Home

ଏବେ ଗାଁରେ ମିଳିବ ସିକଲସେଲ ଆନିମିଆ-ଜଳାତଙ୍କ ଔଷଧ: କେନ୍ଦ୍ର ସରକାର କିଣିବା ଆରମ୍ଭ କଲେ…

ନୂଆଦିଲ୍ଲୀ,୨୫।୧ : ଜେନେଟିକ ରୋଗ ସିକଲସେଲ ଆନିମିଆ ଏବଂ ଜଳାତଙ୍କ ସଂକ୍ରମଣ ସମ୍ବନ୍ଧୀୟ ଜରୁରୀ ଔଷଧ ତାଲିକାରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ନୂତନ ତାଲିକା ଅନୁଯାୟୀ ପ୍ରତ୍ୟେକ ଜିଲା ଏବଂ ଉପ-ଜିଲା ଡାକ୍ତରଖାନାରେ ହେମୋଫିଲିଆ ଔଷଧ ଉପଲବ୍ଧ ହେବ। ରକ୍ତ…

ମିଳୁନି ଆବାସ: ଭଙ୍ଗା ଚାଳଘରେ ବିତୁଛି ଭାଗୀରଥିଙ୍କ ଦିନ

ଆଳି, ୨୫ା୧(ବନମାଳୀ ସେନାପତି ): କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶହଶହ ଯୋଜନା କରୁଛନ୍ତି। ତାହା ସମାଜର ଶେଷତମ ଲୋକ ପାଖରେ ପହଞ୍ଚିଲା କି ନାହିଁ ତାହା ଦେଖିବା ଯେଉଁମାନଙ୍କର ଦାୟିତ୍ୱ ସେମାନେ କିନ୍ତୁ ଉଦାସୀନ। ତେଣୁ କେନ୍ଦ୍ରାପଡ଼ା ଜିଲା…

ସମ୍ବଲପୁର ଚାମ୍ପିୟନ

ଭୁବନେଶ୍ୱର,୨୫ା୧(ସରୋଜ ଜେନା) : କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଇଷ୍ଟଜୋନ୍‌ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ହକି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଉତ୍ତରପ୍ରଦେଶର ବୀର ବାହାଦୁର ସିଂ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାଞ୍ଚି ବିଶ୍ୱବିଦ୍ୟାଳୟ ତୃତୀୟ…

ବୋପାନ୍ନା ନମ୍ବର ଓ୍ବାନ୍‌

ମେଲବୋର୍ନ,୨୫ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତର ରୋହନ ବୋପାନ୍ନା ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି। ଏହା ସହ ସେ ୪୩ ବର୍ଷରେ ବିଶ୍ୱର ବୟସ୍କ ଖେଳାଳି ଭାବରେ ଏକ ନମ୍ବର…

ସେମିରେ ମେଡ୍‌ଭେଡେଭ୍‌, ୟାସ୍ତ୍ରେମସ୍କା

ମେଲବୋର୍ନ,୨୫ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ ୨୦୨୪ର ସେମି ଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ ହୋଇଛି। ବୁଧବାର ସମସ୍ତ କ୍ୱାର୍ଟର ଫାଇନାଲ ଶେଷ ହେବା ସହ ସେମିରେ ପ୍ରବେଶ କରିଛନ୍ତି ଡାନିଲ ମେଡଭେଡେଭ,ଆଲେକଜାଣ୍ଡାର ଜେଭରେଭ୍‌, କ୍ୱିନଓ୍ବେନ ଝେଙ୍ଗ ଓ ଦାୟନା ୟାସ୍ତ୍ରେମସ୍କା। ପୁରୁଷ ସିଙ୍ଗିଲ୍ସରେ ୩…

କିକ୍‌ଷ୍ଟାର୍ଟ ସହ ପଏଣ୍ଟ ବାଣ୍ଟିଲା ଓଏଫ୍‌ସି

ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ନିଜର ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ବେଙ୍ଗାଲୁରୁ ଫୁଟବଲ ଷ୍ଟାଡିୟମରେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ବିପକ୍ଷରେ ଦଳ ୦-୦ରେ ଏହାର ମ୍ୟାଚ୍‌ ଅମୀମାଂସିତ ରଖିଛି। ଏହା ସହିତ ଦଳ ପଏଣ୍ଟ…

ଜବତ ଖଣିଜକୁ ମିଳୁନି ପରିବହନ ଅନୁମତି, ରାଜସ୍ବ ହରାଉଛନ୍ତି ସରକାର

ଯୋଡ଼ା,୨୫ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦୁଇଟି ରେଳ ସାଇଡିଂରୁ ଦାବିଦାର ନ ଥିବା ଲୁହାପଥରକୁ ଗତ ଡିସେମ୍ବରରେ ଖଣି ବିଭାଗ ଜବତ କରିଥିଲା। ଇତି ମଧ୍ୟରେ ତାହା ନିଲାମ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ…

ଫାଇନାଲରେ ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର,୨୫ା୧(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍‌ ଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ ଏଫ୍‌ସି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଦଳ ଜାମସେଦପୁର ଏଫ୍‌ସିକୁ ୨-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ମ୍ୟାଚ୍‌ର କୋଲକାତା ଡର୍ବି…

କୃତୀ ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ଦି ଉତ୍କଳ ୟୁନିକର୍ନସ ରୋଲର ସ୍ପୋଟର୍‌ସ ଏକାଡେମୀ ତରଫରୁ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଭାରତୀ ବିଦ୍ୟାଭବନ ଅଡିଟୋରିୟମରେ ୭୦ କୃତୀ ସ୍କେଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଡି ଗୋଏଙ୍କା ପବ୍ଲିକ ସ୍କୁଲର ସିଇଓ ମୁଖ୍ୟ ଅତିଥି…

କିଟ୍‌ ରଗ୍‌ବୀ ପୁରୁଷ ୭ଏସ୍‌ ଟିମ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ମୋହଲିଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ୟୁନିଭର୍ସିଟି ରଗ୍‌ବୀ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିଜ, ନୂଆଦିଲ୍ଲୀ ଅଧୀନରେ ଚଣ୍ଡିଗଡ଼ ୟୁନିଭର୍ସିଟି ଦ୍ୱାରା ଆୟୋଜିତ ଏହି ଇଭେଣ୍ଟରେ ରୌପ୍ୟ ପଦକ…

ବାଜ୍‌ବଲ୍‌କୁ ହରାଇବା ଲକ୍ଷ୍ୟରେ ଭାରତୀୟ ସ୍ପିନର

ହାଇଦ୍ରାବାଦ,୨୫ା୧(ପି.ଟି.): ଘରୋଇ ମାଟିରେ ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ। ବିଗତ ୧୨ ବର୍ଷ ମଧ୍ୟରେ ଏହା କୌଣସି ଘରୋଇ ସିରିଜରେ ପରାଜିତ ହୋଇନାହିଁ। ଇଂଲଣ୍ଡ ନିଜର ଚିରାଚରିତ ବାଜ୍‌ବଲ୍‌ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କ ଭରସାରେ…

ରିଲାଏନ୍ସ ଡିଜିଟାଲରେ ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୨୫।୧: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ (ରିପବ୍ଲିକ୍‌ ଡେ) ଉପଲକ୍ଷେ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ କରାଯାଇଛି। ଏହି ସେଲ୍‌ ୨୦୨୪ ଜାନୁଆରୀ ୨୮ ପର୍ଯ୍ୟନ୍ତ ଦେଶର ସମସ୍ତ ରିଲାଏନ୍ସ ଡିଜିଟାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri