Home

ହଠାତ୍‌ ପୁରୁଣା ମହିଳା ବନ୍ଧୁଙ୍କୁ ଦେଖି ଆଲିଙ୍ଗନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୧।୩: ବହୁ ବର୍ଷ ପରେ ପୁନର୍ବାର ପୁରୁଣା ବନ୍ଧୁମାନଙ୍କୁ ଭେଟିବା ଅତ୍ୟନ୍ତ ସ୍ବତନ୍ତ୍ର। ନିକଟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ରିପବ୍ଲିକ ସମିଟ୍‌ ୨୦୨୪ରେ ଅଧିବେଶନ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ପୁରୁଣା ମହିଳା ବନ୍ଧୁଙ୍କୁ ଭେଟିଥିଲେ। କେବଳ ଏତିକି…

ମାତ୍ର ୧୬ ରନରେ ଅଲଆଉଟ୍‌ ହେଲା ଏହି ଦଳ, କୌଣସି ବ୍ୟାଟ୍ସମ୍ୟାନ କରିପାରିଲେ ନାହିଁ ୫ ରନ ସ୍କୋର

ନୂଆଦିଲ୍ଲୀ,୧୧।୩: ଗତ ବର୍ଷେ ମଧ୍ୟରେ ଅନେକ ଥର ଫାଇନାଲ ମ୍ୟାଚରେ ଦଳର ବ୍ୟାଟିଂ କ୍ରମର ଫ୍ଲପ ଦେଖିବାକୁ ମଳିଛି। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ଏସିଆ କପ ୨୦୨୩ର ଫାଇନାଲ। ଶ୍ରୀଲଙ୍କାର ବ୍ୟାଟିଂ ଲାଇନ ଅପ୍‌ ଫ୍ଲପ ପ୍ରମାଣିତ ହୋଇଥିଲା। ଏସିଆ…

ଇଲୋକ୍ଟ୍ରାଲ ବଣ୍ଡ ମାମଲାରେ ଏସବିଆଇ ମାଗିଲା ସମୟ, ସୁପ୍ରିମକୋର୍ଟ କହିଲେ ଲଫାପା ଖୋଲ ଡାଟା ଦିଅ

ନୂଆଦିଲ୍ଲୀ,୧୧।୩: ସୋମବାର ଅର୍ଥାତ୍‌ ମାର୍ଚ୍ଚ ୧୧, ୨୦୨୪ ନିର୍ବାଚନ ବା ଇଲୋକ୍ଟ୍ରାଲ ବଣ୍ଡ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଯେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସବିଶେଷ ତଥ୍ୟ ଦେବାକୁ ଅଧିକ ସମୟ ମାଗିଥିଲା, ସୁପ୍ରିମକୋର୍ଟ ପଚାରିଥିଲେ ଏହି…

କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା କାର୍‌

ତିହିଡ଼ି,୧୧ା୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ସୋମବାର ପୂର୍ବାହ୍ନରେ କାର୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ ଏବଂ ସେ ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା, ଅଳିଆ ଗଦାରୁ ମିଳିଲା ମୃତଦେହ

ସିଡନୀ/ନୂଆଦିଲ୍ଲୀ,୧୧।୩: ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘଟଣା ହେଲା ଅଷ୍ଟ୍ରେଲିଆରେ ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ଚୈତନ୍ୟା ମଧାଗାନୀଙ୍କୁ ହତ୍ୟା କରାଯାଇଛି। ସେ ତାଙ୍କ ସ୍ବାମୀ…

ନୂଆ ଆଇନ ଆଧାରରେ ନ ହେଉ ନିର୍ବାଚନ କମିଶନଙ୍କ ନିଯୁକ୍ତି, କଂଗ୍ରେସ ନେତାଙ୍କ ଆବେଦନ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଦୁଇଟି ଖାଲି ପଦବୀ ପୂରଣ ପାଇଁ ଖୁବ ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସେପଟେ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଏକ ପିଟିସନ ଦାଖଲ କରାଯାଇଛି। ନୂତନ ଆଇନ ନିର୍ବାଚନ…

ବିଶ୍ୱ କ୍ରିକେଟ୍‌ରେ ଭାରତର ଦବ୍‌ଦବା ଜାରି: ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୧।୩: ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ…

ସବୁଠାରୁ କମ ବୟସରେ ଓସ୍କାର ଜିତି ରେକର୍ଡ କଲେ ଭଉଣୀ-ଭାଇ

ଓ୍ବାଶିଂଟନ,୧୦।୩: ଦୁନିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଓସ୍କାର ଉପରେ ସମସ୍ତଙ୍କ ନଜର ସବୁବେଳେ ରହିଥାଏ। ଏଥର ୯୬ ତମ ଏକାଡେମୀ ପୁରସ୍କାର ଅନେକ କ୍ଷେତ୍ରରେ ସ୍ବତନ୍ତ୍ର ଏବଂ ଭିନ୍ନ ହୋଇଛି। ଏହାର ଗୋଟିଏ କାରଣ ହେଉଛି ବିଜେତା। ଏଥର ଅନେକ ଲୋକଙ୍କୁ…

ଡିଏ ବଢ଼ାଇଲେ ରାଜ୍ୟ ସରକାର

ଲକ୍ଷ୍ନୌ,୧୧ା୩: ହୋଲି ପୂର୍ବରୁ ରାଜ୍ୟ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ରାଜ୍ୟ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ଡିଏରେ…

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

କେପଟାଉନ୍‌,୧୧।୩: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ତାଙ୍କ ଗର୍ଲଫ୍ରେଣ୍ଡ କାମିଲା ହାରିସଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ମିଲର ସୋସିଆଲ ମିଡିଆରେ ବିବାହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏକ ଛୋଟ ପାର୍ଟି…

ବଡ଼ ଘୋଷଣା: ଶିଶୁ ଜନ୍ମ ହେଲେ ୧୦,୮୦୦ ଟଙ୍କାର ଫିକ୍ସଡ ଡିପୋଜିଟ୍‌ କରିବେ ସରକାର

ଗ୍ୟାଙ୍ଗଟକ୍‌,୧୧।୩: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦ ଟଙ୍କା ଜମା କରିବେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ‘ସିକ୍କିମ…

ଡ୍ରୋନ୍‌ ଦିଦି ଯୋଜନାରେ ପୂରଣ ହେବ ମହିଳାଙ୍କ ସ୍ବପ୍ନ, କେନ୍ଦ୍ର ସରକାର ଟ୍ରେନିଂ ସହ ଦେବେ ଦରମା

ନୂଆଦିଲ୍ଲୀ,୧୧।୩: ଦେଶରେ ମହିଳା ସଶକ୍ତିକରଣ ତଥା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ସେ କ୍ରମାଗତ ଭାବରେ ଏହିପରି ଅନେକ ଯୋଜନା ଆରମ୍ଭ କରୁଛନ୍ତି, ଯାହା ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ନିଜର ପରିଚୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?