Home

ଅଡୁଆରେ ଉଦୟନିଧି, ଡ୍ରଗ୍ସ ସ୍ମଗଲିଂ ମାମଲାରେ ଇଡି ଦାଖଲ କଲା ମନି ଲଣ୍ଡରିଂ କେସ

ନୂଆଦିଲ୍ଲୀ,୧୦।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ପୁଅ ଉଦୟନିଧିଙ୍କ ସମସ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଟଙ୍କା ହେରଫେର ବା ମନି ଲଣ୍ଡରିଂ ମାମଲା ରୁଜୁ କରିଛି। କେନ୍ଦ୍ରୀୟ ଏଜେନ୍ସି…

ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିଲା ରୁଷିଆ, ମୋଦିଙ୍କ ହସ୍ତକ୍ଷେପ ପରେ ପ୍ଲାନ ବଦଳାଇଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ,୧୦।୩: ୨୦୨୨ରେ ରୁଷିଆ-ୟୁକ୍ରେନ ବିବାଦ ବା ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା କ୍ୱିଭରେ ମସ୍କୋ ଦ୍ୱାରା ଆଣବିକ ଆକ୍ରମଣର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉଦ୍ଧେଶ୍ୟରେ…

‘ପିଏମଓର ମେସେଜ, ଡରୁଛନ୍ତି ମମତା’, ସମସ୍ତ ୪୨ ଆସନ ପାଇଁ ଟିଏମସି ପ୍ରାର୍ଥୀ ଘୋଷଣା ପରେ ଗର୍ଜିଲେ ଅଧିର ରଞ୍ଜନ

କୋଲକାତା,୧୦।୩: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ୪୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହା ସହ ରାଜ୍ୟରେ କଂଗ୍ରେସ ସହ ଟିଏମସିର ମିଳିତ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଶେଷ ହୋଇଛି। ଟିଏମସି ତାଲିକା…

ପଞ୍ଜାବରେ ବି ଫାଇନାଲ! ଭାଜପାକୁ ମିଳିପାରେ ନୂଆ ସହଯୋଗୀ, ଖୁବଶୀଘ୍ର ହେବ ମେଣ୍ଟ ଘୋଷଣା

ନୂଆଦିଲ୍ଲୀ,୧୦।୩: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ମେଣ୍ଟ ହେବାର ଦୃଢ ସମ୍ଭାବନା ରହିଛି। ଯଦି ଉଭୟଙ୍କ ମଧ୍ୟରେ ଏକ ମେଣ୍ଟ ହୁଏ, ତେବେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ନିଶ୍ଚିତ…

ସରକାରଙ୍କ ଉପରେ ପଡୁଛି ଚାପ: କୃଷକଙ୍କ ରେଳରୋକୋ

ଚଣ୍ଡିଗଡ଼,୧୦।୩:ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ନିମନ୍ତେ ଚାପ ପକାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା(ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚାର ଆହ୍ବାନ କ୍ରମେ ପଞ୍ଜାବରେ ରବିବାର…

ମାର୍ଚ୍ଚ ୧୫ରେ ଦୁଇ ନିର୍ବାଚନ କମିଶନଙ୍କ ହୋଇପାରେ ନିଯୁକ୍ତି, ୧୪ରେ ଡକାଯାଇଛି କମିଟି ବୈଠକ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ୧୪ରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ବୈଠକ କରିପାରନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ରବିବାର (ମାର୍ଚ୍ଚ ୧୦) ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୧୫ ସୁଦ୍ଧା ଦୁଇଜଣ…

ମେଣ୍ଟକୁ ନେଇ ମତ ଦୋହରାଇଲେ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ

ଭୁବନେଶ୍ୱର,୧୦।୩: ଭାଜପା ଏବଂ ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ଭାଜପା ନେତୃତ୍ୱକୁ ପୁଣି ଦିଲ୍ଲୀରୁ ଡାକରା ଆସିଛି। ଡାକରା ପାଇ ରାଜ୍ୟ ଭାଜପା ନେତୃତ୍ୱ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସେଠାରେ ମେଣ୍ଟ ନେଇ ଆଲୋଚନା ହେବ ନା କେବଳ ପ୍ରାର୍ଥୀଙ୍କ…

ଦିଲ୍ଲୀରୁ ଆସିଲା ଡାକରା: ପ୍ରଭାରୀଙ୍କ ସହ ଦିଲ୍ଲୀ ଗଲେ ରାଜ୍ୟ ଭାଜପା ନେତୃତ୍ୱ

ଭୁବନେଶ୍ୱର,୧୦।୩: ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଚର୍ଚ୍ଚା ଭିତରେ ରାଜ୍ୟ ଭାଜପା ନେତୃତ୍ୱକୁ ପୁଣି ଦିଲ୍ଲୀରୁ ଡାକରା ଆସିଛି। ଡାକରା ପାଇ ରାଜ୍ୟ ଭାଜପା ନେତୃତ୍ୱ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଏଥିରେ ଭାଜପା…

କିଏ ମାରିବ ବାଜି? ସମ୍ପତ୍ତି ମାମଲାରେ ଅଧିର ରଞ୍ଜନଙ୍କଠାରୁ ୨୫ ଗୁଣା ଅଧିକ ଧନୀ କ୍ରିକେଟର, ଜାଣନ୍ତୁ ନେଟଓ୍ବର୍ଥ

ନୂଆଦିଲ୍ଲୀ,୧୦।୩: ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ତ୍ରିଣମୂଳ କଂଗ୍ରେସ (ଟିଏମସି) ଏକ ବଡ ଚ୍ୟାଲେଞ୍ଜ ନେଇ ବାହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହା ସମ୍ଭବ ଯେ…

ମୁଖ୍ୟମନ୍ତ୍ରୀଙ୍କ ‘ମିଛ ଓ ଗୁଜବ’ ମନ୍ତବ୍ୟକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ମନମୋହନ ସାମଲ

ଭୁବନେଶ୍ୱର,୧୦।୩(ଅସମାପିକା ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ତାଙ୍କର ସୋସିଆଲ ମିଡିଆରେ ଏହି ଭିଡିଓ ଶେୟାର କରିଛନ୍ତି। ଏଥିରେ…

ମେଣ୍ଟକୁ ନେଇ ପୁଣି ମୁହଁ ଖୋଲିଲେ ମନମୋହନ

ଭୁବନେଶ୍ୱର,୧୦।୩(ଅସମାପିକା ସାହୁ): ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛ। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ଏସବୁ ଭିତରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟକୁ ନେଇ…

କିଶୋର ମାଝି ହତ୍ୟାକାଣ୍ଡର ଅଭିଯୁକ୍ତ ଫେରାର, ସହଯୋଗୀ ଗିରଫ

ତୁମୁଡ଼ିବନ୍ଧ,୧୦ା୩(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚୟତର ସୁଲେରେଜୁ ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ଅର୍ତ୍ତା ବାଲି ଗ୍ରାମର କିଶୋର ମାଝି ଗତ ଶୁକ୍ରବାର ନିଜ ମାମୁଘର ଗାଁ ସୁଲେରେଜୁ ଆସିଥିଲେ ବାହାଘର ଭୋଜି ପାଇଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?