Home

ବଦଳିପାରେ ନିମାପଡ଼ା ବିଜେଡି ସମୀକରଣ

ନିମାପଡ଼ା,୫।୪(ରଞ୍ଜନ ପଟ୍ଟନାୟକ):ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରୁ କେବଳ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପ୍ରଭାତୀ ପରିଡ଼ା ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ…

ରୋଚକ ହେଉଛି କନ୍ଧମାଳ ରାଜନୀତି

ଫୁଲବାଣୀ, ୫ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲାର ୩ ନିର୍ବାଚନ ମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥି ଘୋଷଣା କରିଛନ୍ତି। କେବଳ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ଦେଇନାହିଁ ା ଯେଉଁମାନଙ୍କୁ ଦଳ ପ୍ରାର୍ଥି…

ହାତ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ

ଭୁବନେଶ୍ୱର,୫।୪: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା। ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତେବେ ବିଶ୍ୱ ଭୂଷଣ କେଉଁ…

କରୋନାଠାରୁ ୧୦୦ ଗୁଣା ଅଧିକ ବିପଜ୍ଜନକ ଏହି ମହାମାରୀ: ଚିନ୍ତାପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୫।୪: ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍‌ଶୀଘ୍ର ମହାମାରୀର ରୂପ ନେଇପାରେ। ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। H5N1 ଭାଇରସ୍‌ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି କରୁଛନ୍ତି…

ଚାଇନା ବିଶ୍ୱଦିଦ୍ୟାଳୟରେ ଝିଅମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଲେ ୨୦ ବର୍ଷର ଛାତ୍ର

ବେଜିଂ, ୫।୪: ଆଜିକାଲି ଚାଇନାର ସୋସିଆଲ ମିଡିଆ ସାଇଟରେ ଜଣେ ୨୦ ବର୍ଷ ବୟସ୍କ କଲେଜ ଛାତ୍ର ଆଲୋଚନାର ବିଷୟ ପାଲଟିଛନ୍ତି। ବାସ୍ତବରେ, ଏହି ଛାତ୍ର ‘ଡିଲ୍ୟୁଜନାଲ ଲଭ ଡିସଅଡର୍ର୍‌’ ନାମକ ଏକ ରୋଗରେ ପୀଡିତ। ସାଉଥ ଚାଇନା ମର୍ନିଂ ପୋଷ୍ଟ…

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ ଢିନୋଟି ମୋଟର ସାାଇକେଲରେ ଆସି ମୁହଁରେ କଳା କପଡା ବାନ୍ଧି ଗୋରୁ ବେପାରୀଙ୍କ ଉପରେ…

ଭୂକମ୍ପରେ ଥରିଲା ହସ୍ପିଟାଲ, ଜୀବନକୁ ବାଜି ଲଗାଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ନର୍ସ

ତାଇପେଇ ସିଟି,୫।୪: ନିକଟ ଅତୀତରେ ଅନେକ ଦେଶରେ ଭୂକମ୍ପ ଘଟଣା ଘଟିଥିବାର ସୂଚନା ମିଳିଛି। ଗତ ବୁଧବାର ତାଇୱାନରେ ଏକ ଭୟଙ୍କର ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ କରାଯାଇଥିଲା। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା…

୨ ନୂଆ ଏସ୍‌ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର,୫।୪: ଦୁଇ ଏସ୍‌ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ନେଇ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ରାଉରକେଲା ଏସ୍‌ପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୋଳର ଏସ୍‌ପି ଭାବେ ଉମାକାନ୍ତ ଦାସ ଦାୟିତ୍ୱ ନେଇଛନ୍ତି। କଟକର ନୂଆ ଡିସିପି…

ପିଲାଙ୍କ ଭଳି ଭୋ ଭୋ କାନ୍ଦିଲେ ପପୁ ଯାଦବ, ଜନତା ବି ହେଲେ ଇମୋଶନାଲ

ପାଟନା,୫।୪: ଲୋକ ସଭା ନିର୍ବାଚନକୁ ନେଇ ବିବାହରେ ଟିକେଟ ବଣ୍ଟନ ନେଇ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଇଣ୍ଡିଆ ମେଣ୍ଟର ସିଟ ବଣ୍ଟନ ଅଧୀନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କୁ ଆସିଥିବା ପୂର୍ଣ୍ଣିୟା ଲୋକ ସଭା ଆସନ ଚର୍ଚ୍ଚାର ବିଷୟ…

କୁଆଡେ ଯିବେ ସଞ୍ଜୟ ନିରୁପମ… କଂଗ୍ରେସର ବାଟ ବନ୍ଦ… ଭାଜପା ଶିବସେନାରେ ବିରୋଧ

ମୁମ୍ବାଇ,୫।୪: ମହାରାଷ୍ଟ୍ରରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିବା ପରେ ଦଳ ଛାଡି ସଞ୍ଜୟ ନିରୁପମ ବର୍ତ୍ତମାନ କେଉଁ କୂଳର ହୋଇ ରହି ନ ଥିବା ଜଣାପଡିଛି। ସେ କଂଗ୍ରେସକୁ ବିଦାୟ ଦେଇ କହିଥିଲେ ଯେ ସେ ମହାୟୁତିଙ୍କ କିଛି ଦଳରେ…

ଜେଲ୍‌ରେ ଥାଇ ଭାବପ୍ରବଣ ଚିଠି ଲେଖିଲେ ସିସୋଡିଆ: କହିଲେ, ଲଭ୍‌ ୟୁ

ନୂଆଦିଲ୍ଲୀ,୫।୪: ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ ଜେଲରୁ ଏକ ଚିଠି ଲେଖିଛନ୍ତି। ତାଙ୍କ ବିଧାନସଭା ମଣ୍ଡଳୀର ଲୋକଙ୍କୁ ଲେଖାଯାଇଥିବା ଚିଠିରେ ସିସୋଡିଆ କହିଛନ୍ତି, ସେ ଗତ ଏକ ବର୍ଷ ଧରି…

ଏସଡିପିଓଙ୍କ ମିଳିତ ଚଢ଼ାଉ: ବିପୁଳ ପରିମାଣ ବିଦେଶୀ ମଦ ଜବତ, ଜଣେ ଗିରଫ

ପଟ୍ଟାଙ୍ଗି,୫।୪(ଶରତ ଧଳ):ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଧରପଗଡ କ୍ଷେତ୍ରରେ ତପ୍ତରତା ପ୍ରକାଶ ପାଇଛି। ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?