Home

ଛତିଶଗଡ଼ରେ ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ

ରାୟପୁର,୩।୧୨: ଶସ୍ୟର ପାତ୍ର ଭାବରେ ଜଣାଶୁଣା ଛତିଶଗଡରେ ପୁଣିଥରେ ଭାଜପା ଶାସନ କରିବାକୁ ଯାଉଛି। ତେବେ ଦଳ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆସନ୍ତା କିଛି ଦିନ ମଧ୍ୟରେ ଏହାର ନିଷ୍ପତ୍ତି ନିଆଯିବ। ଭାଜପାର ଏହି…

ଲୋକଙ୍କ ହୃଦୟରେ କେବଳ ମୋଦି ଜୀ ଅଛନ୍ତି:ଅମିତ ଶାହା

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲଙ୍ଗାନାର ବିଧାନସଭା ନିର୍ବଚନ ଫଳାଫଳକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆଜିର ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ, ତୁଷ୍ଟୀକରଣ ଏବଂ ଜାତି ଭିତ୍ତିକ ରାଜନୀତିର ଦିନ…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୩।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ଅଧିନାୟକ ମାଥ୍ୟୁ ୱେଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାପଟେନ…

ପାଟ୍ରୋଲିଂ ଇନ୍‌ଚାର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ସକାଳେ ଘଟଗାଁ ଥାନା ବାଲିଯୋଡ଼ି ଗ୍ରାମ ନିକଟରେ ଏନ୍‌ଏନ୍‌ ୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୋଟରଯାନ ବିଭାଗ ପକ୍ଷରୁ ଏତଲା ପରେ ଘଟଗାଁ ଥାନା ପୋଲିସ ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କ…

ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଏହା ଜନତାର ମୋହର: ସ୍ମୃତି ଇରାନି

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଗଡ଼ର ବିଧାନସଭା ନିର୍ବାଚନରେ ଭାଜପା ଫର ଇଣ୍ଡିଆର ବୃହତ ବିଜୟ ଐତିହାସିକ ଅଟେ। ଏହା ବିଜୟଶ୍ରୀ ଜନକଲ୍ୟାଣ ଓ ବିକାଶ ନୀତି, ସେବା ଓ ସୁଶାସନ ସ୍ଥାପନ କରିବାର ନିୟମ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉନ୍ନତ…

ଭିଆଇପି ଆସନରେ ହାରିଗଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍‌,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ର ଟ୍ରେଣ୍ଡରେ କଂଗ୍ରେସ ସବୁଠୁ ବଡ ଦଳ ଭାବରେ ଉଭା ହୋଇଛି ଏବଂ ରାଜ୍ୟରେ ସରକାର ଗଠନ ଦିଗରେ ଆଗରେ ଅଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଭାପତି କେ, ଚନ୍ଦ୍ରଶେଖର…

ଧାନଖଳା ଜଗିଥିବା ବେଳେ ଜଣଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ଭେଜିଡିଡି ଗ୍ରାମରେ ଧାନଖଳା ଜଗିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ବନମାଳୀ ମୁଣ୍ଡା(୪୭) ଏବଂ ତାଙ୍କ ଘର ସୁଡ଼ଙ୍ଗ ଗ୍ରାମ ଜାମୁଡିହି ସାହିରେ ବୋଲି…

ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ:ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନାର ନିର୍ବାଚନ ଫଳାଫଳ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ନମ୍ରତାର ସହ…

ମୁଭି ‘ସାମ ବାହାଦୂର’କୁ ନେଇ ଏମିତି କହିଲେ ସଚିନ

ମୁମ୍ବାଇ,୩।୧୨: ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି। ଦର୍ଶକେ ଏହି ମୁଭିକୁ ବହୁତ ପସନ୍ଦ କରୁଛନ୍ତି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ଆଧାରିତ ଏହି…

ଉଭେଇ ଗଲା ଆମ୍‌ ଆଦମୀ ପାର୍ଟି

ନୂଆଦିଲ୍ଲୀ,୩।୧୨: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାଜପା ଜଲୱା ଦେଖାଇଥିବା ବେଳେ ତେଲଙ୍ଗାନାକୁ କଂଗ୍ରେସ କବ୍ଜା କରିଛି। ଏସବୁ ଭିତରେ ଅରବିନ୍ଦ କେଜ୍‌ରିୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟି ଖାତା…

ତେଲଙ୍ଗାନା ଡିଜିପିଙ୍କୁ ସସପେଣ୍ଡ କଲେ ନିର୍ବାଚନ କମିଶନ

ହାଇଦ୍ରାବାଦ,୩।୧୨: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ତେଲଙ୍ଗାନା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ ଉଦ୍ଧୃତ କରି ରବିବାର ଏହି ସୂଚନା ଦିଆଯାଇଛି। ନ୍ୟୁଜ ଏଜେନ୍ସି…

ଜେଲରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗ୍ୟାଙ୍ଗଷ୍ଟର ନିହତ

ଧାନବାଦ,୩।୧୨: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ ସିଂ, କଂଗ୍ରେସ ନେତା ନୀରଜ ସିଂ ଏବଂ ଝରିଆ କଂଗ୍ରେସ ବିଧାୟକ ପୂର୍ଣ୍ଣିମା ନୀରଜ ସିଂଙ୍କ ସ୍ବାମୀଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରବିବାର ଧାନବାଦ ଜେଲରେ ବନ୍ଦୀମାନଙ୍କ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri