Home

ଗୋଆ ମନ୍ତ୍ରୀ ନୀଲେଶ କବରାଲଙ୍କ ଇସ୍ତଫା…

ପଣଜୀ,୧୯।୧୧ : ଗୋଆ ସରକାରଙ୍କ ମନ୍ତ୍ରୀ ନୀଲେଶ କବରାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଆଲେକ୍ସୋ ସେକିରାଙ୍କୁ ତାଙ୍କ ସ୍ଥାନରେ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି। ସିଏମ ପ୍ରମୋଦ ସାୱନ୍ତ ଏହି ସୂଚନା ଦେଇଛନ୍ତି। ଗତ…

ବିଦେଶରେ ଭାରତୀୟ ମସାଲା ଚା-ପରଟାର ସ୍ବାଦ: ଉଜବେକିସ୍ତାନରେ ଖୋଲିଲା ପ୍ରଥମ ରେଷ୍ଟୁରାଣ୍ଟ…

ନୂଆଦିଲ୍ଲୀ/ସମରକନ୍ଦ,୧୯।୧୧ : ବେଙ୍ଗାଲୋରର ମହମ୍ମଦ ନୌଶାଦ ଇସ୍ପାତ ଶିଳ୍ପରେ କାମ କରିବା ପରେ ଅବସର ନେଇଥିଲେ ଏବଂ ଅବସର ପରେ ତାଙ୍କର ଯୋଜନା ଥିଲା ବିଶ୍ୱ ଭ୍ରମଣ କରିବା କିନ୍ତୁ ତାଙ୍କ ଭାଗ୍ୟରେ ତାଙ୍କର ଆଉ କିଛି ଥିଲା। ପ୍ରକୃତରେ ମହମ୍ମଦ…

ରନ୍‌ ଆଉଟ୍‌, ହିଟ୍‌ ଓ୍ବିକେଟ୍‌,ମ୍ୟାଚ୍‌ ଫିକ୍ସିଂ କହିଲେ ମୋଦି

ଜୟପୁର,୧୯ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଚୁରୁ ଏବଂ ଝୁନ୍‌ଝୁନ୍‌ରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି କିଛି ତେର୍ଚ୍ଛାବାଣ ମାରିଛନ୍ତି। ଏହି ସମୟରେ ସେ ଶାସକ କଂଗ୍ରେସକୁ ‘ରନ୍‌ ଆଉଟ୍‌’, ଓ୍ବିକେଟ ମାରିବା ଏବଂ…

ଭଉଣୀ ଭାଇଙ୍କ ମଧ୍ୟରେ ବିବାହ କରିବାକୁ ଚାହୁଁ ନାହାନ୍ତି ପାକିସ୍ତାନୀ ଯୁବବର୍ଗ…

ଇସଲାମାବାଦ/ଲଣ୍ଡନ,୧୯।୧୧ : ସମାନ ଗୋତ୍ର ଏବଂ ପରିବାର ମଧ୍ୟରେ ବିବାହ କରିବାର ପ୍ରଥା ହିନ୍ଦୁ ଧର୍ମରେ ପ୍ରଚଳିତ ନୁହେଁ, କିନ୍ତୁ ପଡୋଶୀ ଇସଲାମିକ ଦେଶ ପାକିସ୍ତାନରେ ସେପରି କୌଣସି ପରମ୍ପରା ନାହିଁ କିମ୍ବା ସାମାଜିକ ବିଶ୍ୱାସ ନାହିଁ। ବାସ୍ତବରେ, ଇସଲାମରେ, ଏକ…

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌

୨୦୧୧ ଫାଇନାଲ ମ୍ୟାଚରେ ଦୁଇ ଥର ପଡିଥିଲା ଟସ୍‌ ନୂଆଦିଲ୍ଲୀ,୧୯।୧୧: ଆରମ୍ଭ ହୋଇଯାଇଛି ଫାଇନାଲ ମହା ମୁକାବିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ ଟିମ୍‌। ତେବେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୧ରେ…

କ୍ରିକେଟର ଏହି ସବୁ ଫିଲ୍ମ ଦର୍ଶକଙ୍କ ମନରେ ଛାଡିଛି ଛାପ

ମୁମ୍ବାଇ: ଆଉ ମାତ୍ରେ ଘଣ୍ଟାକର ଅପେକ୍ଷା। ଦଳବଳ ସହ ପ୍ରସ୍ତୁତ ରୋହିତ ବାହିନୀ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ହେବ କଡା ଟକ୍କର। କେବଳ ଭାରତୀୟ ନୁହଁନ୍ତି ସାରା ବିଶ୍ୱରେ ଫାଇନାଲ ମ୍ୟାଚ ପାଇଁ କ୍ରେଜ ଦେଖିବାକୁ ମିଳିଛି। ତେବେ…

ମୋଦି କରିବେ ବୋଲିଂ ଶାହା କରିବେ ବ୍ୟାଟିଂ, ଭାଜପା ନେତା ରହିବେ ବାଉଣ୍ଡରୀରେ: ବିଶ୍ୱକପ ଫାଇନାଲ ନେଇ ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୧୯।୧୧ : ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ଫାଇନାଲ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାଜପା ନେତାଙ୍କୁ ସଞ୍ଜୟ ରାଉତକଡ଼ା…

ବିଶ୍ୱକପ ଫାଇନାଲ: ପ୍ରତି ବଲ ଉପରେ କ୍ୟାମେରା ନଜର…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ସାରା ବିଶ୍ୱରୁ ହଜାର ହଜାର ଦର୍ଶକ ଅହମଦାବାଦରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅହମଦାବାଦରେ ପହଞ୍ଚିବେ। ମ୍ୟାଚ ଦେଖିବା ପାଇଁ ଅହମଦାବାଦର ନରେନ୍ଦ୍ର ମୋଦି…

ପୁଣି କ୍ରିକେଟ ରାଜନୀତି: ମୋଦି-ମାର୍ଲେସ ଦେଖିବେ ଫାଇନାଲ ମ୍ୟାଚ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପୁଣି କ୍ରିକେଟ ରାଜନୀତି ଆରମ୍ଭ ହୋଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ରିଚାର୍ଡ…

ଭାରତ ନେବ ୨୦୦୩ର ପ୍ରତିଶୋଧ…

ଜେରୁଜେଲମ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଫାଇନାଲ ୧୯ ନଭେମ୍ବରରେ ଅହମଦାବାଦରେ ଖେଳାଯିବ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ଭାରତୀୟ ଦଳ ସଫଳ ହୋଇଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…

ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ

ଅହମ୍ମଦାବାଦ,୧୯।୧୧: ଆଉ ମାତ୍ର ୨ଘଣ୍ଟାର ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୧୦୦କୋଟି ଭାରତୀୟଙ୍କ ନଜର…

ଜିତିବା ପାଇଁ ସାମିଙ୍କ ମା’ କଲେ ପ୍ରାର୍ଥନା

ଅହମ୍ମଦାବାଦ,୧୯ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହାନ ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ଟିମ୍‌ ଇଣ୍ଡିଆ ଶେଷଥର ପାଇଁ ୨୦୧୧ରେ ବିଶ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri