Home

ଟି ୨୦ ଓ୍ବାର୍ଲଡ କପ ଟିମ୍‌ରେ ବିରାଟ କୋହଲିଙ୍କୁ ମିଳିବ ନାହିଁ ସ୍ଥାନ!

ନୂଆଦିଲ୍ଲୀ,୧୨।୩: ବିରାଟ କୋହଲିଙ୍କ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଜୁନରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପରୁ ତାଙ୍କ କାର୍ଡ ହଟାଯାଇପାରେ। ୨୦୨୨ରେ ଖେଳାଯାଇଥିବା ଟି -୨୦ ବିଶ୍ୱକପରେ ବିରାଟ ଭାରତ ପାଇଁ ଏକ…

ସିଟ୍‌ ବିଜେଡି ହାତରେ ପଡ଼ୁ

ଭଦ୍ରକ, ୧୨।୩ (ରବିନାରାୟଣ ଖିଲାର):ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ଦ୍ୱନ୍ଦ୍ୱରେ। କେତେକେ ମେଣ୍ଟ ଚାହୁଁ ଥିବାବେଳେ ଅଧିକାଂଶ ସପକ୍ଷରେ ନାହାନ୍ତି। ଏଭଳିସ୍ଥଳେ ଭଦ୍ରକ ବିଜେଡି ଲୋକ ସଭା ଆସନକୁ ଅକ୍ତିଆର କରିବା ପାଇଁ ରାଜ୍ୟ ମୁଖିଆଙ୍କୁ ଅବଗତ କରାଇଛନ୍ତି। ଜିଲାର ୫ ବିଧାନସଭା…

ମୁଁ ରେଳ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି: ମୋଦି

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ଭାରତୀୟ ରେଳ ପକ୍ଷରୁ ୪୧ ବନ୍ଦେ ଭାରତ ଏକ୍ସପ୍ରେସ୍‌…

ଭାଜପା-ଜେଜେପି ମେଣ୍ଟ ଭାଙ୍ଗିଲା: ନୂଆ ସରକାର ଗଠନ ସମ୍ଭବ

ଚଣ୍ଡିଗଡ,୧୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଭାଜପା-ଜେଜେପି ମିଳିତ ମେଣ୍ଟ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ଏକ ନୂତନ ସରକାର ଗଠନ ସମ୍ଭବ। ଆଜି ବିଧାନସଭା ପାର୍ଟି ବୈଠକରେ ଏହା ଘୋଷଣା କରାଯିବ। ଏହା ପରେ ଗ୍ରୁପ କ୍ୟାବିନେଟ ଇସ୍ତଫା ଦେବେ।…

ସିଏଏ କ’ଣ, କାହାକୁ ମିଳିବ ନାଗରିକତ୍ୱ, କେମିତି ହେବ ଆବେଦନ: ସମସ୍ତ ପ୍ରକ୍ରିୟା ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୩ :ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଦେଶରେ ବିବାଦୀୟ ନାଗରିତ୍ୱ(ସଂଶୋଧନ) ଆଇନ (ସିଏଏ) ଲାଗୁ ପାଇଁ ନିୟମାବଳୀର ବିଜ୍ଞପ୍ତି ଜାରି ହୋଇଛି। ଫଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବିନା କାଗଜପତ୍ରରେ…

ଓଡ଼ିଶାକୁ ମୋଦିଙ୍କ ଉପହାର: ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଓଡ଼ିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ…

ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ,୧୨।୩: ଚଣ୍ଡିଗଡ ହରିୟାଣା ରାଜନୀତିରୁ ଏକ ବଡ ଖବର ଆସିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇପାରନ୍ତି। ବର୍ତ୍ତମାନ ସଞ୍ଜୟ ଭାଟିଆ ଏବଂ ନାଏବ ସୌନି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ହରିୟାଣା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇପାରେ ବୋଲି ଏକ…

ଆଇପିଏଲ୍‌ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଚିନ୍ତା

ନୂଆଦିଲ୍ଲୀ,୧୨।୩: ମାର୍ଚ୍ଚ ୨୨ ରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୪ରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ଟୁର୍ନାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ…

‘ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’

ବାରିପଦା,୧୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଭୂମିହୀନଙ୍କୁ ଜମିପଟ୍ଟା ଯୋଗାଇ ଦେବା ଦାବିରେ ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତର ଶତାଧିକ ଜନସାଧାରଣ ସୋମବାର ରାସ୍ତାରୋକୋ…

କାର୍ଡ ବାଣ୍ଟିଲେ ବିଧାୟକ

ବାସୁଦେବପୁର,୧୨ା୩(ନାରାୟଣ ପ୍ରସାଦ ବାରିକ୍‌):ବାସୁଦେବପୁର ନୀଳମଣି ଟାଉନହଲ୍‌ରେ ବ୍ଲକ ପ୍ରଶାସନ ପକ୍ଷରୁ ବିଏସ୍‌କଓ୍ବୋଇ ନବୀନ କାର୍ଡ ବଣ୍ଟନ ଉତ୍ସବ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ୨୦ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ। ଏହା…

କଂଗ୍ରେସ ପାଇଁ ବଢିଲା ସମସ୍ୟା, ନିର୍ବାଚନ ଲଢିବେ ନାହିଁ ମଲ୍ଲିକାର୍ଜୁନ ଖାର୍ଗେ, ସାମ୍ନାକୁ ଆସିଲା ଏହି କାରଣ

ନୂଆଦିଲ୍ଲୀ,୧୨।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ସମସ୍ୟା ବଢିପାରେ। କାରଣ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାଗେର୍ର୍ ଏଥର ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିପାରନ୍ତି। ଚର୍ଚ୍ଚା ହେଉଛି ଯେ ଏଥର ତାଙ୍କୁ ରାଜନୈତିକ ମଇଦାନରେ ଦେଖିବାକୁ ମିଳିବ…

‘କ୍ୟାନ୍‌ସରକୁ ପ୍ରତିହତ କରିବ ଏଚ୍‌ପିଭି ଟିକା’

କଟକ,୧୨ା୩(ଶିଳ୍ପା ପ୍ରିୟଦର୍ଶିନୀ):କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ(ଏଏଚ୍‌ପିଜିଆଇସି)ର ସ୍ତ୍ରୀ କର୍କଟ ରୋଗ ବିଭାଗ ଏବଂ ଏବିସି ଫାଉଣ୍ଡେଶନର ମିଳିତ ସହଯୋଗରେ ଚତୁର୍ଦ୍ଦଶ ବିଶ୍ୱ କର୍କଟ ସର୍ଭିକ୍ସ ନିରାକରଣ ଦିବସ ଏଏଚ୍‌ପିଜିଆଇସିରେ ସୋମବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?