Home

ମସ୍କୋ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆଇଏସ, ଏବେ ପର୍ଯ୍ୟନ୍ତ ୭୦ ମୃତ

ମସ୍କୋ,୨୩।୩: ରୁଷିଆର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭୦ଜଣ ପ୍ରାଣ ହରାଇଛନ୍ତି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶନିବାର (ମାର୍ଚ୍ଚ ୨୩, ୨୦୨୪) ସକାଳେ ହ୍ୟାଣ୍ଡେଲ@spectatorindex ସହିତ ଦିଆଯାଇଥିଲା। ଏହା ବ୍ୟତୀତ ଆତଙ୍କବାଦୀ ଆକ୍ରମଣରେ ୧୪୫ ଜଣ…

IPL 2024: IPL ର ଏଭଳି ଏକ ଟିମ୍‌, ଯେଉଁଥିରେ ନାହାନ୍ତି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ଖେଳାଳି

ଚେନ୍ନାଇ,୨୩।୩: ଏପରି ଏକ ଦଳ ଯିଏ ୫ଥର ଆଇପିଏଲ ଜିତିଥିବାବେଳେ ଦଳରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନରୁ କୌଣସି ଖେଳାଳି ନାହାଁନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେ କହୁଛୁ ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ ଚେନ୍ନାଇ ସୁପର…

ଏହି ନିର୍ବାଚନ ଦିଗବିଜୟଙ୍କର ନୁହେଁ…

ଭୋପାଳ,୨୩।୩: ଲୋକ ସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ କଂଗ୍ରେସର ପରବର୍ତ୍ତୀ ତାଲିକା ଖୁବ ଶୀଘ୍ର ଆସିପାରେ। ସୂଚନାନୁସାରେ, ଦଳ ଏହି ତାଲିକାରୁ ଭେଟେରାନମାନଙ୍କୁ ଟିକେଟ ଦେଇପାରେ। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପୂର୍ବରୁ ଦଳ ରାଜଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ…

ଏଏପିର ଆଉ ଜଣେ ବିଧାୟକଙ୍କ ଘରେ ଇଡି ଚଢାଉ, କହିଥିଲେ କେଜରିଓ୍ବାଲ ମୋଦିଙ୍କ କାଳ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ମହଲରେ ଆଲୋଚନା ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନ୍ୟ ଜଣେ ଆମ ଆଦମୀ ପାର୍ଟି (ଏଏପି) ବିଧାୟକଙ୍କ ଘରେ ଚଢାଉ କରିଛି। ଶନିବାର (ମାର୍ଚ୍ଚ ୨୩, ୨୦୨୪)…

କେଜରିଓ୍ବାଲ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୩।୩:ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ACP ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ସେ ACPଙ୍କୁ ହଟାଇବାକୁ କୋର୍ଟଙ୍କ ନିକଟରେ…

କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ

ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି। ଏହି ଭିଡିଓ ଏମିତି ସମୟରେ…

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ

ନୂଆଦିଲ୍ଲୀ,୨୩।୩: ରୁଷିଆର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍‌ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ…

ହୋଲି ବେଳେ ୪୦ ଡେଇଁବ ତାପମାତ୍ରା

ନୂଆଦିଲ୍ଲୀ,୨୩ା୩(ପି.ଟି.): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି। ବୈଜ୍ଞାନିକମାନଙ୍କ…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ (ଓଡ଼ିଶା ଅପରେଶନ)ରେ ମଧ୍ୟ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା।…

କେନ୍‌ଷ୍ଟାରର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୩।୩ (ଅଭୟ ଦାଶ): ଦେଶର ପ୍ରମୁଖ ଗୃହୋପଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ତଥା କେନ୍‌ଷ୍ଟାରର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ମାସିକିଆ ସ୍ବତନ୍ତ୍ର ଅଭିଯାନ ‘କ୍ୟାମ୍ପନିଂ ଭ୍ୟାନ୍‌’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ପକ୍ଷରୁ ୨ଟି ପ୍ରଦର୍ଶନୀଭିତ୍ତିକ ଭ୍ୟାନ୍‌ର ଉନ୍ମୋଚନ…

ଆର୍ଥିକ ସ୍ଥିତିର ସମୀକ୍ଷା କଲେ ଶକ୍ତିକାନ୍ତ

ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆର୍‌ବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋର୍ଡ ପକ୍ଷରୁ ବିଶ୍ୱ ତଥା ଘରୋଇ ଆର୍ଥିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ବୈଠକରେ ଭୌଗୋଳିକ, ରାଜନୈତିକ…

ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?