Home

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଧର୍ମେନ୍ଦ୍ର! ମନମୋହନଙ୍କ ପୋଷ୍ଟକୁ କଲେ ରିପୋଷ୍ଟ

ଭୁବନେଶ୍ୱର,୨୨।୩: ଆସନ୍ତା ଲୋକ ସଭା ନିର୍ବାଚନରେ ଏକାକୀ ଲଢ଼ିବ ଭାଜପା। ଶୁକ୍ରବାର କିଛି ଏଭଳି କଥା ସୋସିଆଲ ମିଡିଆରେ ପୋଷ୍ଟ କରି ମେଣ୍ଟ ଚର୍ଚ୍ଚାକୁ ନୂଆ ମୋଡ ଦେଇଥିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଏହାପରେ ତାଙ୍କ ପୋଷ୍ଟକୁ ରି-ପୋଷ୍ଟ…

କହ୍ନେୟା କୁମାରଙ୍କ କଟିଲା ଟିକେଟ୍‌!

ନୂଆଦିଲ୍ଲୀ,୨୨।୩: ମହାମେଣ୍ଟ ଇଣ୍ଡିଆର ସିଟ୍‌ ବୁଝାମଣାର ଘୋଷଣା ହୋଇନାହିଁ। କିନ୍ତୁ ନିଜ ପକ୍ଷରୁ ସବୁ ଦଳ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି। ବିହାରରେ ଆରଜେଡି ତା’ର ଚାରି ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏବେ ବାମ ଦଳ ସିପିଆଇ ମଧ୍ୟ…

ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ: ମନମୋହନ

ଭୁବନେଶ୍ୱର,୨୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ନୂଆ ମୋଡ ନେଇଛି। ଏହାକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡିଆରେ ବଡ଼ ସୂଚନା ଦେଇଛନ୍ତି। ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଭାଜପା ଏଥର ଓଡ଼ିଶାର…

‘ମୋ ଜୀବନ ଦେଶ ପାଇଁ ସମର୍ପିତ…’, ଇଡି କଷ୍ଟୋଡିରେ କେଜରିଓ୍ବାଲଙ୍କ ପ୍ରଥମ ବୟାନ

ନୂଆଦିଲ୍ଲୀ,୨୨।୩: ଇଡି ହେପାଜତକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ତାଙ୍କର ପ୍ରଥମ ବୟାନ ଦେଇଛନ୍ତି। ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇ ସେ କହିଛନ୍ତି ଯେ ମୁଁ ଜେଲ ଭିତରେ କିମ୍ବା ବାହାରେ ଥିଲେ ବି, ମୋ ଜୀବନ…

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ ଟଙ୍କା ହେରଫେର ମାମଲାରେ ଦୁଇ ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା।…

ବ୍ରିଟିଶ ରାଜକୁମାରୀ କେଟ ମିଡଲଟନଙ୍କ ମେଡିକାଲ ରିପୋର୍ଟ ଲିକକୁ ନେଇ ହଙ୍ଗାମା

ଲଣ୍ଡନ,୨୨।୩: ବ୍ରିଟେନରେ ନାଗରିକଙ୍କ ଗୋପନୀୟତା ରକ୍ଷା ପାଇଁ ସୂଚନା କମିଶନର୍‌ ଅଫିସ (ଆଇସିଓ) ବ୍ରିଟିଶ ରାଜ ପରିବାରର ବୋହୂ କେଟ ମିଡଲେଟନଙ୍କ ମେଡିକାଲ ରେକର୍ଡ ଲିକ ହୋଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ବ୍ରିଟେନରେ ଏକ ପୁରୁଣା ଅନୁସନ୍ଧାନ…

ବଡ ଖବର: ହିମାଚଳର ୩ ନିର୍ଦ୍ଦଳୀୟ ବିଧାୟକ ଦେଲେ ଇସ୍ତଫା

ଶିମଲା,୨୨।୩: ଶୁକ୍ରବାର ହିମାଚଳ ପ୍ରଦେଶରେ ଏକ ବଡ ରାଜନନୈତିକ ଘଟଣା ଘଟିଛି। ଏଠାରେ ରାଜ୍ୟ ସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ତିନିଜଣ ସ୍ବାଧୀନ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରାୟ ୨୫ ଦିନ ପରେ ହିମାଚଳ ଫେରି…

ଭାଜପାର ଚତୁର୍ଥ ପ୍ରାର୍ଥୀ ତାଲିକାରେ ୨ ରାଜ୍ୟର ୧୫ ଜଣଙ୍କ ମଧ୍ୟରେ ୨ ମହିଳା

ନୂଆଦିଲ୍ଲୀ,୨୨।୩: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର (ମାର୍ଚ୍ଚ ୨୨, ୨୦୨୪) ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରାର୍ଥୀଙ୍କ ନାମର ଚତୁର୍ଥ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ବ୍ରହ୍ମପୁର,୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ସ୍ତ୍ରୀ’ ହତ୍ୟାକାରୀ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀ ନାରାୟଣ ସାହୁ(୪୫)ଙ୍କୁ ଆଜୀବନ…

ସୁପ୍ରିମକୋର୍ଟଙ୍କ ଦଖଲ ପରେ ଚେତିଲେ ରାଜ୍ୟପାଳ

ନୂଆଦିଲ୍ଲୀ,୨୨।୩: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବରିଷ୍ଠ ଡିଏମ୍‌କେ ନେତା କେ. ପୁନମୁଡି ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ପୁନମୁଡିଙ୍କୁ ଶପଥ ଗ୍ରହଣ କରାଇବେ। ଆଜି ଅପରାହ୍ନରେ ରାଜ ଭବନରେ ଏହି ଶପଥ ଗ୍ରହଣ…

ବୟସ ମାତ୍ର ୮ ମାସ, ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

କୁହାଯାଏ, ଯେତେବେଳେ ମଣିଷ ଦୁନିଆକୁ ଆସେ ସେତେବେଳେ ନିଜ ଭାଗ୍ୟ ନିଜେ ଆଣି ଆସିଥାଏ। ଯଦି ନିଜ ଭାଗ୍ୟ ହେତୁ ଭଲ ଶିକ୍ଷା ଏବଂ ଚାକିରି ମିଳିଯାଏ ତେବେ ସବୁକିଛି ଠିକ୍‌ ରହିଥାଏ। କେହି ଯଦି ଅଳ୍ପ ବୟସରେ ସେହି ସବୁ…

କେଜ୍‌ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ପ୍ରସିଦ୍ଧ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆନ୍ନା ହଜାରେ କହିଛନ୍ତି, ଆମେ ମଦ ବିରୋଧରେ ଥିଲୁ। ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?