଯେଉଁଥିରେ ଏହାର ପ୍ରମାଣ…

ସ୍କର୍ପିଓ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଦେବଗଡ଼,୩୧ା୧(ଶଶାଙ୍କ ଶେଖର ଝାଙ୍କର): ସ୍କର୍ପିଓ ଧକ୍କାରେ ସ୍କୁଟିରେ ଯାଉଥିବା ଦମ୍ପତିଙ୍କ ଜୀବନ ଯାଇଛି। ବାରକୋଟ ଥାନା ବମ୍ପରଡ଼ା ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦମ୍ପତି ବୁଧବାର ପାଲଲହଡ଼ା ପଟୁ ନିଜ ଘରକୁ ସ୍କୁଟିରେ ଫେରୁଥିବା ବେଳେ…

ନପୁଂସକ ସ୍ବାମୀଙ୍କଠାରୁ ଛାଡପତ୍ର ସହ ଭରଣପୋଷଣ ପାଇପାରିବେ ସ୍ତ୍ରୀ: ହାଇକୋର୍ଟଙ୍କ ରାୟ…

ରାୟପୁର,୩୧।୧ : ଛତିଶଗଡ ହାଇକୋର୍ଟ କହିଛନ୍ତି ସ୍ତ୍ରୀଙ୍କ ଛାଡପତ୍ର ପାଇଁ ସ୍ବାମୀ ନପୁଂସକ ହେବା ଯଥେଷ୍ଟ କାରଣ। ଏଭଳି ପରିସ୍ଥିତିରେ ସ୍ତ୍ରୀ ସିଆରପିସିର ଧାରା ୧୨୫ ଅନୁଯାୟୀ ଭରଣପୋଷଣ ଅଧିକାର ମଧ୍ୟ ପାଇବେ। ଜଷ୍ଟିସ ପାର୍ଥ ପ୍ରତୀମ ସାହୁଙ୍କ ଏକ ବେଞ୍ଚ…

ଭାଜପାରେ ବିଲୟ ହେଲା ଏହି ଦଳ

ଥିରୁଭାନନ୍ତପୁରମ୍‌,୩୧।୧: ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଗୋଟିଏ ପଟେ ବିରୋଧୀ ଦଳ ‘ଇଣ୍ଡିଆ’ ନିଜର ସହଯୋଗୀମାନଙ୍କ ସହ ସିଟ ବାଣ୍ଟିବା ନେଇ ମନ୍ଥନ କରୁଛି। ଅନ୍ୟପଟେ ଭାଜପା ‘୪୦୦’…

ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତର, ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ଭଦ୍ରକ,୩୧ା୧(ସନାତନ ରାଉତ): ୧୯୯୨ଠାରୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଚାଲି ଆସୁଥିବା ପାଟୁଳି ସ୍ବାସ୍ଥ୍ୟ ଉପକେନ୍ଦ୍ରକୁ ଚଞ୍ଚକତା କରି ସ୍ଥାନାନ୍ତରିତ କରିବା ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ବସିଛନ୍ତି ପାଟୁଳି ଗ୍ରାମବାସୀ। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୧୩ରୁ…

ମିଛ ଶ୍ରେୟ ନେଉଛନ୍ତି ରାହୁଲ ଗାନ୍ଧୀ: ନୀତୀଶ

ପାଟନା,୩୧।୧: ଏନଡିଏ ସହିତ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ବିହାରରେ ଜନଗଣନା ପାଇଁ ଶ୍ରେୟ ନେଉଛନ୍ତି କି ବୋଲି ପ୍ରଶ୍ନରେ ନୀତୀଶ…

୫ କୃଷି କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର,୩୧ା୧(ଅସମାପିକା ସାହୁ): ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୫ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ କିମ୍ବା ବାଧ୍ୟତାମୂଳକ…

ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ‘ଲକ୍ଷ୍ମୀ’ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୁଧବାର ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି। ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?