Home

ସବୁ କଥା ହେଲା କ୍ଲିଅର! ମେଣ୍ଟ ନେଇ ଫାଇନାଲ କଥା କହିଲେ ବିଜେଡି ନେତା

ଭୁବନେଶ୍ୱର,୨୨।୩: ମେଣ୍ଟ ହେବ ହେବନି ଦ୍ୱନ୍ଦ ଭିତରେ ପଡିଛି ପୂର୍ଣ୍ଣଚ୍ଛେଦ! ସବୁ ଗୁଜବ, ବୟାନର ଫାଇନାଲ ଦ ଏଣ୍ଡ! ଏନେଇ ଦୁଇ ଦଳର ନେତା ସଫାସଫା ବୟାନ ଦେଇଛନ୍ତି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ବୟାନ ପରେ ଏବେ ବିଜେଡିର…

ୟୁଟ୍ୟୁବର ଏଲଭିଶଙ୍କୁ ଜାମିନ

ନୂଆଦିଲ୍ଲୀ,୨୨।୩: ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ମିଳିଛି ଜାମିନ। ରେଭ ପାର୍ଟିରେ ସାପ ବିଷ ମଗାଇବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ ରେ ଗିରଫ କରାଯାଇଥିଲା। ଏବେ ସେ କୋର୍ଟରୁ ଜାମିନ ପାଇଥିବା…

ଖଣି କମ୍ପାନୀର ଟଙ୍କାରେ ବିଜେଡି ହୋଇଛି ଧନୀ, ଏହି ପରିଚିତ କମ୍ପାନୀରୁ ମିଳିଛି ପୁଳାପୁଳା ଚାନ୍ଦା

ଭୁବନେଶ୍ୱର,୨୨।୩: ଖଣି କମ୍ପାନୀଗୁଡିକରୁ ଚାନ୍ଦାରେ ପୁଳାପୁଳା ଟଙ୍କା ପାଇଛି ବିଜେଡି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଞ୍ଚମମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ,…

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୨୨।୩: ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକ ବିଦା ହୋଇଛନ୍ତି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜୟଙ୍କୁ…

ଅପରାଜିତାଙ୍କ ବଡ଼ ବୟାନ: କହିଲେ ‘ମେଣ୍ଟକୁ ନେଇ ବିଜେଡିର ନିବେଦନକୁ ଭାଜପା ପ୍ରତ୍ୟାଖ୍ୟାନ କରିଛି’

ଭୁବନେଶ୍ୱର,୨୨।୩: ରାଜ୍ୟରେ ଭାଜପା ସହ ମେଣ୍ଟ କରିବାକୁ ବିଜେଡି ନିବେଦନ କରିଥିଲା। କିନ୍ତୁ ଭାଜପା ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ କିଛି ଦିନ ଧରି ଜାରି ରହିଥିବା ବିଜେଡି-ଭାଜପା…

ଭାଜପା ଯିବା ନେଇ ସଙ୍କେତ ଦେଲେ ଭର୍ତ୍ତୃହରି!

ଭୁବନେଶ୍ୱର,୨୨।୩: ବିଜେଡି ସହ ସମ୍ପର୍କ ଛିଣ୍ଡାଇଛନ୍ତି ପୂର୍ବ କଟକ ଏମପି ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି,…

ବଦଳିଲେ ୨୮ ଓଏଏସ୍‌ ଅଫିସର

ଭୁବନେଶ୍ୱର,୨୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ ଓଏଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି। ସମ୍ପୃକ୍ତ ଅଫିସରମାନଙ୍କୁ ଅପରାହ୍ନରେ ରିଲିଭ୍‌ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ…

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ଥିମ୍ପୁ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଦି ଡ୍ରକ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ପ୍ରଧାନମନ୍ତ୍ରୀ…

ବିଜେଡି ଛାଡିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩: ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭଙ୍ଗା ହୃଦୟରେ ଦଳ ଛାଡୁଛି। ଦଳ…

‘ଏମିତି ତମ କୋଳରେ ଆଉଥରେ ନିଶ୍ଚିତ ଜନ୍ମ ନେବି’

ଭୁବନେଶ୍ୱର,୨୨।୩: ଗୋଟିଏ ଝିଅ ପାଇଁ ତା’ ବାପାଙ୍କ ସ୍ଥାନ ସ୍ବତନ୍ତ୍ର। ତାଙ୍କ ଆବର୍ତ୍ତମାନରେ ଝିଅ ଜୀବନରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୁଏ। ଠିକ୍‌ ଏଭଳି ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ପରଲୋକ ଗମନ ପରେ ଭାଙ୍ଗି ପଡ଼ିଛନ୍ତି…

ଦ୍ୱିତୀୟ ସନ୍ତାନକୁ ନେଇ ଚମକାଇବା ଭଳି କଥା କହିଲେ ରାଣୀ

ମୁମ୍ବାଇ: ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଆକ୍ଟ୍ରେସଙ୍କ ଭିତରୁ ରାଣୀ ମୁଖାର୍ଜୀ ଅନ୍ୟତମ। ନିକଟରେ ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଏକ ସାକ୍ଷାତକାରରେ ଅଭିନେତ୍ରୀ ବଖାଣିଛନ୍ତି ଆବରଶନ ସମୟରେ ତାଙ୍କୁ କେତେ କଷ୍ଟ ହୋଇଥିଲା। ସେ କହିଥିଲେ ଯେ…

କେଜରିଓ୍ବାଲ ଇସ୍ତଫା ଦେଲେ ଏହି ନେତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୨।୩: ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯିବ। ଯଦି ତାଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?