Home

ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି

ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରିନାହିଁ ବରଂ କେବଳ ତାଙ୍କ ପରିବାର ପାଇଁ କାମ କରିଛି। ଆମେ ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ କରୁଛୁ। ଏହି ସମୟରେ…

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି ତ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ଭଲ ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦଳ କ୍ରମାଗତ ୩ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ…

ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ। ଛତିଶଗଡ଼ ଅଞ୍ଚଳ ବସ୍ତର ଜିଲାର ମଣିକାନ୍ତା ନାମକ ଜଣେ ଯୁବକ ନିଜ ଦେହରେ ୭…

ଏମ୍‌ସିଏ ପାସ୍‌ କରି କଣ୍ଡକ୍ଟର ସାଜିଛନ୍ତି ମିନୁ, ୪ଥର ଜାତୀୟ ସ୍ତରରେ ଖୋ-ଖୋ, ହକି ବି ଖେଳିଛନ୍ତି

ଏମିତି ଜଣେ ମହିଳା, ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ସିଏ। ଖାଲି ଏତିକି ନୁହେଁ, ଜାତୀୟ ସ୍ତରରେ ୪ଥର ହକି ଏବଂ ଖୋ-ଖୋ ବି ଖେଳିଛନ୍ତି। କିନ୍ତୁ ଏବେ ଏହି ମହିଳା ଏଚ୍‌ଆର୍‌ଟିସିରେ କଣ୍ଡକ୍ଟର ଭାବେ ଯାତ୍ରୀଙ୍କ ଟିକେଟ୍‌ କାଟୁଛନ୍ତି। ହିମାଚଳ ପ୍ରଦେଶର…

ଭାଜପାରେ ମିଶିଲେ ପୂର୍ବତନ ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ

ଭୁବନେଶ୍ୱର,୫।୪: ଭାଜପାରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ। ଶୁକ୍ରବାର ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସେ ଭାଜପାରେ ସାମିଲହୋଇଛନ୍ତି। ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର। ତେଣୁ ସେ ବିଜେଡି…

ରବର୍ଟ ଭଦ୍ରାଙ୍କ ବୟାନକୁ ନେଇ ରାଜନୀତି ହେଲା ସରଗରମ, କହିଲେ ନିର୍ବାଚନ ଲଢିବା କଥା

ଆମେଥି,୫।୪: ରାଜନୈତିକ ସରଗରମ ମଧ୍ୟରେ ଗୁରୁବାର ଆମେଥିରୁ କଂଗ୍ରେସ ପ୍ରତିଯୋଗୀମାନଙ୍କ ଦୌଡ଼ରେ ଆଉ ଏକ ବଡ ନାମ ଯୋଡି ହୋଇଥିଲା। ପ୍ରଥମ ଥର ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବୟାନ ଭାଇରାଲ ହେବାରେ ଲାଗିଛି।…

ମହିଳାଙ୍କୁ ମିଳିବ ୧ଲକ୍ଷ ଟଙ୍କା ଦରମା, ପ୍ରତିଶ୍ରୁତି ଦେଲା କଂଗ୍ରେସ

ନୂଆଦିଲ୍ଲୀ,୪।୫: ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପାର୍ଟି ନିଜର ଘୋଷଣାପତ୍ର ଜାରି କରିଛି। ଏହି ଘୋଷଣାପତ୍ର ୫ ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଉପରେ ଆଧାରିତ। କଂଗ୍ରେସ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ…

ଏହି ଯୁବତୀଙ୍କ ଉଚ୍ଚତା ଛୁଏଁ ଆକାଶ, ତାଳଗଛ ପରି ରହିଛି ଗୋଡ଼

ଦୁନିଆରେ ଅନେକ ଲମ୍ବା ଲୋକ ଅଛନ୍ତି। ଗିନିଜ ଓ୍ବାଲର୍‌ଡ ରେକର୍ଡ ଅନୁଯାୟୀ, ସବୁଠୁ ଲମ୍ବା ବ୍ୟକ୍ତି ହେଉଛନ୍ତି ତୁର୍କୀର ସୁଲତାନ କୋସେନ, ଯାହାଙ୍କ ଉଚ୍ଚତା ୮ ଫୁଟରୁ ଅଧିକ। ସେହିପରି ସବୁଠୁ ଲମ୍ବା ମହିଳା ହେଉଛନ୍ତି ତୁର୍କୀର ରୁମେସା ଗେଲଗି, ଯାହାଙ୍କ…

ଆଦିବାସୀ କାର୍ଡ ଖେଳିପାରେ ବିଜେଡି: ମଇଦାନକୁ ଓହ୍ଲାଇବେ ନୂଆ ଚେହେରା

ବାଲିଗୁଡ଼ା,୫ା୪(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଜି. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ବାଲିଗୁଡ଼ା ଆସନକୁ ଦଳ ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଫୁଲବାଣୀ…

ସରକାର ଜାଣିଶୁଣି ଅଦାଲତ ଉପରେ ପକାଇ ପାରିବେନି ଏଭଳି ଚାପ

ନୂଆଦିଲ୍ଲୀ,୫।୪: ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ବହୁତ ରାଗି ଯାଇଥିଲେ। ଏହାକୁ ନେଇ କୋର୍ଟ ମଧ୍ୟ ଦିଲ୍ଲୀ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ଉପଭୋକ୍ତା ଫୋରମରେ ପାନୀୟ ଜଳ ଏବଂ ଶୌଚାଳୟ ସମେତ ମୌଳିକ ସୁବିଧା ଅଭାବରୁ ହାଇକୋର୍ଟ…

ବିଦେଶୀଙ୍କୁ ବିଦା କରିବେ, ଗେହ୍ଲା ପୁଅକୁ ଆଶୀର୍ବାଦ ଦେବେ

ରାଜନଗର, ୫ା୪ (ଭାସ୍କର ରାଉତରାୟ):ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ରାଜନଗର ଦେବୀ ମଣ୍ଡପରୁ ଗୁରୁବାର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆରମ୍ଭରୁ ସାଂସଦ ପ୍ରାର୍ଥୀ ଅଂଶୁମାନ ରାଜନଗରରୁ ବିଜେଡିର ଡବଲ…

ବଦଳିପାରେ ନିମାପଡ଼ା ବିଜେଡି ସମୀକରଣ

ନିମାପଡ଼ା,୫।୪(ରଞ୍ଜନ ପଟ୍ଟନାୟକ):ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରୁ କେବଳ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପ୍ରଭାତୀ ପରିଡ଼ା ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?