Home

୫ ଜିଲାକୁ ବର୍ଷା ଆର୍ଲଟ

ଭୁବନେଶ୍ୱର,୨୯।୨: ରାଜ୍ୟର ୫ ଜିଲାକୁ ବର୍ଷା ଆର୍ଲଟ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର , ରାୟଗଡା ଓ କୋରାପୁଟ ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହା ପରଠାରୁ ପାଗ…

୧ରେ ନବୀନ ନିବାସ ଘେରିବ କଂଗ୍ରେସ

ଭୁବନେଶ୍ୱର,୨୯।୨ (ସୁନିତ୍‌ ମିଶ୍ର): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆସନ୍ତା ୧ ତାରିଖରେ ନବୀନ ନିବାସ ଘେରାଉ କରାଯିବ। ‘ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’ କାର୍ଯ୍ୟକ୍ରମ ଜରିଆରେ ଏହି ଘେରାଉ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି।…

ପୁରୀ ସତ୍ୟବାଦୀକୁ ନେଇ ଉମା-ସଞ୍ଜୟ ଛକାପଞ୍ଝା

ଭୁବନେଶ୍ୱର,୨୯ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ଆଉ କିଛିଦିନ ଥିବାବେଳେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉଷ୍ମତା ବଢ଼ିଲାଣି। ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ସତ୍ୟବାଦୀ ବିଧାନସଭା ଆସନକୁ ନେଇ ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ ଏବଂ ବ୍ରହ୍ମଗିରି ପୂର୍ବତନ ବିଧାୟକ…

ଖାର୍ଗେଙ୍କୁ ଭେଟିଲେ ସପ୍ତଗିରି, ପୁଣି ପ୍ରାର୍ଥୀ ହେବା ସମ୍ଭାବନା ବଢ଼ିଲା

ରାୟଗଡ଼ା,୨୯।୨(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା ବୁଧବାର ଦିଲ୍ଲୀରେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଖାର୍ଗେ ରାୟଗଡ଼ା ଓ କୋରାପୁଟ ଜିଲା ଗସ୍ତରେ ଆସିବା ପାଇଁ ସପ୍ତଗିରି ତାଙ୍କୁ…

ସରକାରୀ ଘରେ ଝୁଲି ପଡିଲେ କନିଷ୍ଠ ଯନ୍ତ୍ରୀ

ବୌଦ୍ଧ,୨୯।୨: ସରକାରୀ କ୍ୱାର୍ଟର୍ସରୁ ମିଳିଛି କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। ବୌଦ୍ଧ ଜିଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ କୁମାର ଘୋଷ। ସୂଚନାଥାଉ…

ଟିକେଟ ଲବିରେ ପ୍ରମୁଖ ଦଳର ଏକାଧିକ ଆଶାୟୀ

ବଇଣ୍ଡା, ୨୯ା୨(ପରିକ୍ଷିତ ସାହୁ): ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ଏନ୍‌ଏସିର ୧୧ ଓ୍ବାର୍ଡ ଏବଂ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ସହ ଅନୁଗୋଳ ବ୍ଲକର…

ଆଜି ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୯।୨: ଓଡିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୪ଦିନିଆ ଗସ୍ତରେ ଆଜି ମହାମହିମ କେନ୍ଦୁଝର ଓ ଭୁବନେଶ୍ୱର ଆସିବେ। ରାଷ୍ଟ୍ରପତି ଗୁରୁବାର କେନ୍ଦୁଝର ଯାଇ ଗୋନାସିକା କଦଳୀବା ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ। ପରେ ଧରଣୀଧର ୟୁନିଭର୍ସିଟିର ସ୍ବତନ୍ତ୍ର…

ଏନ୍‌ଏସ୍‌ସିକୁ ରିପୋର୍ଟ ମାଗିଲା କୃଷି ବିଭାଗ

ଯାଜପୁର,୨୯ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଦୀର୍ଘ ୭୬ ବର୍ଷ ପୁରୁଣା ଏକମାତ୍ର ସୁକିନ୍ଦା ବିହନ ଫାର୍ମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ୨୦୨୧ରେ ପିଜୁଳି ଚାରା ରୋପଣ ବିରୋଧରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ଏବଂ ପରେ ବଡ଼ଚଣାକୁ…

ପେସା ଶ୍ରମିକ, ନିଶା ପ୍ଲାଷ୍ଟିକମୁକ୍ତ ସମାଜ ଗଠନ

କୁଜଙ୍ଗ,୨୯।୨ (ମନୋଜ ପ୍ରଧାନ)ମାଟିରେ ମିଳାଉ ନ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ଫଳରେ ଲୋକେ…

୧୧୮ ଅଙ୍ଗନୱାଡିର ନିଜସ୍ବ ଗୃହ ନାହିଁ

କଣାସ,୨୯୨(ବିଭୂତି ଭୂଷଣ ତ୍ରିପାଠୀ) ଶିଶୁ ଓ ମା’ଙ୍କ ସୁରକ୍ଷା ନିମନ୍ତେ ଗାଁ ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ କଣାସ ବ୍ଲକରେ କେନ୍ଦ୍ରଗୁଡ଼ିକ ନାହିଁ ନାହିଁରେ ପରିଚାଳିତ ହେଉଛି। ବ୍ଲକରେ ୨୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୧୬୭ଟି କେନ୍ଦ୍ରର…

ଡ୍ରପ୍‌ ଆଉଟ୍‌ ତାଲିକାରେ ୧୭୦୦ ପିଲା

ଗୋପ,୨୯ା୨(ଭାରତୀ ଭୂଷଣ ଉପାଧ୍ୟାୟ)ଶିକ୍ଷାବର୍ଷ ୨୦୨୩-୨୪ରେ ଗୋପ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୭ଶହରୁ ଅଧିକ ପିଲା ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ରହିଛନ୍ତି। ଏଥିରେ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ…

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ନିଜ ପିତାଙ୍କୁ ଧନ୍ୟବାଦ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri