ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଜରିମାନା
ନୂଆଦିଲ୍ଲୀ,୨୩।୩: ବିମାନ କର୍ମଚାରୀଙ୍କ ଡ୍ୟୁଟି ସମୟସୀମା ନିୟମାବଳୀ ଏବଂ ଥକାପଣ ପରିଚାଳନା ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜାନୁଆରୀରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପଟ୍ ଅଡିଟ୍ କରିବା ପରେ କର୍ମଚାରୀମାନଙ୍କ…
‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’
ନୂଆଦିଲ୍ଲୀ,୨୩ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ଦିନକ ପରେ ବିରୋଧୀ ବ୍ଲକ୍ ଇଣ୍ଡିଆନ୍ ନ୍ୟାଶନାଲ ଡେଭେଲପ୍ମେଣ୍ଟ ଇନ୍କ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା…
ବିଜୟରୁ ଆଇପିଏଲ୍ ଅଭିଯାନ ଆରମ୍ଭ କଲା ଚେନ୍ନାଇ
ଚେନ୍ନାଇ, ୨୩।୩: ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ…
ବିଜେଡି-ଭାଜପା ମେଣ୍ଟ ହେବନି
ଭୁବନେଶ୍ୱର, ୨୩।୩(ସୁନିତ୍ ମିଶ୍ର): ରାଜ୍ୟରେ ଭାଜପା ଏକାକୀ ଲଢ଼ିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ‘ଏକ୍ସ’ରେ ପୋଷ୍ଟ କରିବା ପରେ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ, ମିଠା…
ଆଜି ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱ ହୋଇଯିବ ଅନ୍ଧାର
୨୩ ମାର୍ଚ୍ଚ ୨୦୨୪ ଅର୍ଥାତ୍ ଆଜି ରାତି ୮:୩୦ରୁ ୯:୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ କରାଯିବ। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏଥିରେ ଲୋକମାନେ ଏକ ଘଣ୍ଟା ପାଇଁ ଲାଇଟ୍ ବନ୍ଦ କରି ଶକ୍ତି ସଞ୍ଚୟ କରିବାକୁ ପ୍ରତିଶ୍ରୁତି ନିଅନ୍ତି।…
ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଇତିହାସ ରଚିଲେ ବିରାଟ କୋହଲି
ଚେନ୍ନାଇ,୨୨।୩: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଇପିଏଲ୍ ୨୦୨୪ର ପ୍ରଥମ ମୁକାବିଲାରେ ଇତିହାସ ରଚିଛନ୍ତି। ସେ ଟି୨୦ କ୍ରିକେଟରେ ୧୨ ହଜାର ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି। ବିରାଟ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର ୬ଷ୍ଠ…
ଶିବସେନାରେ ସାମିଲ ହେବେ ଗୋବିନ୍ଦା, ଏହି ଆସନରୁ ଟିକେଟ ମିଳିବା ଫାଇନାଲ !
ମୁମ୍ବାଇ,୨୨।୩: ନିର୍ବାଚନ ଲଢ଼ିବେ ବଲିଉଡ୍ ଫିଲ୍ମ ଅଭିନେତା ଗୋବିନ୍ଦା। ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ସାମିଲ ହୋଇପାରନ୍ତି। ଏପରିକି ମୁମ୍ବାଇର ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଅଭିନେତା ଗୋବିନ୍ଦା…
ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ
ନୂଆଦିଲ୍ଲୀ,୨୨।୩: ଚଳିତ ବର୍ଷ ହୋଲି ପାଳିବ ନାହିଁ ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତଥା ଏଏପି ସୁପ୍ରିମୋ ଗିରଫ ହେବା ପରେ କିଛି ଏଭଳି ନିଷ୍ପତ୍ତି ନେଇଛି ଦଳ। ଏପରିକି ଇଡିର ଗିରଫଦାରୀକୁ ବିରୋଧ କରି କାର୍ଯ୍ୟକର୍ତ୍ତା…
ମେଣ୍ଟ ନ ହେବାର ମୁଖ୍ୟ କାରଣ
ଭୁବନେଶ୍ୱର,୨୨।୩:ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଲୋଚନା ହେଲାନି ସଫଳ । ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ…
ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି
ଭୁବନେଶ୍ୱର,୨୨ା୩(ଅନିଲ ଦାସ)- ଭର୍ତ୍ତୃହରି ମହତାବଙ୍କୁ ୬ ଥର ବିଜେଡିରୁ ସାଂସଦ ଟିକେଟ ଦିଆଯାଇ ଦିଲ୍ଲୀ ପଠାଯାଇଥିଲା। ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତ୍ତରେ ଟିକେଟ ଦିଆଯାଇଥିଲା। କାରଣ ତାଙ୍କ ସ୍ଥିତି କଟକରେ ଭଲ ନ ଥିଲା । ସେ ଦିନକୁ ଦିନ…
କୁଜଙ୍ଗର ପୂର୍ବତନ ଆର୍ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ
କଟକ,୨୨ା୩ (କାର୍ତ୍ତିକ ସାହୁ) ଜଗତସିଂହପୁର ଜିଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ପୂର୍ବତନ ଆର୍ଆଇ ସୁବାସ ଚନ୍ଦ୍ର ଦାସ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦାସଙ୍କ ବିରୋଧରେ ରୁଜୁ ଏକ ଲାଞ୍ଚ ମାମଲାର ବିଚାର କରି ଅଦାଲତ ତାଙ୍କୁ ୨…
କେଜରିଓ୍ବାଲଙ୍କୁ ୬ଦିନିଆ ରିମାଣ୍ଡରେ ନେଲା ଇଡି
ନୂଆଦିଲ୍ଲୀ,୨୨।୩: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ବିଭିନ୍ନ ପ୍ରସଙ୍ଗରେ ଇଡି କେଜରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜରିୱାଲଙ୍କୁ…

