Home

ବିରୋଧୀ ଖୁବ୍‌ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି

ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ…

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକବେଳେ ହଟ୍ଟଗୋଳ

କୁଜଙ୍ଗ,୬।୨(ମନୋଜ ପ୍ରଧାନ):ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପାଇଁ କୁଜଙ୍ଗ ବ୍ଲକ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସହପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଦଳୀୟ କର୍ମୀମାନେ…

ଅପାରଗ ବଢ଼ନ୍ତୁ

ପୃଥିବୀ ବ୍ୟାପୀ ସବୁ ଧର୍ମରେ ସବୁ ସଭ୍ୟତାରେ ବିବାହର ଏକ ସ୍ବତନ୍ତ୍ରତା ରହିଥାଏ। ଭାରତରେ ମଧ୍ୟ ହିନ୍ଦୁ ବିବାହରେ ଏକ ବିଶେଷତ୍ୱ ରହିଛି। ନିକଟରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଗଣ ବିବାହରେ ଯେଉଁ କେଳେଙ୍କାରି ଘଟିଯାଇଛି ତାହା ଏକ…

ପ୍ରମୁଖ ୩ ଦଳରେ ନୂଆମୁହଁ ସମ୍ଭାବନା

କେନ୍ଦ୍ରାପଡ଼ା, ୬ା୨ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଲୋକ ସଭା ଆସନ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଗୁରୁତ୍ୱ ରଖୁଛି। ଏଠାରୁ ଅତୀତରେ କଂଗ୍ରେସରୁ ନିତ୍ୟାନନ୍ଦ କାନୁନଗୋ, ପ୍ରଜା ସୋସାଲିଷ୍ଟ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ, ଉତ୍କଳ କଂଗ୍ରେସରୁ…

ଏଜେଣ୍ଟ ଭଳି କାମ କରୁଥିବା ଲୋକଙ୍କୁ ବରଦାସ୍ତ କରିବନି ଦେଶ, ଚାଇନା ଉପରେ ବୟାନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚାଇନା ସହ ସୀମା ପ୍ରସଙ୍ଗରେ ବିରୋଧୀ ଦଳର ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି। ବିରୋଧୀ ଦଳକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଯଦି ସେମାନେ ଏଜେଣ୍ଟ ଭଳି କାର୍ଯ୍ୟ କରନ୍ତି ତେବେ ଦେଶ…

ସରକାରୀ ନିଯୁକ୍ତି ପରୀକ୍ଷାରେ ଜାଲିଆତି ରୋକିବାକୁ ବିଲ୍‌

ନୂଆଦିଲ୍ଲୀ,୬ା୨(ପି.ଟି.):ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌, ଜାଲ୍‌ ଓ୍ବେବ୍‌ସାଇଟ୍‌ ଭଳି ବେଆଇନ ଆଚରଣ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଣିଛନ୍ତି। ଏଥିରେ ସର୍ବନିମ୍ନ ୩ ବର୍ଷରୁ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ…

ଆଜି ଓଡ଼ିଶାରେ ପହଞ୍ଚିବେ ରାହୁଲ

ଭୁବନେଶ୍ୱର,୬ା୨(ସୁନିତ୍‌ ମିଶ୍ର):ମୋଦି ସରକାରଙ୍କ ଏକଚ୍ଛତ୍ରବାଦ ଶାସନ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି। ଏହି…

ରାମ ମନ୍ଦିର ଆନ୍ଦୋଳନର ଶ୍ରେୟ ନ ନେଇପାରେ ସେଥିପାଇଁ ଷଡଯନ୍ତ୍ର କରି ଖରାପ କଲେ ମୋର ଛବି: ସ୍ବାମୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ,୬।୨: ଶିଷ୍ୟଙ୍କୁ ବଳାତ୍କାର ଅଭିଯୋଗରେ ଏମପି-ଏମଏଲଏ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗଣମାଧ୍ୟମ ଆଗକୁ ଆସିଛନ୍ତି। ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ରାଜନୈତିକ ଷଡଯନ୍ତ୍ରର ଏକ ଅଂଶ ଭାବରେ ତାଙ୍କ ବିରୋଧରେ…

ଆମେ ସମସ୍ତଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଅମିତ ଶାହା

ନୂଆଦିଲ୍ଲୀ,୬।୨: ଭାରତ ସମଗ୍ର ବିଶ୍ୱ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି, କିନ୍ତୁ ଦେଶର ସୀମା ତଥା ନାଗରିକଙ୍କ ସୁରକ୍ଷା ଉପରେ ଆମେ ଆପୋଷ ବୁଝାମଣା କରିବୁ ନାହିଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା କହିଛନ୍ତି, ଭାରତ ଏକ ଦେଶ ଭାବରେ…

ଭଗବାନ ରାମଙ୍କୁ ମନ୍ଦିର ନେଇ ଆସିଲେ ଅଥଚ ନିରବ ମୋଦିଙ୍କୁ ଆଣି ପାରିଲେ ନାହିଁ: ଭାଜପା ଉପରେ ବର୍ଷିଲେ ଦିଗବିଜୟ

ନୂଆଦିଲ୍ଲୀ,୬।୨: କଂଗ୍ରେସ ଏମପି ଦିଗବିଜୟ ସିଂ ପାର୍ଲାମେଣ୍ଟର ଉପର ଗୃହରେ ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)…

ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିରେ ସେ କହିଛନ୍ତି,ଯଦି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ ତେବେ ସାରା ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ ଏବଂ ସଂରକ୍ଷଣ…

କିଙ୍ଗ ଚାର୍ଲସ ତୃତୀୟ କ୍ୟାନସରରେ ପୀଡ଼ିତ, ସୂଚନା ଦେଲା ବକିଙ୍ଗହମ ପ୍ୟାଲେସ

ଲଣ୍ଡନ,୬।୨: ବ୍ରିଟେନର ରାଜା ଚାଲର୍‌ସ ତୃତୀୟ କର୍କଟ ରୋଗରେ ପୀଡିତ ଅଛନ୍ତି। ନିକଟରେ ତାଙ୍କର କର୍କଟ ରୋଗ ହୋଇଥିବା ଜଣାପଡିଛି। ବ୍ରିଟିଶ ରାଜ ପରିବାର ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତିରେ କହିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?