Home

ଉତ୍ସବମୁଖର ହୋଟେଲ ଶିଳ୍ପ

ଭୁବନେଶ୍ୱର,୨୬।୧୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ବଡ଼ଦିନ (ଖ୍ରୀଷ୍ଟମାସ)ଠାରୁ ଆରମ୍ଭ କରି ନବବର୍ଷ (୨୦୨୪ ବର୍ଷ)ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ହୋଟେଲ ଶିଳ୍ପ ଉତ୍ସବ ମୁଖର ହୋଇଉଠିଛି। ଏପରିକି ଉଭୟ ବିଦେଶୀ ଓ ସ୍ବଦେଶୀ ପର୍ଯ୍ୟଟକଙ୍କ ସହ…

ଖ୍ରୀଷ୍ଟମାସରେ ପିଇଗଲେ ୧୫୪ କୋଟି ଟଙ୍କାର ମଦ

ଥିରୁଭାନନ୍ତପୁରମ,୨୬।୧୨: ଭାରତରେ ଯେକୌଣସି ପର୍ବ ପାଇଁ ପ୍ରସ୍ତୁତି ଏହା ଆସିବାର ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ଲୋକମାନେ ପର୍ବ ସମୟରେ ବହୁତ ସପିଂ କରନ୍ତି ଏବଂ ଏହାର ପ୍ରଭାବ ବଜାରରେ ମଧ୍ୟ ଦୃଶ୍ୟମାନ ହୁଏ। ଚଳିତ ବର୍ଷ ଖ୍ରୀଷ୍ଟମାସ ସମୟରେ ମଧ୍ୟ…

୫୦ କି.ମି. ଦୌଡ଼ିଲେ ମିଳିବ ବୋନସ

ବେଜିଂ: ପ୍ରତ୍ୟେକ କମ୍ପାନୀରେ କର୍ମଚାରୀଙ୍କ କାମ ଅନୁସାରେ ବୋନସ୍‌ ମିଳିଥାଏ। ଏଥିପାଇଁ ବିଭିନ୍ନ କମ୍ପାନୀର ଭିନ୍ନ ଭିନ୍ନ ନିୟମ ମଧ୍ୟ ରହିଛି। ତେବେ ଚାଇନାର ଏକ କମ୍ପାନୀ ତା’ର ନିୟମରେ ଏପରି ପରିବର୍ତ୍ତନ କରିଛି, ଯାହା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ମୁତାବକ,…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ସେଞ୍ଚୁରିଅନ,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ସିରିଜ ଏବଂ ପରେ ଦିନିକି ସିରିଜ ଜିତିଥିଲା। ବର୍ତ୍ତମାନ ଟେଷ୍ଟ ସିରିଜରେ ଇତିହାସ…

ସେନା ହାଜତରେ ୩ ନାଗରିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ

ଜମ୍ମୁ/ଶ୍ରୀନଗର,୨୬ା୧୨: ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ ହେବା ପରେ ସେନା ୩ ଜଣଙ୍କୁ ଜେରା ପାଇଁ ଉଠାଇନେଇଥିଲା। ସେମାନଙ୍କର ମୃତଦେହ ମିଳିବା ପରେ ସୈନ୍ୟମାନେ ସେମାନଙ୍କୁ ଜେରା ବେଳେ ମାଡ଼ ମାରି ହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଥିଲେ। ନାଗରିକ ହତ୍ୟା…

ପ୍ରଥମ ଶିଳା ଖୋଦେଇ କରିଥିବା କାରିଗରଙ୍କୁ ଆମନ୍ତ୍ରଣ

ଲକ୍ଷ୍ନୌ,୨୬ା୧୨: ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଶିଳା ଖୋଦେଇ କରିଥିବା କାରିଗର ଅନ୍ନୁଭାଇ ସୋମପୁରା ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନ୍ନୁଭାଇଙ୍କୁ ଆମନ୍ତ୍ରଣ…

ଟି-୨୦ ବିଶ୍ୱକପ୍‌ ଖେଳିବେ କି ରୋହିତ ଶର୍ମା: ଜାଣନ୍ତୁ ଏନେଇ କ’ଣ କହିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୪ ଖେଳିବା ବିଷୟରେ ନିଜ ମତ ରଖିଛନ୍ତି। ରୋହିତ କହିଛନ୍ତି, କ୍ରିକେଟ ଖେଳିବାକୁ ଏକ ଇଚ୍ଛା ଅଛି। ସମସ୍ତେ ଭଲ କରିବାକୁ ଏବଂ ସମସ୍ତ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି। ମୁଁ ଟି-୨୦…

ଜିଓର ନ୍ୟୁୟର ପ୍ଲାନ, ମାତ୍ର ୮ ଟଙ୍କାରେ ମିଳିବ ବର୍ଷ ଯାକର ଅନଲିମିଟେଡ ୫ଜି ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ରିଲାଏନ୍ସ ଜିଓ ବର୍ଷ ଶେଷ ପୂର୍ବରୁ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ‘ନୂଆ ବର୍ଷ ଯୋଜନା’ ଆରମ୍ଭ କରିଛି । ଏହି ଯୋଜନାର ଦୈନିକ ଖର୍ଚ୍ଚ ହେଉଛି ମାତ୍ର ୮.୨୧ ଟଙ୍କା। ଶୁଭ ନୂତନ…

ଦେଶରେ ୬୩ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଭାରତରେ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଦ୍ଧା ୬୩ରେ ପହଞ୍ଚତ୍ଛି। ସେଥିରୁ କେବଳ ଗୋଆରେ ୩୪ ଜଣ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହରାଷ୍ଟ୍ରରେ ୯ ଜେଏନ୍‌.୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କର୍ନାଟକରେ ୮, କେରଳରେ…

ଜୀବନକାଳକୁ ଆକଳନ କରିପାରିବ ଏଆଇ ମଡେଲ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଗବେଷକମାନେ ଏଭଳି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବିକଶିତ କରିଛନ୍ତି, ଯାହା ମାନବର ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଓ ଆୟ ସମ୍ପର୍କିତ ଇତିହାସ ସମ୍ପର୍କରେ ଜଣାଇଦେବ। ଜଣେ ବ୍ୟକ୍ତିର ସମଗ୍ର ଜୀବନର ସବୁକିଛି ଏହା ପୂର୍ବାନୁମାନ କରିପାରିବ ବୋଲି ଗବେଷକମାନେ…

ଡୋନାଲ୍ଡ ଟ୍ରମ୍ଫଙ୍କୁ ସହଯୋଗ କଲେ ପତ୍ନୀ ମେଲାନିଆ

ଓ୍ବାଶିଂଟନ,୨୬।୧୨: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ବହୁତ ଲୋ ପ୍ରୋଫାଇଲ ମେଣ୍ଟେନ କରୁଥିଲେ ଏବଂ ଚର୍ଚ୍ଚାରୁ ଦୂରେଇ ରହିଥିଲେ, କିନ୍ତୁ ଏଥର ମେଲାନିଆ ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ଅତ୍ୟନ୍ତ ସକ୍ରିୟ ଥିବା…

ଇସ୍ରାଏଲ୍‌ ଆକ୍ରମଣରେ ୧୦୬ ମୃତ

ଜେରୁଜେଲମ୍‌/ଡେଇର୍‌ ଅଲ୍‌-ବଲାହ,୨୬ା୧୨: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ୧୫ ସୈନ୍ୟ ନିହତ ହେବା ପରେ ଜେରୁଜେଲମ୍‌ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି। ରବିବାର ରାତିରେ ଇସ୍ରାଏଲୀ ସେନାର ବୋମାମାଡ଼ରେ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଡେଇର୍‌ ଅଲ୍‌-ବଲାହ ନିକଟରେ ହୋଇଥିବା ଆକ୍ରମଣରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri