Home

ଅମେଠିରୁ ଲଢ଼ିପାରନ୍ତି ରବର୍ଟ ଭଦ୍ରା

ନୂଆଦିଲ୍ଲୀ, ୫।୪ (ପି.ଟି.):କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଗୁରୁବାର ସକ୍ରିୟ ରାଜନୀତିରେ ଯୋଗଦେବା ନେଇ ସଙ୍କେତ ଦେଇଛନ୍ତି। ସେ ଚଳିତ ଥର ଅମେଠିରୁ ଲୋକ ସଭା ନିର୍ବାଚନ ଲଢ଼ନ୍ତୁ ବୋଲି ଏଠାକାର ଜନସାଧାରଣ ଚାହୁଁଥିବା, ରବର୍ଟ…

ବିନା ଭୋଟର ପରିଚୟପତ୍ରରେ ଭୋଟ ଦେଇହେବ

ନୂଆଦିଲ୍ଲୀ,୫ା୪(ପି.ଟି.):କୌଣସି ଜଣେ ବି ପ୍ରକୃତ ଭୋଟର ଯେପରି ମତଦାନ ଅଧିକାରରୁ ବଞ୍ଚତ୍ତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟର ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି କିମ୍ବା…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ

ଭଦ୍ରକ,୫ା୪(ସନାତନ ରାଉତ):ଭଦ୍ରକର ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେବା ପରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ଭଦ୍ରକବାସୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେ…

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗ, କଂଗ୍ରେସର ସତ୍ୟଜିତ ଗମାଙ୍ଗ ଏବଂ ଭାଜପାର ତ୍ରିନାଥ ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି। ତେବେ…

ଜୟଦେବ ଆସନ ଝୁଲାଇ ରଖିଛି ବିଜେଡି

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଏହାର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଛନ୍ତି। ୨୦୧୯ରେ ଏଠାରୁ ବିଜେଡି ଟିକେଟରେ ଜିତି ବିଧାୟକ ହୋଇଥିବା ଅରବିନ୍ଦ ଢାଲି ଏବେ…

ବିଜେଡିରେ ଆଶାୟୀ ଅନେକ, ଆଗରେ ବିଦୁବେନ୍ଦୁ

ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲାର ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ଭାଜପା ଓ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଶେଷକରି ବିଜେଡି ଆଶାୟୀଙ୍କୁ ନେଇ କଳ୍ପନାଜଳ୍ପନା ବଢ଼ିଚାଲିଛି। ବର୍ତ୍ତମାନର ବିଧାୟକ ଅନନ୍ତ ଦାସଙ୍କୁ ବାର୍ଦ୍ଧକ୍ୟଜନିତ…

ଭାଜପାକୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଚିନ୍ତା

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ରାଜ୍ୟରେ ଭାଜପା ସରକାରକୁ ଆସିବ ବୋଲି ଭାଜପା ରାଜ୍ୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଅନେକ ସମୟରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯାଇଥିବା ବେଳେ ଶାସକ ଦଳର ବହୁ ନେତା ଯୋଗାଯୋଗରେ ଥିବା…

ଘଡ଼େଇ-ଦାସ ପରିବାର ମଧ୍ୟରେ ବଢ଼ୁଛି ଫାଟ

କୋରେଇ(ଚନ୍ଦ୍ରକାନ୍ତ ପତି), ୫ା୪:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକଦା ସୁକିନ୍ଦାର ପ୍ରଫୁଲ୍ଲ ଘଡ଼େଇଙ୍କ ପରିବାର ଓ ଯାଜପୁରର ଅଶୋକ ଦାସଙ୍କ ପରିବାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଚର୍ଚ୍ଚା ହୋଇଥାଏ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ୨ ପରିବାରଙ୍କ…

ସମାନତା ଆଣିବାର ବିଶ୍ୱାସ ହେଉଛି ସମତା ଦିବସ

ଆଜି ଅର୍ଥାତ୍‌ ଏପ୍ରିଲ ୫ରେ ସମଗ୍ର ରାଜ୍ୟରେ ପାଳନ ହେଉଛି ସମତା ଦିବସ। ଜାତୀୟତାବାଦୀ ରାଜନେତା ବାବୁ ଜଗଜୀବନ ରାମଙ୍କ ଜନ୍ମ ବାର୍ଷିକୀକୁ ସମତା ଦିବସ ଭାବରେ ପାଳନ କରାଯାଏ। ସମାଜରେ ସମସ୍ତଙ୍କ ମଧ୍ୟରେ ସମାନତା ଆଣିବାର ବିଶ୍ୱାସ ଜନ୍ମାଇବା ପାଇଁ…

ରାଜ ପରିବାର ଉପରେ ଭାଜପାର ଭରସା

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନରେ, ଭାଜପା ଅନେକ ପ୍ରାର୍ଥୀଙ୍କ ଟିକେଟ କାଟିଛି । ଏହି ସମୟରେ ପାର୍ଟିର ଭେଟେରାନ ନେତାମାନେ ଏନଡିଏ ପାଇଁ…

କରୋନ ଭାଇରସଠାରୁ ବି ଅଧିକ ଘାତକ H5N1 ଭାଇରସ, ଏକ୍ସପର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ,/ଓ୍ବାଶିଂଟନ,୪।୪: ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ କରୋନା ଭାଇରସ ଭଳି ମହାମାରୀଠାରୁ ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଇତି ମଧ୍ୟରେ, କୋଭିଡ ଠାରୁ ଅଧିକ ମାରାତ୍ମକ ରୋଗ ହେଉଛି H5N1 ବା ବାର୍ଡ ଫ୍ଲୁ ଯାହା ବହୁପରିମାଣରେ ବିସ୍ତାର କରିବାର ସମ୍ଭାବନା ରହିଥିବା…

ଲୋକ ସଭା ନିର୍ବାଚନ: ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୁଜରାଟରେ ତିନିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦଳ ସୁରେନ୍ଦ୍ରନଗର ଆସନରୁ ଋତ୍ୱିକ ଭାଇ ମକୱାନା, ଜୁନାଗଡରୁ ହିରବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?