Global Corruption Index: ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ତାଲିକାରେ ଭାରତ କେତେ ନମ୍ବର, ର଼୍ୟାଙ୍କିଙ୍ଗରେ ସୁଧାର ଆଣିଛନ୍ତି ଚାଇନା-ମାଳଦ୍ୱୀପ

ନୂଆଦିଲ୍ଲୀ,୩୧।୧: ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ହେଲେ ଏହାର ପରିଣାମ ବିଶେଷ ଫଳପ୍ରଦ ହେଉନାହିଁ। କାରଣ କରପ୍ସନ ପରସେପଶନ ଇଣ୍ଡେକ୍ସ ୨୦୨୪ CPI ଏନେଇ ଏତ ତାଲିକା ଜାରି କରିଛି ଯେଉଁଥିରେ ଏହାର ପ୍ରମାଣ ମିଳିଛି। ଏହି ତାଲିକାରେ ପ୍ରାୟ ୨ରୁ ୩ଭାଗ ଦେଶ ୫୦ରୁ କମ୍‌ ସ୍କୋର ହାସିଲ୍‌ କରିଛନ୍ତି। ସିପିଆଇ ୧୮୦ ଦେଶର ଲିଷ୍ଟ ଜାରି କରିଛି। ତେବେ ତାଲିକାରେ ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ଭାବେ ଡେନମାର୍କ ରହିଛି। ଗତ ୬ବର୍ଷ ଧରି ଡେନମାର୍କ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ସେହିପରି ତାଲିକାରେ ସବା ପଛ ଅର୍ଥାତ୍‌ ସବୁଠାରୁ କମ୍‌ ଭ୍ରଷ୍ଟାଚାର ତାଲିକାରେ ସୋମାଲିଆ ରହିଛି।

ସିପିଆଇ ତାଲିକା ଜାରି କରିଥିବା ଏକ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ମୁତାବକ, ୨୦୧୮ରୁ ୧୨ଦେଶର ସିପିଆଇ ସ୍କୋର ଦିନକୁ ଦିନ କମିବାରେ ଲାଗିଛି। ଏଥିରେ ନିମ୍ନ ଓ ମଧ୍ୟ ଆୟ କରୁଥିବା ଦେଶ ଲାଇବେରିଆ, ମ୍ୟାନମାର, ଶ୍ରୀଲଙ୍କା ଓ ବେନଜୁଆଲ ଆଦିର ନାଁ ସାମିଲ୍‌ ରହିଛି। ସେହିପରି ୫ଟି ଦେଶର ସ୍କୋର ୩୦ରୁ କମ୍‌ ରହିଛି। ତେବେ ସବୁଠାରୁ ଖୁସିର କଥା ହେଉଛି ୮ଟି ଦେଶ ସେମାନଙ୍କ ସିପିଆଇ ସ୍କୋରରେ ସୁଧାର ଆଣିଛନ୍ତି। ସେମାନେ ହେଲେ, ଆର୍ୟଲ୍ୟାଣ୍ଡ, ଦକ୍ଷିଣ କୋରିଆ, ଆର୍ମେନିଆ, ଭିଏତନାମା, ମାଳଦ୍ୱୀପ ଇତ୍ୟାଦି।

କହିରଖୁଛୁ କି, ତାଲିକାରେ ଭାରତ ୩୯ସ୍କୋର କରି ୯୩ନମ୍ବର ସ୍ଥାନରେ ରହିଛି। ପଡୋଶୀ ଦେଶ ଚାଇନା ୪୨ତମ ସ୍ଥାନରେ ରହିଛି। ୨୦୨୨ରେ ଚାଇନାର ୩ଅଙ୍କ ତଳକୁ ହ୍ରାସ ପାଇଥିଲେ ବି ଏଥର ସୁଧାର ଆଣିଛି। ପାକିସ୍ତାନ ୨୯ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ସୁଧୁରି ଯାଅ, ନଚେତ୍‌ କାଶୀରୁ ଇସଲାମାବାଦ ପର୍ଯ୍ୟନ୍ତ… ଚର୍ଚ୍ଚାରେ ରାଘବଙ୍କ ଏହି ଚେତାବନୀ

ନୂଆଦିଲ୍ଲୀ,୮ା୫: ଆମ୍‌ ଆଦ୍‌ମୀ ପାର୍ଟି (AAP) ଛାଡ଼ି ଭାଜପାରେ ଯୋଗ ଦେଇଥିବା ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ‘ଅପରେଶନ ସିନ୍ଦୂର’ର ପ୍ରଥମ ବାର୍ଷିକୀରେ ତାଙ୍କ ଇନ୍‌ଷ୍ଟାଗ୍ରାମ…

ଗୋଟିଏ ଟଙ୍କା ବି ଦରମା ନେଉ ନଥିଲେ ମମତା ବାନାର୍ଜୀ, କେମିତି ଚଳୁଥିଲେ ଦିଦି? ଜାଣିଲେ…

କୋଲକାତା,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ, ପ୍ରଶାସନିକ ପୁନର୍ଗଠନ ତୀବ୍ର ହୋଇଛି। ରାଜ୍ୟପାଳ ମେ ୭ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାକୁ ଭାଙ୍ଗି ଦେଇ ଏକ…

ତାମିଲନାଡୁରେ DMK-AIADMK ମେଣ୍ଟକୁ ନେଇ ବଡ଼ ଖୁଲାସା କଲେ ଷ୍ଟାଲିନଙ୍କ ପାଖଲୋକ, ବିଜୟ-କଂଗ୍ରେସ ଶୁଣି କାବା!

ଚେନ୍ନାଇ,୮।୫: ତାମିଲନାଡୁରେ କେଉଁ ଦଳ କିମ୍ୱା ମେଣ୍ଟ ସରକାର ଗଠନ କରିବ ସେ ସମ୍ପର୍କରେ ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ପଟେ, ଟିଭିକେ ସର୍ୱାଧିକ ସଂଖ୍ୟକ ଆସନ…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri