Home

ବଡ଼ ରେକର୍ଡ ହାସଲ କଲେ ଓ୍ବାର୍ନର: ବକ୍ସିଂ ଡେ’ ଟେଷ୍ଟରେ ରଚିଲେ ଇତିହାସ

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜିଠାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ହିନ୍ଦୁ ଏକ ପ୍ରତାରଣା: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପୁଣି ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହିନ୍ଦୁ ଏକ ପ୍ରତାରଣା। ୧୯୯୫ରେ ସୁପ୍ରିମକୋର୍ଟ କହିଥିଲେ ଯେ, ହିନ୍ଦୁ ଧର୍ମ ନୁହେଁ, ଏହା ବଞ୍ଚିବାର ଏକ ଶୈଳୀ। ଆରଏସଏସ…

ଲଦାଖରେ ଭୂକମ୍ପ ଅନୁଭୂତ

ଶ୍ରୀନଗର,୨୬।୧୨: ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜମ୍ମୁ କଶ୍ମୀରର ପୁଞ୍ଚ ଏବଂ କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୪.୩୦ ସମୟରେ ଏହି ଭୂକମ୍ପ…

ନନ୍ଦନକାନନକୁ ଆସିଲା ୱାଲାବି, ଲିଭିଂଷ୍ଟୋନ ଟୁରାକୋ

ବାରଙ୍ଗ,୨୬।୧୨(ଲିଙ୍ଗରାଜ ରାଉତ)- ନନ୍ଦନକାନନ ଆସନ୍ତା ୨୯ରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ନନ୍ଦନକାନନ ସବୁବର୍ଷ ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେଉଥିବାବେଳେ ଚଳିତବର୍ଷ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟକଙ୍କୁ ନୂଆ ପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟି ଦେବାକୁ ଯାଉଛି। ଶୁକ୍ରବାର ରାତିରେ ହଳେ…

ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ସୁଡ଼ଙ୍ଗ ଠାବ ଚର୍ଚ୍ଚା

ପୁରୀ,୨୬ା୧୨(ଅଜିତ୍‌ ମହାନ୍ତି):ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। କିଛିମାସ ହେବ ଏହି ପୋଖରୀର ଉନ୍ନତୀକରଣ ପାଇଁ ପାଣି ଶୁଖାଯାଉଥିଲା।…

କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨୬ା୧୨(ଅସମାପିକା ସାହୁ):ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍‌ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବା ପାଇଁ…

ଜୁନ୍‌ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଭିଏଲ୍‌ଟିଡି ବାଧ୍ୟତାମୂଳକ

ଭୁବନେଶ୍ୱର, ୨୬।୧୨(ସୁନିତ୍‌ ମିଶ୍ର):ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଯାନଗୁଡ଼ିକୁ ୨୦୨୪ ଜୁନ୍‌ ୩୦ ସୁଦ୍ଧା ଭେହିକିଲ ଲୋକେଶନ ଟ୍ରାକିଂ ଡିଭାଇସ(ଭିଏଲ୍‌ଟିଡି) ଲଗାଇବାକୁ ବାଧ୍ୟ କରାଯାଇଛି। ନ ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ…

ଜୟ ଶ୍ରୀରାମ ନାରା ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦଯାତ୍ରା କରୁଛନ୍ତି ଏହି ମୁସଲମାନ ଯୁବତୀ: ଭାଇରାଲ ହେଉଛି ଭିଡିଓ

ଅଯୋଧ୍ୟା,୨୬।୧୨: ୨୨ ଜାନୁଆରୀ ୨୦୨୪ ଭାରତୀୟ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। କାରଣ ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍‌ଘାଟିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୦୦୦ ଲୋକ ଯୋଗଦେବେ। ଏଥିପାଇଁ ଅନେକ ପ୍ରସ୍ତୁତି ଚାଲିଛି…

ଫଳ ଦୋକାନୀଙ୍କ ନାଁରେ କରିଦେଲେ କୋଟି କୋଟି ଟଙ୍କାର ସମ୍ପତି

ବେଜିଂ,୨୬।୧୨: ଚାଇନାର ସାଂଘାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୮୪ବର୍ଷ ବୟସ୍କ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ୩.୮୪କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜଣେ ଫଳ ବିକ୍ରେତାଙ୍କ ନାମରେ କରି ଦେଇଛନ୍ତି। ଏହି ୮୪ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର…

ସ୍ତ୍ରୀ ନିଜ କୁମ୍ପି ଖୋଲିବାରୁ ସ୍ବାମୀ ହୋଇଗଲେ ଆଶ୍ଚର୍ଯ୍ୟ: ଆଉ ତା’ପରେ ଚାଲିଲା ଏମିତି ଯୁକ୍ତିତର୍କ, ଭିଡିଓ ଦେଖିଲେ ହସି ହସି ଗଡିବେ

ସୋସିଆଲ ମିଡିଆ ହେଉଛି ହସ ଏବଂ ମଜାର ଏକ ଭଣ୍ଡାର। ଏଠାରେ ପ୍ରାୟତଃ ମଜାଳିଆ ଭିଡ଼ିଓ ଭାଇରାଲ ହୋଇଥାଏ। ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ନିଜ ହସ ରୋକି ପାରିବେନି। ଜଣେ ଦମ୍ପତିଙ୍କ ଏହି ସୁନ୍ଦର…

୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପ କରିବ ଏସିଏଲ୍‌

ଭୁବନେଶ୍ୱର,୨୬।୧୨: ଆଦାନୀ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ଅମ୍ବୁଜା ସିମେଣ୍ଟସ ଲିମିଟେଡ୍‌ (ଏସିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପରେ ୬,୦୦୦ କୋଟି ଟଙ୍କା ନିବେଶ କରିବାକୁ ଏସିଏଲ୍‌ ଘୋଷଣା କରିଛି। ବିଶେଷକରି ଏକ…

କଲ୍ୟାଣର ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସ

ଭୁବନେଶ୍ୱର,୨୬।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘କଲ୍ୟାଣ ଜୁଏଲର୍ସ’ ପକ୍ଷରୁ କଲ୍ୟାଣର ଏଣ୍ଡ ଅଫ୍‌ ଦି ଇୟର ସେଲ୍‌ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍‌ସ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ କଲ୍ୟାଣ ଜୁଏଲର୍ସ ଷ୍ଟୋରରେ ଉପଲବ୍ଧ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri