Home

CBSE Exam: ସିବିଏସ୍‌ଇ ଦଶମ, ଦ୍ୱାଦଶ ଆଡ୍‌ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା…

ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍‌ଇ ଅଫିସିଆଲ ୱେବ୍‌ସାଇଟ cbse.gov.inରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି ପୋର୍ଟାଲରେ…

ସ୍ବାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଈଶା ଦେଓଲ ସ୍ବାମୀ ଭାରତ ଭରତଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୧୨ ବର୍ଷର ବୈବାହିକ ସମ୍ପର୍କ ଉପରେ ଲାଗିଛି ବିରାମ। ତେବେ ଦୁହେଁ ସହମତିରେ ରାସ୍ତା ଅଲଗା କରିଥିବା ଈଶା ସ୍ପଷ୍ଟ କରିଛନ୍ତି। ଛାଡ଼ପତ୍ର ସତ୍ତ୍ୱେ ସେମାନେ…

ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…

ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ ଚୋରମାନେ…

ବର୍ଷିଲା ଭାଜପା: ବାରମିଶା ଚାଉଳରେ ମହାପ୍ରସାଦ ରାନ୍ଧି ଶ୍ରୀମନ୍ଦିର ପରମ୍ପରାକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୬।୨(ସୁନିତ୍‌ ମିଶ୍ର): ପୁରୀ ଶ୍ରୀମନ୍ଦିରରୁ ଗତ ୨ ଦିନ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି, ଯାହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ ପହଞ୍ଚାଇବା ସହ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି। ଏନେଇ ସାରା ଓଡ଼ିଶାରେ…

ମିଳିଲାନି ଅଧିନାୟକତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ କୋଚଙ୍କ ଉପରେ ରାଗିଲେ ରୋହିତଙ୍କ ସ୍ତ୍ରୀ…

କୋଲକାତା,୬।୨ : ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂତନ ଅଧିନାୟକ କରିଛି। ଯାହା ପରେ ବର୍ତ୍ତମାନ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସାଜଦେହ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କ…

ନାବାଳିକା ବଳାତ୍କାର ମାମଲାରେ ଫସିଲେ ଭାରତୀୟ ହକି ଟିମ୍‌ର ଏହି ଖେଳାଳି, ବିବାହର ପ୍ରତିଶ୍ରୁତି ଦେଇ…

ନୂଆଦିଲ୍ଲୀ,୬।୨: ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ୍‌ ବଳାତ୍କାର ଏବଂ ପୋକ୍‌ସୋ ଧାରାରେ ମାମଲା…

OAVET Result: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ, ଜାଣନ୍ତୁ କିଭଳି ଜାଣିବେ…

କଟକ,୬।୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ OAVET ସହିତ ଓ ମାଇନିଂ ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OMAVET)…

ICC Champions Trophy 2025 : ପାକିସ୍ତାନକୁ ଝଟକା, ହୋଷ୍ଟିଂ ଛଡ଼ାଇ ନିଆଯିବା ଆଶଙ୍କା…

ଇସଲାମାବାଦ,୬।୨ : ମିନି ବିଶ୍ୱକପ କୁହାଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖିବାକୁ ମିଳିବ। ଏଥର ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। କଳ୍ପନାଜଳ୍ପନା ରହିଛି ଆଇସିସି ପାକିସ୍ତାନରୁ ଚାମ୍ପିଅନ୍ସ ଟ୍ରଫିର ହୋଷ୍ଟିଂ…

କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା

ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ ଭାଜପା…

Paytm Crisis: କିଭଳି ବନ୍ଦ କରିବେ ନିଜର ପେଟିଏମ୍‌ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଉପାୟ…

ନୂଆଦିଲ୍ଲୀ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ର ଅଡ଼ୁଆ ବଢ଼ିବାରେ ଲାଗିଛି। ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌କୁ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍‌ ସାଧନ, ଓ୍ବାଲେଟ୍‌ ଏବଂ ଫାଷ୍ଟଟ୍ୟାଗ୍‌ରେ ଫେବୃଆରୀ ୨୯ ୨୦୨୪ ଠାରୁ ଟପ୍‌ଅପ୍‌ ସ୍ବୀକାର ନକରିବାକୁ ନିର୍ଦ୍ଦେଶ…

ରାତାରାତି ସାଇ ପଲ୍ଲବୀଙ୍କୁ ରିପ୍ଲେସ୍‌ କଲେ ଏହି ଷ୍ଟାରକିଡ୍‌!

ବମ୍ବେ: ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଆସୁଛି। ଫିଲ୍ମର ଷ୍ଟାରକାଷ୍ଟକୁ ନେଇ କିଛି ନା କିଛି ଅପ୍‌ଡେଟ୍‌ ସାମ୍ନାକୁ ଆସୁଛି। ଏଥିରେ ଅଭିନେତା ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ…

Supreme Court on Surrogacy: ବିନା ବିବାହରେ ସନ୍ତାନ ନେଇ ସୁପ୍ରିମକୋର୍ଟ ବଡ଼ ରାୟ, ସରୋଗେସିକୁ ଅନୁମତି ନାହିଁ…

ନୂଆଦିଲ୍ଲୀ,୬।୨ : ବିନା ବିବାହରେ ସରୋଗେସି ମାଧ୍ୟମରେ ଜଣେ ମହିଳା ହେବାର ମାତା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଆମେ ଏହି ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭଳି କରିପାରିବୁ ନାହିଁ। ଏହି ପ୍ରସଙ୍ଗରେ ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?